ଜାନୁୟାରୀରେ ୧୦ ଦିନ ବ୍ୟାଙ୍କ ଛୁଟି
ନୂଆଦିଲ୍ଲୀ,୧-୧: ୨୦୨୦ ଜାନୁୟାରୀରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ୨୦୨୦ ପ୍ରଥମ ମାସରେ ବିଭିନ୍ନ ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି। ପହିଲା ଦିନ ସାରା…
ଅର୍ଥ ସଙ୍କଟରେ ଏୟାର ଇଣ୍ଡିଆ:ବିଡର ନ ମିଳିଲେ ୬ ମାସରେ ବନ୍ଦ ହୋଇଯିବ
ନୂଆଦିଲ୍ଲୀ,୩୧-୧୨: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ଯଦି ବିଡର ନ ମିଳନ୍ତି ତେବେ ଆଗାମୀ ୬ ମାସ ମଧ୍ୟରେ ଏହା ବନ୍ଦ ହେବାର ଆଶଙ୍କା ଉପୁଜିଛି। ବିମାନ କମ୍ପାନୀକୁ ଯୋଗାଡ ଦ୍ୱାରା ବେଶିଦିନ ଧରି ଚଳାଇ ରଖିବା କଷ୍ଟକର। ଯଦି…
ନୀତି ଆୟୋଗର ଏସ୍ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା
ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବିହାରର ପ୍ରଦର୍ଶନ ଅତ୍ୟନ୍ତ ନିକୃଷ୍ଟ ରହିଥିବା ଜଣାପଡିଛି। ଏହି ରିପୋର୍ଟରେ ସାମାଜିକ,…
ଋଣ ଉପରେ ସୁଧହାର କମାଇଲା ଏସ୍ବିଆଇ
ନୂଆଦିଲ୍ଲୀ,୩୧-୧୨: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ସୋମବାର ଏକ୍ସଟରନାଲ ବେଞ୍ଚମାର୍କ ଭିତ୍ତିକ ରେଟ ବା ଋଣ ଉପରେ ସୁଧହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରିଛି। ଏହା ଦ୍ୱାରା ବ୍ୟାଙ୍କର ସୁଧହାର ୮.୦୫%ରୁ ୭.୮୦%କୁ ହ୍ରାସ ଘଟିଛି। ଜାନୁୟାରୀ ପହିଲାଠାରୁ…
ପାନ୍-ଆଧାର ଲିଙ୍କ୍ ଅବଧି ୩୧ ମାର୍ଚ୍ଚ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୩୧-୧୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍) ସହ ଆଧାର ଲିଙ୍କ୍ କରାଇବାର ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆସନ୍ତା ମାର୍ଚ୍ଚ ୩୧ ଯାଏ ବଢାଇ ଦେଇଛି। ପୂର୍ବରୁ ପାନ୍-ଆଧାର ଲିଙ୍କ୍ ଲାଗି ଧାର୍ଯ୍ୟ ସମୟ ସୀମା ଚଳିତ ମାସ…
ଶିଳ୍ପ ଜଗତର ଆଶା;୨୦୨୦ରେ ଅର୍ଥ ବ୍ୟବସ୍ଥାରେ ଆସିପାରେ ସୁଧାର
ନୂଆଦିଲ୍ଲୀ,୩୦-୧୨: ୨୦୨୦ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିପାରେ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସହ ବିଶ୍ୱ ସ୍ତରର ବାଣିଜ୍ୟ ସମସ୍ୟା ସମାଧାନ ହେବାର ଆଶା ରହିଥିବାରୁ ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି…
ଖୋଲିବ ୭୦୦ ନୂଆ ଆଧାର ସେବା କେନ୍ଦ୍ର
ନୂଆଦିଲ୍ଲୀ,୩୦-୧୨: ଆଧାର ସେବା ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ସାରା ଦେଶରେ କମନ ସର୍ଭିସ ସେଣ୍ଟର (ସିଏସ୍ସି) ପକ୍ଷରୁ ୭୦୦ ନୂଆ ଆଧାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସେଣ୍ଟରଗୁଡିକ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଖୋଲିବ। ଆଧାର…
୨୬୧୩ କୋଟି ନିବେଶ କଲେ ଏଫ୍ପିଆଇ
ନୂଆଦିଲ୍ଲୀ,୩୦-୧୨: ଦେଶର ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍ପିଆଇ) ମାନେ ଡିସେମ୍ବରରେ ୨୬୧୩ କୋଟି ଟଙ୍କାର ନିବେଶ କରିଛନ୍ତି। କର୍ପୋରେଟଗୁଡିକର ଲାଭ ଆଶା ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ନିବେଶକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଷ୍ଟକ ବଜାର ଡିପୋଜିଟୋରୀ ଡାଟା…
୨୦୨୬ ସୁଦ୍ଧା ଭାରତ ହୋଇପାରେ ୪ର୍ଥ ବୃହତ୍ ଅର୍ଥନୀତି
ନୂଆଦିଲ୍ଲୀ,୩୦-୧୨: ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ୪ର୍ଥ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିଭଳି ୨୦୩୪ ସୁଦ୍ଧା ଏହା ଜାପାନକୁ ଟପି ଭାରତ ବିଶ୍ୱର ୩ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାର ସମ୍ଭାବନା ରହିଥିବା ଇଂଲଣ୍ଡ ଭିତ୍ତିକ ସେଣ୍ଟର ଫର…
ଭାରତ ପ୍ରତି ମୁହଁ ମୋଡୁଛନ୍ତି ନିବେଶକ
ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ ଅଟକିଛି। ସରକାରଙ୍କ ଫୋକସ ଏବେ ରାଜନୈତିକ ପ୍ରସଙ୍ଗ ଉପରକୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ…
ଶକ୍ତି ବିତରଣ କମ୍ପାନୀଙ୍କ୨୭ ହଜାର କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ,୩୦-୧୨: ଦେଶର ବିଦ୍ୟୁତ ବିତରଣ କରୁଥିବା କମ୍ପାନୀଗୁଡିକ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୭,୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଶକ୍ତି ମନ୍ତ୍ରୀ ଆର୍.କେ. ସିହ୍ନା କହିଛନ୍ତି। ବିଦ୍ୟୁତ ଶକ୍ତି ବିତରଣ ଏବଂ ବଣ୍ଟନ ବ୍ୟବସ୍ଥାରେ କମ୍ପାନୀଗୁଡିକ ସହୁଥିବା କ୍ଷତିକୁ କମାଇବା ୧୫%କୁ…
୧୦୦ ରୁଟ୍ରେ ଗଡିବ ୧୫୦ ପ୍ରାଇଭେଟ ଟ୍ରେନ
ନୂଆଦିଲ୍ଲୀ,୩୦-୧୨: ଦେଶର ୧୦୦ ରୁଟ୍ରେ ୧୫୦ ଘରୋଇ ଟ୍ରେନ ଗଡିବ। ଏଥି ଲାଗି ଆସନ୍ତା ମାସରେ ବିଡ୍ ଆହ୍ବାନ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ରୁଟଗୁଡିକ ମଧ୍ୟରେ ଭୁବନେଶ୍ୱର ଏବଂ କଲିକତା ରୁଟ ମଧ୍ୟ…

