କରୋନା ଭାଇରସ୍‌

ଆଜି ଆଉ ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୭୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୪ କରୋନା…

CORONAVIRUS UPDATE: ରାଜ୍ୟରେ ଦିନକରେ ୨୫ଶହ ପାର କଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୨୯ ଜିଲାରୁ ଆଉ ୨୫୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୫୭୪ ଚିହ୍ନଟ…

୧୦ ଲକ୍ଷ ଟପିଲା କରୋନା ପରୀକ୍ଷା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ରାଜ୍ୟରେ କୋଭିଡ୍‌ ଟେଷ୍ଟ ୧୦ ଲକ୍ଷ ଟପିଛି। ଗତ ତିନିଦିନ ହେଲା ରାଜ୍ୟରେ ଦୈନିକ ହାରାହାରି ୫୦ ହଜାର ନମୁନା…

ଚୂଡ଼ାନ୍ତ ବର୍ଷ ପରୀକ୍ଷା ବାତିଲ ମାମଲାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୯ା୮: ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସନ୍ତା ସେପ୍ଟେମ୍ବର ୩୦ସୁଦ୍ଧା ଚୂଡ଼ାନ୍ତ ବର୍ଷର ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ କରାଯାଇଥିବା ଏକାଧିକ ଆବେଦନର ଶୁଣାଣି କରି ରାୟକୁ ମଙ୍ଗଳବାର କୋର୍ଟ ସ୍ଥଗିତ ରଖିଛନ୍ତି। ବିଚାରପତି…

କରୋନା ରିପୋର୍ଟ ନେଗେଟିଭ ଆସିଲା ପରେ ହସ୍ପିଟାଲରେ ନାଚିଲେ ପରିବାରର ୮ ସଦସ୍ୟ

ଭୋପାଳ, ୧୮।୮: ମଧ୍ୟପ୍ରଦେଶ କଟନୀ ଜିଲା ହସ୍ପିଟାଲର କୋଭିଡ୍‌ କେୟାର ସେଣ୍ଟରରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କରୋନା ସଂକ୍ରମିତ ରୋଗୀମାନେ ଓ୍ବାର୍ଡ ମଧ୍ୟରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ନାଚ…

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୫୩୫ କରୋନା ଆକ୍ରାନ୍ତ: ମୋଟ ସଂଖ୍ୟା ୪୫ହଜାର ଟପିଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୨୮୭ଜଣ ଖୋର୍ଦ୍ଧାର ଅଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ର ୧୭୮, ଗଞ୍ଜାମର ୧୫୬, କନ୍ଧମାଳର ୧୦୫, ପୁରୀର ୯୬, କଟକର ୮୪, କୋରାପୁଟର ୭୩, ବରଗଡ଼ର ୭୦, ନୟାଗଡ଼ର ୬୩,…

ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଅନ୍‌ଲାଇନରେ ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା…

କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଏଥିରେ ଶିଶୁ ଓ ବୃଦ୍ଧମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।…

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨ ସରକାରୀ କ୍ୱାରାଣ୍ଟାଇନ, ୧୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଓ ୨୩ ଲୋକାଲ କେସ୍‌ ରହିଛି।…

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ…

ବୈଷ୍ଣୋ ଦେବୀ ମନ୍ଦିରର ୩ ପୂଜାରୀଙ୍କ ସମେତ ୨୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୮: କରୋନା ଭାଇରସ ସଂକ୍ରମଣ ପାଇଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ରବିବାର ଭକ୍ତଙ୍କ ଦର୍ଶନ ପାଇଁ ମା’ ବୈଷ୍ଣୋ ଦେବୀ ମନ୍ଦିର ଖୋଲି ଦିଆଯାଇଥିଲା। କରୋନା ଭାଇରସ ସଂକ୍ରମଣକୁ ନେଇ ମଧ୍ୟ କଡାକଡି ନିୟମ ପାଳନ କରାଯାଇଥିଲା।…

ପ୍ରତି ୨ ସେକେଣ୍ଡରେ ଚିହ୍ନଟ ହେଉଛନ୍ତି ଜଣେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୮: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ ରହୁଛି। ଫଳରେ ପ୍ରତି ୨ ସେକେଣ୍ଡରେ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri