କରୋନା ଭାଇରସ୍‌

ଆଜିଠୁ ଅଫିସ ଆସିବେ ସବୁ ସରକାରୀ କର୍ମଚାରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କର୍ମଚାରୀମାନଙ୍କ ଅଫିସ ଆସିବା ଉପରେ ସରକାର କଟକଣା ଲଗାଇଥିଲେ। ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର…

6 years ago

ଓଡ଼ିଶା ଆସିଲାଣି ୬୪ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌: ଆଜି ଭବାନୀପାଟଣାରେ ପହଞ୍ଚିବ ଗୁଜରାଟ ଟ୍ରେନ୍‌

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଓଡ଼ିଶା ଫେରାଇ ଅଣାଯାଉଛି। ୧୮ ତାରିଖ ସୁଦ୍ଧା ମୋଟ…

6 years ago

କ୍ୱାରାଣ୍ଟାଇନ୍‌ ପାଉଣାରୁ କଟିବ ଟିକେଟ ଖର୍ଚ୍ଚ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ବାହାରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ…

6 years ago

ଟ୍ରମ୍ପ୍‌ଙ୍କ ଧମକ: ଚାଇନା ହାତରେ କଣ୍ଢେଇ ସାଜିଛି ଡବ୍ଲ୍ୟୁଏଚ୍‌ଓ, ୩୦ ଦିନରେ ସୁଧାର ନ ଆସିଲେ ଫଣ୍ଡିଂ ହେବ ବନ୍ଦ

ଓ୍ବାଶିଂଟନ,୧୯।୫: କରୋନା ସଂକ୍ରମଣ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)କୁ ଧମକ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ସାଜିଛି। କରୋନା ସଂକ୍ରମଣର…

6 years ago

କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ

ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ ଥାନା,…

6 years ago

୬୪ ଦିନରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ: ଅନ୍ୟ ଦେଶ ତୁଳନାରେ ସ୍ଥିତି ନିୟନ୍ତ୍ରଣରେ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। କରୋନା ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥିତି ପୃଥିବୀର ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି।…

6 years ago

ବିଏମ୍‌ସି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ନିୟମ…

6 years ago

ଧରିତ୍ରୀ ପ୍ରଭାବ: ବିନାନୁମତିରେ ଖୋଲାଥିବା ଦୋକାନ ବନ୍ଦ ହେଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ ଜାରି ରହିଥିବାବେଳେ ମାର୍କେଟ, କମ୍ପ୍ଲେସ ଓ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। ହେଲେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀମାନେ ରବିବାର ଦୋକାନ ଖୋଲିଥିଲେ।…

6 years ago

କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର ସୁଦ୍ଧା…

6 years ago

ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ

ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ…

6 years ago