ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ…
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୧୩୬୪ରେ ପହଞ୍ଚିଛି। ଏ ନେଇ…
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ…
ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ…
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜଧାନୀରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୬୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୦ ଜଣ…
ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍ଲକ୍-୬.୦ ଜାରି ରହିଥିବା ବେଳେ…
ନୂଆଦିଲ୍ଲୀ,୩ ।୧୧: କରୋନା ଭାଇରସ ସଂକ୍ରମଣ କାରଣରୁ ବିଶ୍ୱ ଏକ ପ୍ରକାର ସଂଘର୍ଷ କରି ଚାଲିଛି । ଅନେକ ଲୋକ ଏକ ପ୍ରକାର ଏହି ସମୟରେ ରୋଜଗାର…
ନୂଆଦିଲ୍ଲୀ,୩।୧୧: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ଯେ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ କୌଣସି ଔଷଧ ବା ଟିକା ଆସିନାହିଁ ସେଯାଏଁ ଅବହେଳାର…
ଜେନେଭା/ନୂଆଦିଲ୍ଲୀ,୩।୧୧: କରୋନା ମହାମାରୀର ଫାଇଦା ନେଇ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ରଚିଛି। ଜାତିସଂଘରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି।…
ନୂଆଦିଲ୍ଲୀ,୩।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କ ନୂଆଦିଲ୍ଲୀରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ…