କରୋନା ଭାଇରସ୍‌

ସ୍ଥିତି ଅସମ୍ଭାଳ: ୪ ଦିନରେ ୧୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୪ ଦିନ…

ଅଧିକ ସହାୟତା ପ୍ରତିଶ୍ରୁତି ଦେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌୍‌, ୯ା୫: କରୋନା ମହାମାରୀରେ ଭାରତର ସହାୟତା ପାଇଁ ଆମେରିକା ଜୋ ବାଇଡେନ୍‌ ସରକାର ସଂକଳ୍ପବଦ୍ଧ। ଭାରତର କଲ୍ୟାଣ ଆମେରିକା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକା ଉପରାଷ୍ଟ୍ରପତି କମଲା ହାରସ୍‌ କହିଛନ୍ତି। ଭାରତରେ କରୋନା ତାଣ୍ଡବ ‘ହୃଦୟ ବିଦାରକ’ ବୋଲି…

୯ ଲକ୍ଷ ରୋଗୀଙ୍କୁ ଅକ୍ସିଜେନ ଦିଆଯାଇଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୯।୫(ପି.ଟି.): ଦେଶରେ ୧,୭୦,୮୪୧ କରୋନା ରୋଗୀଙ୍କୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ୯,୦୨,୨୯୧ ଜଣଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶନିବାର କହିଛନ୍ତି। ମନ୍ତ୍ରୀ ଗୋଷ୍ଠୀ ଭର୍ଚୁଆଲ ବୈଠକରେ ମହାମାରୀ ସ୍ଥିତିକୁ ନେଇ ହୋଇଥିବା ଆଲୋଚନାରେ ମନ୍ତ୍ରୀ…

ଆଜି ଆଉ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୮୦କୁ ବୃଦ୍ଧି

ଭୁବନେଶ୍ୱର,୯ା୫(ବ୍ୟୁରୋ): ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଥିବା ବେଳେ ଗତକାଲିଠାରୁ ଆଜି ଅର୍ଥାତ୍‌ ରବିବାର ମୃତ୍ୟୁସଂଖ୍ୟା ମଧ୍ୟ କମିଛି। କରୋନା ରବିବାର ୧୯ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା

ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏପ୍ରିଲ ୧୫ରୁ ମେ ୫ ତାରିଖ ମଧ୍ୟରେ ସେମାନଙ୍କ ମଧ୍ୟରୁ କରୋନାରେ ସଂକ୍ରମିତ ହୋଇ…

ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ, ୯।୫: ଦେଶରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନାରେ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ହେଉନାହିଁ। କୋଭିଡ୍‌ କେୟାର ସେଣ୍ଟରରେ କରୋନା ରୋଗୀଙ୍କୁ ଭର୍ତ୍ତି କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର…

ଆଜି ରାଜ୍ୟରୁ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୧୦୬୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

କୁମ୍ଭମେଳା ପାଇଁ ବଳିପଡ଼ିଥିଲେ ରାଓ୍ବତ

ଡେରାଡୁନ୍‌, ୯ା୫: ଭାରତରେ କରୋନା ବିସ୍ଫୋରଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା କୁମ୍ଭମେଳା ନେଇଥିଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ପଦ। କୋଭିଡ୍‌ କଟକଣା ମଧ୍ୟରେ ହରିଦ୍ୱାରଠାରେ ପ୍ରତୀକାତ୍ମକ ଭାବେ କୁମ୍ଭମେଳା ଆୟୋଜନ କରିବା ନିଷ୍ପତ୍ତି ଭାଜପା ନେତା…

ନିଦରୁ ଉଠ, ସତ କୁହ

ନୂଆଦିଲ୍ଲୀ,୯ା୫: ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି। ବିଶେଷକରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ କୋଭିଡ୍‌-୧୯ ଆକ୍ରାନ୍ତ ଆଖି ବୁଜିଲେ ସେମାନଙ୍କ ପ୍ରକୃତ ସଂଖ୍ୟା ସରକାର ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସିଛି।…

ଓଡ଼ିଶା ଆସିଲା ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୮।୫(ବ୍ୟୁରୋ): ଆମ ରାଜ୍ୟରେ ଶନିବାର ଆଉ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ପହଞ୍ଚିଛି। ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଏହି କୋଭିଶିଲ୍ଡ ଟିକା ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିବା ଅତିରିକ୍ତ ମୁଖ୍ୟ ଶାସନ…

ଟିମ୍‌ ଇଣ୍ଡିଆର ଏହି ଫାଷ୍ଟ୍‌ ବୋଲର୍‌ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୮।୫: ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆଇପିଏଲ୍‌ର ୧୪ତମ ସିଜିନ୍‌ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇଥିଲେ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ୍‌ ଓ୍ବାରିୟର…

କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ ମଧ୍ୟ କରୋନାରେ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଗତବର୍ଷ ନିୟମ ପାଳନ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri