ଏସ୍ପି ନେତା ଆଜମ ଖାଁ ଗୁରୁତର
ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍ପି) ନେତା ତଥା ଏମ୍ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି ଥିବା ବେଳେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…
ଚାଇନା, କରୋନା ଉତ୍ପତ୍ତି ନେଇ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ପୃଥିବୀର ସମସ୍ତ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା। ଏହା ସହିତ ସଂକ୍ରମଣ ସମ୍ପର୍କିତ…
୧ କୋଟି ଡୋଜ୍ ଭାକ୍ସିନ୍ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୨୯।୫: କରୋନା ଟିକା ଅଭାବ ପୂରଣ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ୧ କୋଟି ଡୋଜ୍ ଭାକ୍ସିନ୍ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରାଯାଇଛି। ଜୁନ୍ ୭ ଅପରାହ୍ନ ୫ ସୁଦ୍ଧା ଆଗ୍ରହୀ ଭାକ୍ସିନ୍ ନିର୍ମାତାମାନେ ଆବେଦନ କରିପାରିବେ…
କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ୍ ଆଣ୍ଟୋନି ବ୍ଲିନ୍କେନ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମତପ୍ରକାଶ ପାଇଛି। ଏହି ଅବସରରେ…
ପୁଣି ବିପଦ ମାଡ଼ି ଆସୁଛି: ଭାକ୍ସିନ୍ ନେବା ପରେ ବି ତୃତୀୟ ଲହର ଭୟ…
ଲଣ୍ଡନ,୨୯।୫: ପୁଣି ବିପଦ ମାଡ଼ି ଆସୁଛି। କରୋନାରେ ଦ୍ୱିତୀୟ ଲହର ଯୋଗୁ ପୃଥିବୀରେ ବହୁ ଦେଶରେ ସ୍ଥିତି ଅଣାୟତ୍ତ ହୋଇଛି। ଏବେ ବ୍ରିଟେନ୍ରେ କରୋନା ମହାମାରୀର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେଶରେ ଭାକ୍ସିନ୍ ପ୍ରଦାନ…
କରୋନାରେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ
ଭୁବନେଶ୍ୱର,୨୯।୫(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କ ପରଲୋକ ଘଟିଛି। ଶୁକ୍ରବାର କରୋନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପୁଅ ଚନ୍ଦନ ଦାସ ସୂଚନା…
‘ଡ୍ରାଇଭ୍ ଇନ୍ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ‘ଡ୍ରାଇଭ୍ ଇନ୍ ଭାକ୍ସିନେଶନ୍’ ବା ଗାଡିରେ ଟିକାକରଣ ଚାଲିଛି। ପ୍ରଥମେ ରସୁଲଗଡସ୍ଥିତ ଏସ୍ପ୍ଲାନେଡ୍ ମଲ୍ର ପାର୍କିଂ ସ୍ଥଳରେ ଏହା ଆରମ୍ଭ…
ଦେଢ଼ ମାସରେ ସର୍ବନିମ୍ନ ହେଲା ନୂୂଆ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୩,୬୧୭ ମୃତ…
ନୂଆଦିଲ୍ଲୀ,୨୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଶନିବାର ଗତ ଦେଢ଼ ମାସରେ ନୂୂଆ…
ବଳକା କୋଭାକ୍ସିନ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା ମହଜୁଦ ନ ଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଙ୍କା କରିଛି।…
କୋଭିଡ୍ରେ ଅନାଥ ଶିଶୁଙ୍କୁ ସହାୟତା ଦିଅ
ନୂଆଦିଲ୍ଲୀ, ୨୯।୫: କରୋନା ମହାମାରୀ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଫଳରେ କେତେ ପିଲା ଯେ ସେମାନଙ୍କ ମାଆବାପାଙ୍କୁ ହରାଇ ଅନାଥ ହୋଇଛନ୍ତି, ତାହା କଳ୍ପନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତୁରନ୍ତ ଅନାଥ ଶିଶୁମାନଙ୍କୁ…
ଭାରତର ସମର୍ଥନ, ନିନ୍ଦା କଲା ଚାଇନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୫: ମହାମାରୀ କରୋନା ସଂକ୍ରମଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଘାତକ ଭୂତାଣୁର ଉତ୍ପତ୍ତିକୁ ନେଇ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହାନ୍ତି। ଚାଇନାର ଉହାନ ସହରସ୍ଥିତ ଏକ ଲାବ୍ରୁ ନୋଭେଲ କରୋନା ଭାଇରସ୍ ସୃଷ୍ଟି ହୋଇଥିବା ଅନେକେ…
ମୃତ ଖବରଦାତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ
ଭୁବନେଶ୍ୱର, ୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୩ଜଣ ମୃତ କର୍ମଜୀବୀ ଖବରଦାତାଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୪୫ ଲକ୍ଷ ଟଙ୍କା ପ୍ରଦାନ…
Archives


