କରୋନା ଭାଇରସ୍‌

ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏହି କ୍ରମରେ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ଇଣ୍ଡିଆ(ଏସ୍‌ଆଇଆଇ)…

କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ,କହିଲେ କେଜରିଓ୍ବାଲ-ଅମରିନ୍ଦର

ନୂଆଦିଲ୍ଲୀ,୧୬।୧: ଭାରତରେ ଶନିବାରଠାରୁ ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସାର୍ବଜନୀକ ଟିକାକରଣକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବାଗତ କରିଛନ୍ତି। କେଜରିଓ୍ବାଲ ଜନସାଧାରଣଙ୍କୁ ଗୁଜବ ପ୍ରତି ଧ୍ୟାନ ନ…

କରୋନା ଭ୍ୟାକ୍ସିନ ଯଦି ସୁରକ୍ଷିତ ତେବେ ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ କରୋନା ମହାମାରୀ ସହ ଲଢିବାକୁ ଶନିବାର ସକାଳୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ ସାମିଲ କରାଯାଇଛି । ତେବେ ଟିକାକରଣ ଆରମ୍ଭରୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।…

ଟିକା ନେଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ଆଜି ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ସେମାନଙ୍କ ସହ କଥା ହେବା ସହ ଶୁଭେଚ୍ଛା ଜଣାଇଛନ୍ତି। ଟିକା ନେଇଥିବାରୁ ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ଟିକାକରଣ…

୪,୮୦୦ରୁ ଅଧିକ ଆଇସ୍‌ କ୍ରିମ୍‌ ବାକ୍ସରେ କରୋନା ଭୂତାଣୁ

ବେଜିଂ,୧୬।୧: କରୋନା ସଂକ୍ରମଣ ନେଇ ଚାଇନାରେ ପୁଣି ଆତଙ୍କ ଦେଖାଦେଇଛି। ଏଠାରେ ୪,୮୩୬ ଆଇସ୍‌ କ୍ରିମ୍‌ ବାକ୍ସ୍‌ରେ କରୋନା ଭୂତାଣୁ ରହିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ତିଆନ୍‌ଜିିନ୍‌ ନଗର ପାଳିକାରେ ଥିବା ତିଆନ୍‌ଜିିନ୍‌…

ଆଜିଠୁ କରୋନା ସହ ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ। ବଡ଼ଧରଣର ପ୍ରସ୍ତୁତି ପରେ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ରାଜ୍ୟରେ ପୂର୍ବରୁ ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ…

ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ ମନିଶ କୁମାର ପ୍ରଥମେ ଟିକା ନେଇଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଏମ୍ସ୍‌ର…

ପ୍ରତୀକ୍ଷାର ଅନ୍ତ ଘଟିଲା, ଆସିଲା କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୬।୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି। ଭାରତରେ ସର୍ବବୃହତ୍‌ ଟିକାକରଣ…

‘ସ୍ପୁଟ୍‌ନିକ୍‌-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧: ଭାରତ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶ ତୁଳନାରେ ବେଶ୍‌ ଆଗୁଆ ରହିଛି। ଦେଶରେ ସାର୍ବଜନୀକ ଭାବେ କୋଭିଶିଲ୍ଡ୍‌ ଏବଂ କୋଭ୍ୟାକ୍ସିନ୍‌ର ଟିକାକରଣ ଆରମ୍ଭ କରାଯାଇଛି। ଇତିମଧ୍ୟରେ ରୁଷ୍‌ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ସ୍ପୁଟନିକ୍‌-ଭିର…

ପଡ଼ୋଶୀଙ୍କୁ ଦିଆଯିବ ୨ କୋଟି ଡୋଜ୍‌

ନୂଆଦିଲ୍ଲୀ, ୧୬।୧: ବିଶ୍ୱର ଅନ୍ୟତମ ସର୍ବାଧିକ ଟିକା ଉତ୍ପାଦନକାରୀ ଭାରତ ଏହାର ପଡୋଶୀ ଦେଶଗୁଡ଼ିକୁ ୨ କୋଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ ଲାଗି ଯୋଜନା କରୁଛି। ଏହା ବ୍ୟତୀତ ବିଶ୍ୱର ବିଭିନ୍ନ ଦେଶକୁ ଟିକା ଯୋଗାଣ ଲାଗି ସରକାର ନୀତି…

ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍‌-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର…

ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri