ବାଣିଜ୍ୟ

୧୪ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ,୭-୧୦:ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ବଜେଟ ପ୍ରକ୍ରିୟା ଚଳିତ ମାସ ୧୪ରୁ ଆରମ୍ଭ ହେବ। ସରକାରଙ୍କ ରାଜସ୍ବରେ ହ୍ରାସ, ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଅଭିବୃଦ୍ଧି ଏବଂ ମାନ୍ଦାବସ୍ଥା ଭଳି ଜଟିଳ ପ୍ରସଙ୍ଗ ଚଳିତ ବର୍ଷ କେନ୍ଦ୍ର…

ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ଆଉ ସାମ୍ନା ସାମ୍ନି ହେବାକୁ ପଡିବ ନାହିଁ। ଉକ୍ତ ସେଣ୍ଟର ଦ୍ୱାରା ଟିକସଦାତାଙ୍କ…

ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ ବଜାର ସାମ୍ନା କରିିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ତ୍ରୈମାସିକ ସର୍ଭେରେ ଏହା…

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ ଡିଲ ଏବଂ ଅଫର ଲାଭ କରିପାରିବେ। ରିଲାଏନ୍ସ ଡିଜିଟାଲ ଏବଂ ମାଇଁ ଜିଓ ଷ୍ଟୋରରେ…

ପାନାସୋନିକର ଡ୍ରିମ୍‌ ମୋର ସେଲିବ୍ରେଟ ମୋର୍‌

ଭୁବନେଶ୍ୱର,୬-୧୦: ପାର୍ବଣ ଉପଲକ୍ଷେ ପାନାସୋନିକ ପକ୍ଷରୁ ଡ୍ରିମ ମୋର ସେଲିବ୍ରେଟ ମୋର ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ପାନାସୋନିକ ପ୍ରଡକ୍ଟ କ୍ରୟରେ ଆବର୍ଷଣୀୟ ଅଫର ଲାଭ କରିପାରିବେ। ଗ୍ରାହକ ସୁଲଭରେ କଞ୍ଜ୍ୟୁମର ଡ୍ୟୁରେବୁଲ୍ସ ଘରକୁ ନେଇ ପାରିବେ ବୋଲି…

୧୭ ଯାଏ ରିମାଣ୍ଡରେ ରହିବେ ପିଏମ୍‌ସି ପୂର୍ବତନ ଏମ୍‌ଡି

ମୁମ୍ବାଇ,୬-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କର ପୂର୍ବତନ ଏମ୍‌ଡି ଜୟ ଥୋମାସଙ୍କୁ ଚଳିତ ମାସ ୧୭ ଯାଏ ପୋଲିସ ହାଜତରେ ରଖିବ। ୪,୩୫୫ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଥୋମାସଙ୍କୁ ଶନିବାର ରିମାଣ୍ଡରେ ରଖିବ ବୋଲି ସୂଚନା…

ନୂଆ ପୁଞ୍ଜି ପ୍ରତ୍ୟାହାର ଧାରାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୬-୧୦: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପୁଞ୍ଜି ପ୍ରତ୍ୟାହାରକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନୂଆ ଷ୍ଟ୍ରାଟେଜିକ ଧାରାକୁ ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ…

ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ମିଳିବ ପ୍ରୋତ୍ସାହନ

ମୁମ୍ବାଇ,୬-୧୦: ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଶନିବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ନିର୍ମାଣକୁ ରିଜର୍ଭ ବ୍ୟାଙ୍କ ଆସେପଟାନ୍ସ ଡେଭଲପମେଣ୍ଟ ଫଣ୍ଡ ଦ୍ୱାରା ଉତ୍ସାହିତ କରିବ। ସାରା ଦେଶରେ ବର୍ତ୍ତମାନ ୪୨ ଲକ୍ଷ…

ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ

ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା ଲାଗି କମ୍ପାନୀ ଆଇନର କାର୍ଯ୍ୟାନ୍ବୟନ ଜରୁରୀ ବୋଲି ସେ କହିଛନ୍ତି। ଏହି ଦିଗକୁ କିଭଳି…

ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ:ଧର୍ମେନ୍ଦ୍ର

ଭୁବନେଶ୍ୱର,୫-୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ ରାଜ୍ୟରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏସ୍‌ଏଚ୍‌ଜିଗୁଡିକୁ ଏହାର…

ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଶକ୍ତିକାନ୍ତଙ୍କ ପରାମର୍ଶ; ଭୟଭୀତ ହେବାର ଆବଶ୍ୟକତା ନାହିଁ

ମୁମ୍ବାଇ,୫-୧୦: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ଉପୁଜୁଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କଗଭର୍ନର ନିଜର ପ୍ରତିକ୍ରିୟା ରଖିଛନ୍ତି। ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଶୁକ୍ରବାର କହିଛନ୍ତି।…

ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

  ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?