ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…
ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ପୃଥିବୀର ମଧ୍ୟ-ପୂର୍ବ ଦେଶ ଗୁଡ଼ିକରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହେଲାଣି ବୋଲି…
ସ୍ଥିତି ଅଣାୟତ୍ତ ଆଶଙ୍କା, ସେପ୍ଟେମ୍ବର ପୂର୍ବରୁ ୧୦ ପ୍ରତିଶତ ଟିକାକରଣ ଅପରିହାର୍ଯ୍ୟ…
ଜେନେଭା,୩୧।୭: କରୋନା ମହାମାରୀ ବିରୋଧରେ ବିଜୟୀ ହେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ନୂଆ ରଣନୀତି ସମ୍ପର୍କରେ ସୂଚନା ଦିଆଯିବା ସହିତ ପୃଥିବୀର ସମସ୍ତ ଦେଶକୁ ଚେତାବନୀ ଦିଆଯାଇଛି। ଚଳିତ ୨୦୨୧ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୦ ପ୍ରତିଶତ ଲୋକଙ୍କର ଟିକାକରଣ…
ଅପରାହ୍ନରେ ଗଣମାଧ୍ୟମ ସମ୍ମିଳନୀ କରିବେ ଏସ୍ଆରସି
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ରବିବାର ସକାଳ ୬ଟାରେ ରାଜ୍ୟରେ ଲାଗୁ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଶିଂକ ଲକ୍ଡାଉନ…
୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…
ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଜଣ ଲୋକଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ଶୁକ୍ରବାର ସନ୍ଧ୍ୟା…
କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଛୁଇଁଲା…
ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହଜାର ୬୪୯ ରେ…
ବୁଦ୍ଧିମତ୍ତା କମାଉଛି କୋଭିଡ୍
ଲଣ୍ଡନ, ୩॥୭: କୋଭିଡ୍ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍ ରୋଗୀଙ୍କର ବୁଦ୍ଧିମତ୍ତା ହ୍ରାସ ପାଉଛି। କୋଭିଡ୍-୧୯ରୁ ଆରୋଗ୍ୟ ହୋଇଥିବା ଲୋକେ ଯୋଜନା ପ୍ରସ୍ତୁତ କରିବା, ସମସ୍ୟା…
ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୫୭୮ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ…
ଅଗଷ୍ଟ ୯ଯାଏ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି। ତେଣୁ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍ଡାଉନ ଅବଧିକୁ…
ପାର୍ଲାମେଣ୍ଟ ଆସୁନାହାନ୍ତି ରାହୁଲ
ନୂଆଦିଲ୍ଲୀ,୩୦।୭: ପାର୍ଲାମେଣ୍ଟରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଲଗାତର ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଯୋଗୁ ଗୃହ ଠିକ୍ ଭାବେ ଚାଲିପାରୁନି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଦିନ ହେଲା ପାର୍ଲାମେଣ୍ଟ ଆସୁ ନ ଥିବା ଜଣାପଡ଼ିଛି। ସୂତ୍ରରୁ ମିଳିଥିବା…
ପ୍ରଥମ ଦେଶ ଭାବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ତୃତୀୟ ଡୋଜ କରୋନା ଟିକା ଦେବ ଇସ୍ରାଏଲ
ଜେରୁଜେଲମ,୩୦ ।୭: କରୋନା ଭାଇରସକୁ ହରାଇବା ପାଇଁ ଏସ୍ରାଏଲ ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଇସ୍ରାଏଲ ସରକାର କରୋନାର ତୃତୀୟ ଡୋଜ ଟିକା ଦେବାକୁ ସ୍ଥିର କରିଛନ୍ତି । ଆସନ୍ତା…
ଅକ୍ଟୋବରରୁ ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା!
ନୂଆଦିଲ୍ଲୀ,୩୦ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ବିଶ୍ୱବାସୀଙ୍କ ପାଇଁ ଆଶାର କିରଣ ହେଉଛି କେବଳ ଟିକା ବା ଭ୍ୟାକ୍ସିନ । ଆମ ଦେଶ ଭ୍ୟାକ୍ସିନ ତିଆରି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କୁ କିପରି…
ଓ୍ବାଶିଂଟନ୍ ଡିସିକୁ ପୁଣି ଫେରିଲା ମାସ୍କ
ଓ୍ବାଶିଂଟନ୍, ୩୦।୭: ଆମେରିକାରେ କରୋନା ପ୍ରକୋପ ପୁଣି ଥରେ ବଢ଼ିବାରେ ଲାଗିଛି। ଲଗାତର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୱାଶିଂଟନ ଡିସିରେ ଜୁଲାଇରେ ଦୈନିକ ମାମଲା ୫ଗୁଣା ଅଧିକ ରହିଛି ବୋଲି ଡିସିର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲାକ୍ୱାନ୍ଦ୍ରା ନେସ୍ବିଟ୍ ସୂଚନା…
Archives


