ରବିବାର ଛାଡ଼ି ସବୁଦିନ ଟିକାକରଣ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବା ନେଇ…
ଆଜି ରାଜ୍ୟରୁ ୬୬ ପଜିଟିଭ୍ ଚିହ୍ନଟ, ବରଗଡ଼ ଆଗରେ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୬୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୨୫୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୯ ଜଣ ଚିହ୍ନଟ…
୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ ରବିବାର ଏହା ୨୬ ହଜାର…
ମହାରାଷ୍ଟ୍ରରେ କରୋନା ବେକାବୁ: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଲା
ମୁମ୍ବାଇ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଗୋଟି, ଦିନରେ ସର୍ବାଧିକ ୧୬ ହଜାର ୬୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ…
କରୋନା ସଂକ୍ରମଣ: ଏବେ ଦୁଇ ନମ୍ବରରେ ବ୍ରାଜିଲ
ବ୍ରାସିଲିୟା,୧୪ ।୩: ପୁଣିଥରେ କିଛି ଦେଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କରିଛି । ବ୍ରାଜିଲରେ ଯେଉଁ ପରିମାଣରେ କରୋନା ବ୍ୟାପୁଛି ତାହା ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରତିଦିନ ଏଠାରୁ ପ୍ରାଖାପାଖି ୭୦ ହଜାରରୁ ଅଧିକ ନୂଆ…
ବଢ଼ିଲା କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୧୪।୩: ଦେଶରେ ପୁଣି କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଚିନ୍ତା ବଢ଼ିବା ସହିତ ପୁଣି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ…
ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ
ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି। ଡେନ୍ମାର୍କ, ନରଓ୍ବେ, ଆଇସଲାଣ୍ଡ, ଥାଇଲାଣ୍ଡ…
ଆଜି ଭୁବନେଶ୍ୱରରୁ ୭ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ…
ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼, କଟକରୁ ସର୍ବାଧିକ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଶନିବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ
ନୂଆଦିଲ୍ଲୀ,୧୩ ।୩: ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ କେଉଁଠି କେଉଁଠି ନାଇଟ୍ କଫ୍ରୁ୍ୟ ବି ଜାରି କରାଗଲାଣି । ଲୋକଙ୍କ ଅସାବଧାନତାକୁ ଦେଖି ସରକାର କିନ୍ତୁ କଡା ହେବାରେ…
କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା
ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ ଚାଲିଛି । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗରେ…
ଉହାନ ଲ୍ୟାବରୁ ଆସିନାହିଁ କରୋନା!
ଜେନେଭା,୧୩ ।୩: କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେବି ସନ୍ଦେହ ଜାରି ରହିଛି । ତେବେ କରୋନା ଭାଇରସ ଚାଇନାର ଉହାନ ଲ୍ୟାବରୁ ଆସିଥିବା କୁହାଯାଉଥିବା ବେଳେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ର କେତେଜଣ ବିଶେଷଜ୍ଞ ଏହାର ସତ୍ୟାସତ୍ୟ ଜାଣିବାକୁ ଚାଇନା…
Archives


