କରୋନା ଭାଇରସ୍‌

ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨,୪୧,୦୬,୫୩୫ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ…

ସ୍କୁଲ ଖୋଲିବାର ପ୍ରସ୍ତୁତି କରୁଛନ୍ତି ସରକାର! ହେଲେ ଏହି ଦେଶରେ ୧୫ ଦିନରେ ସଂକ୍ରମିତ ହେଲେଣି ୯୭୦୦୦ ଶିଶୁ

ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଏହାକୁ ନେଇ ସ୍କୁଲ, କଲେଜ ଆଦି ବନ୍ଦ ରହିଛି। ହେଲେ ଦୀର୍ଘ ଦିନ ଧରି ପିଲାଙ୍କ ପାଠପଢ଼ା ବନ୍ଦ ଥିବାରୁ ଏବେ…

କରୋନା ସଂକ୍ରମିତ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ନାହିଁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୯।୮: ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣ ୨କୋଟିରେ ପହଞ୍ଚି ସାରିଲାଣି। ଏହାସହ ୭.୨୯ ଲକ୍ଷ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ବି ହେଲାଣି। ତେବେ ଏମାନଙ୍କ ଭିତରୁ ଅଧିକାଂଶ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା କୁହାଯାଉଛି। ୟୁନିଭର୍ସିଟି ଅଫ୍‌…

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ପାଖରେ ଟଙ୍କା ପଇସା ନ ଥିବାରୁ ଅପରାଧୀମାନେ ବେଧଡ଼କ…

ଏଠାରେ ହାରୁଛି କରୋନା: ୧୦୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଓ୍ବିଲିଙ୍ଗଟନ, ୯।୮: ସାରା ପୃଥିବୀରେ ପ୍ରତିଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ନ୍ୟୁଜିଲାଣ୍ଡରେ କରୋନା ପରାଜିତ ହୋଇଛି। ଗତ ୧୦୦ ଦିନ ମଧ୍ୟରେ ଏଠାରେ ଜଣେ ବି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ…

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଆସନ୍ତା ସପ୍ତାହ ସୁଦ୍ଧା ଏହି ପ୍ରଣାଳୀରେ ଆକ୍ରାନ୍ତ ଚିହ୍ନଟ କରାଯିବା କାର୍ଯ୍ୟ ଆରମ୍ଭ ହେବ।…

ସୁସ୍ଥ ହେଲେ ଶାହା!

ନୂଆଦିଲ୍ଲୀ,୯।୮: କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରୀ। ସୂଚନାଯୋଗ୍ୟ, ଅଗଷ୍ଟ…

ଗଞ୍ଜାମରେ କମୁୁଛି, ଖୋର୍ଦ୍ଧାରେ ବଢୁଛି

ଭୁବନେଶ୍ୱର,୯।୮(ବ୍ୟୁରୋ): ଗଞ୍ଜାମ ପରେ ଏବେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। କିଛିଦିନ ଧରି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ତାହା କମୁଥିବା ଦେଖାଯାଉଛି। ଅପରପକ୍ଷେ ଖୋର୍ଦ୍ଧାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍‌ଦ୍ଧି ପାଉଛି।…

ଆଜି ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ଅଛନ୍ତି ୬

ଭୁବନେଶ୍ୱର,୯।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ରବିବାର କରୋନା ସଂକ୍ରମିତ ହୋଇ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୮୧ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ଜଣେ ୫୨ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର…

ସ୍କୁଲ ଖୋଲୁ ଖୋଲୁ ୧୧ ପିଲା କରୋନା ପଜିଟିଭ: ୨୬୦ ଛାତ୍ରୀଛାତ୍ର, ୮ ଶିକ୍ଷକ କ୍ୱାରାଣ୍ଟାଇନ

ଆଟଲାଣ୍ଟା,୯।୮: କରୋନା ଭାରଇରସ ସଂକ୍ରମଣ ଆମେରିକାରେ କମ୍‌ ହୋଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ସେଠାରେ ସ୍କୁଲ ଖୋଲିବାକୁ ବାରଣ କରିଥିଲା। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହାକୁ ବେଖାତିର କରି ସ୍କୁଲ ଖୋଲିବାରୁ ବହୁସଂଖ୍ୟାରେ ଛାତ୍ରୀଛାତ୍ର କରୋନା ଦ୍ୱାରା…

ଓଡ଼ିଶାରେ ୪୫ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୭୩୪, କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୭୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୫୯ ଲୋକାଲ କେସ୍‌ ରହିଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୩୯୯ ଜଣ ନୂଆ ଆକ୍ରାନ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri