ବ୍ରହ୍ମପୁରରେ ୪ ଦିନିଆ ଶଟ୍ଡାଉନ୍ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼
ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଶୁକ୍ରବାର ସକାଳୁ ସହରର ପରିବା ମାର୍କେଟ,ଭେଣ୍ଡିଂ ଜୋନ୍ଗୁଡ଼ିକରେ ଲୋକମାନଙ୍କ ପ୍ରବଳ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି…
୭ ଏନ୍ଡିଆର୍ଏଫ୍ ଯବାନଙ୍କୁ କରୋନା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୨୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ଏନ୍ଡିଆର୍ଏଫ୍ର ଯବାନ ରହିଛନ୍ତି। ଯବାନମାନେ ଅମ୍ଫନ ଡ୍ୟୁଟି ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ…
CORONAVIRUS UPDATE: ରାଜ୍ୟରେ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୬ ହଜାର ଟପିଲା
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୯୮ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୨୦ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ…
ବାଲେଶ୍ୱରରେ ପୁଣି ୭ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା
ବାଲେଶ୍ୱର ଅଫିସ,୨୬ା୬: ଶୁକ୍ରବାର ବାଲେଶ୍ୱର ଜିଲାରୁ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବସ୍ତା ଏବଂ ବାହାନଗା ବ୍ଲକର କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏଥିରେ…
କରୋନାକୁ ଜିତିଲେ ୧୧୪ ବର୍ଷୀୟ ବୃଦ୍ଧ
ଇଥୋପିଆର ଜଣେ ୧୧୪ ବର୍ଷୀୟ ବୃଦ୍ଧ ମହାମାରୀ କରୋନା ଭାଇରସ୍କୁ ହରାଇ ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧୪ ବର୍ଷୀୟ ଏହି ବୃଦ୍ଧ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାପରେ ରାଜଧାନୀ ଆଦିସ ଆବାବସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୬୮ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪,୨୯୧କୁ ବୃଦ୍ଧି
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଗଞ୍ଜାମରୁ ସର୍ବାଧିକ ୩୯ଜଣ ଅଛନ୍ତି। ସେହିଭଳି ଖୋର୍ଦ୍ଧାର ୨୩, ଗଜପତିର ୨୩, ପୁରୀର ୧୯, ବରଗଡ଼ର ୧୩, ସୁନ୍ଦରଗଡ଼ର ୮, ବାଲେଶ୍ୱରର ୭, ଭଦ୍ରକ-ରାୟଗଡ଼ାର ୫, ମାଲକାନଗିରି-କେନ୍ଦ୍ରାପଡ଼ା, କେନ୍ଦୁଝର-ଜଗତସିଂହପୁର-ସୋନପୁରର…
ପଦ୍ମନାଭପୁର ଗାଁକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଦିଗପହଣ୍ଡି,୨୫ା୬(ଡି.ଏନ୍.ଏ.): କୋଭିଡ୍-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁକୁ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ପଞ୍ଚାୟତ ସରପଞ୍ଚ ବି. କ୍ରିଷ୍ଣା…
୫ ରାଜ୍ୟକୁ ମିଳିବ ପ୍ରଥମ ବ୍ୟାଚ୍ କୋଭିଡ୍-୧୯ କୋଭିଫର ଔଷଧ
ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ହାଇଦ୍ରାବାଦ୍ ସ୍ଥିତ ହେଟ୍ରୋ ଔଷଧ ନିର୍ମାତା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରେମଡିସିଭିରର ପ୍ରଥମ ବ୍ୟାଚ୍ ୫ଟି ରାଜ୍ୟକୁ ଯୋଗାଇ ଦିଆଯିବ। ରେମଡିସିଭିରରୁ ପ୍ରସ୍ତୁତ କୋଭିଫର ଔଷଧର…
ରାଜଧାନୀରେ ମାଡ଼ି ଚାଲିଛି କରୋନା: ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଗୁରୁବାର ୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୩ ଲୋକାଲ୍ କେସ୍ ରହିଛି। ସେହିଭଳି ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ
ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା ୧୦ ଜଣ ଏବେ ଆକ୍ରାନ୍ତ ହୋଇ ସାରିଲେଣି। ସହରର ଯଦୁମଣିନଗର, ଦେବୋତ୍ତରକଲୋନୀ ଓ ନୟାଗଡ଼…
ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା
ଛତ୍ରପୁର,୨୫ା୬(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି। ଉଭୟ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର…
କରୋନା ସଂକ୍ରମଣ ଯୋଗୁ ବନ୍ଦ ହୋଇପଡ଼ିଥିବା ଦିଲ୍ଲୀ ଏମ୍ସର ଓପିଡ଼ି ସେବା ପୁଣି ଆରମ୍ଭ
ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ଲକ୍ଷ ଆଡକୁ ଗତି କରୁଛି। ଇତିମଧ୍ୟରେ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ…
Archives


