ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର
ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ ଡୋଜ କରୋନା ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ଆହୁରି ୮ଲକ୍ଷ ୯୯ ହଜାର ୨୬୦…
ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର
ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ…
ଖୁସି ଖବର, କୋଭାକ୍ସିନ୍-କୋଭିଶିଲ୍ଡ ମିଶ୍ରିତ ଡୋଜ୍ ପ୍ରଭାବଶାଳୀ..
ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍…
ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…
ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର…
ବିପଦ ମାଡ଼ି ଆସୁଛି, ଏନ୍ତୁଡ଼ିଶାଳକୁ ପୁଣି ଫେରିଲା କରୋନା…
ବେଜିଂ,୮।୮: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ହୁବେଇ ପ୍ରଦେଶର ଉହାନ୍ ସହରରେ ସଙ୍କଟ ସୃଷ୍ଟି ହୋଇଛି। ଏଠାକୁ ପୁଣି କରୋନା ଫେରିଛି। ସହରରେ କେରାନା ସଂକ୍ରମଣ ଆରମ୍ଭ ହେବାରୁ ସୁରକ୍ଷା ଦୃଷ୍ଟିରୁ ଇତିମଧ୍ୟରେ କୋଟିଏରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା…
ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧି
ଲଣ୍ଡନ,୭ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଜଣେ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ବି ବୋରିସ ଜନସନ ନିଜକୁ ଆଇସୋଲେଟ କରିବାକୁ ମନା କରିଦେଇଛନ୍ତି । ଜନସନଙ୍କ ଏହି ନିଷ୍ପତ୍ତି ପରେ ବିରୋଧି ଶନିବାର ହଙ୍ଗାମା କରିଛନ୍ତି…
ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ
ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍ ଭ୍ୟାକ୍ସିନ । ଏହି ଭ୍ୟାକ୍ସିନ ଡେଲ୍ଟା ଭାରିଏଣ୍ଟ…
ଜନ୍ସନ୍ ଆଣ୍ଡ ଜନ୍ସନ୍କୁ ସିଙ୍ଗଲ ଡୋଜ ଭ୍ୟାକ୍ସିନ୍ ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ,୭।୮: ଜନ୍ସନ୍ ଆଣ୍ଡ ଜନ୍ସନ୍କୁ ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଟିକା କ୍ଷେତ୍ରରେ ବିସ୍ତାର କରି…
ଭାକ୍ସିନ୍, ମାସ୍କ ସହ ଗଣେଶ
ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି କ୍ରମରେ ଏକ ସ୍ବତନ୍ତ୍ର ଧରଣର ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟର…
ମାନବ ସମାଜ ଉପରେ ଆସିଛି ମହାମାରୀ ସଙ୍କଟ, ତେବେ ବି ଭାରତ ଆତ୍ମନିର୍ଭରଶୀଳ, କହିଲେ ମୋଦି…
ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିରେ ଏହି ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ…
୪୦ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର…
୨୦୩ ଦିନରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟିକା…
ନୂଆଦିଲ୍ଲୀ,୭।୮: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନରେ ଇତି ମଧ୍ୟରେ ୫୦ କୋଟି ଲୋକଙ୍କୁ ଡୋଜ୍ ପ୍ରଦାନ କରାଯାଇଛି। ଏଥି ଲାଗି ୨୦୩ ଦିନ ସମୟ ଲାଗିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶୁକ୍ରବାର ସୁଦ୍ଧା…
Archives


