କରୋନା ଭାଇରସ୍‌

ଆୟୁଷ ମନ୍ତ୍ରଣାଳୟ ବିନା ଅନୁମତିରେ ପ୍ରସ୍ତୁତ ହୋଇଛି ‘କରୋନିଲ୍‌’: ରାମଦେବ-ପତଞ୍ଜଳି ଏମ୍‌ଡିଙ୍କ ବିରୋଧରେ ମାମଲା ଦାଏର

ଜୟପୁର, ୨୮।୬: ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ ପତଞ୍ଜଳି ପକ୍ଷରୁ କୋଭିଡ୍‌-୧୯ ଔଷଧ ‘କରୋନିଲ୍‌’ ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ଥାନର ଜ୍ୟୋତି ନଗର ପୋଲିସ୍‌  ଷ୍ଟେଶନରେ ରାମଦେବଙ୍କ ସମେତ ପତଞ୍ଜଳି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ନାମରେ ଶନିବାର ଏକ ମାମଲା…

ଚିନ୍ତା ବଢ଼ାଇଲାଣି ରାଜଧାନୀ: ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୫ ପୁରୁଷ-ଜଣେ ମହିଳା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜଧାନୀରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୩ଜଣ ହୋମ୍‌୍‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। ସେଥିରୁ ୧୬୫ଜଣ ସୁସ୍ଥ…

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଖଦାଳୀ ପ୍ରଧାନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କାରଣ ସୋରଡ଼ ଗ୍ରାମରେ ଗୋଟିଏ ପରିବାରର…

ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ ଯେ ଦିଲ୍ଲୀରେ ଜୁଲାଇ ୩୧ ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ପାଞ୍ଚ ଲକ୍ଷ…

ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର…

ବରଗଡ଼ରେ ପୁଣି ୧୮ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଲା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗ୍ରାମର ସର୍ବାଧିକ ୧୫ଜଣ ରହିଥିବା ବେଳେ ପଦ୍ମପୁର ପୌରାଞ୍ଚଳର ୨ଜଣ ଏବଂ ଅମ୍ବାଭୋନା ବ୍ଲକର ଜଣେ…

ଚାଇନା ନୁହେଁ: ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା କରୋନା ଭାଇରସ !

ବାର୍ସିଲୋନା,୨୮।୬: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ସୂଚନା ରହିଛି। ହେଲେ ନିକଟରେ ସ୍ପେନ ବାର୍ସିଲୋନା ୟୁନିଭର୍ସିଟିର ବିଶେଷଜ୍ଞମାନେ ଦାବି କରିଛନ୍ତି କି କରୋନା ଭାଇରସ ଚାଇନାରେ…

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ

ଭୁବନେଶ୍ୱର,୨୮।୬(ବ୍ୟୁରୋ): କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଭୁବନେଶ୍ୱର, କଟକ ଏବଂ ଗଞ୍ଜାମ ଜିଲାର ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ବଢ଼ୁଛି କରୋନା ସଂକ୍ରମଣ: ଆଜି ଗଞ୍ଜାମରେ ଚିହ୍ନଟ ହେଲେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ୨୬୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୭୬ଜଣ ଅଛନ୍ତି। ସେହିଭଳି ଯାଜପୁରର ୪୧, ଖୋର୍ଦ୍ଧା ୧୫, ଝାରସୁଗୁଡ଼ା ୧୮, କେନ୍ଦୁଝରର ୨୫, ବରଗଡ଼ ୧୮, ବାଲେଶ୍ୱର ୧୨, କଟକ ୧୨, ପୁରୀର…

କରୋନାକୁ ଏବେ ଭୟ ନାହିଁ: ବଜାରକୁ ଆସିବ ସେଫ୍ଟି ଗଗଲ୍ସ

ଚଣ୍ଡିଗଡ଼, ୨୮।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏବେ ଆଉ କରୋନାକୁ ଭୟ ନାହିଁ। ବଜାରରେ ଖୁବ୍‌ ଶୀଘ୍ର ବିକଶିତ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ସେଫ୍ଟି ଗଗଲ୍ସ ମିଳିବାକୁ ଯାଉଛି। ଲଏହାକୁ ପିନ୍ଧିଲେ କରୋନା…

CORONAVIRUS UPDATE: ଆଜି ରାଜ୍ୟରେ ୨୬୪ ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୦ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ତନ୍ମଧ୍ୟରୁ ୪୬୦୬ଜଣ ସୁସ୍ଥ…

ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri