ବାଣିଜ୍ୟ

୨୦୨୦ରେ ସବୁ ସମାସ୍ୟାର ସମାଧାନ:ସାହାରା ମୁଖ୍ୟ

ନୂଆଦିଲ୍ଲୀ,୧୩-୨: ୨୦୨୦ରେ ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆଶାବାଦୀ ରହିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨ ବୃହତ୍‌ ବିଦେଶୀ ନିବେଶକ ସାହାରର ରିୟଲ ଇଷ୍ଟେଟ ଏବଂ ସହର ବିକାଶ ପ୍ରକଳ୍ପରେ…

ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ

ନୂଆଦିଲ୍ଲୀ,୧୩-୨: ଗତ ଡିସେମ୍ବର ମାସରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ ଘଟିଛି। ମାନୁଫାକଚରିଂ କ୍ଷେତ୍ରରେ ହ୍ରାସ ଯୋଗୁ ଏହା ହୋଇଥିବା ସରକାରୀ ଡାଟାରୁ ଜଣାପଡିଛି। ୨୦୧୮ ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ (ଆଇଆଇପି) ୨.୫% ଅଭିବୃଦ୍ଧି ହୋଇଥିଲା। ଜାତୀୟ ପରିସଂଖ୍ୟାନ…

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି। ଏଠାକାର ଶତକଡ଼ା ୭୦ ଭାଗ ବ୍ୟବସାୟ ଷ୍ଟିଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ।…

ଏଲ୍‌ପିଜି ସିଲିଣ୍ଡର ୧୪୪.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୧୩ା୨: ରନ୍ଧନ ଗ୍ୟାସ ଏଲ୍‌ପିଜି ମୂଲ୍ୟରେ ବୁଧବାର ୧୪୪.୫ ଟଙ୍କା ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ଏହାର ପ୍ରଭାବ ଦେଖାଯାଇଛି। ପୂର୍ବରୁ ୧୪.୨ ଲିଟର ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କା ପଡୁଥିବାବେଳେ ଏହା ବର୍ତ୍ତମାନ ୮୫୮.୫୦…

ଜିଏସ୍‌ଟି ପୋର୍ଟାଲ ଅସୁବିଧା ଦୂର କର:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨-୨: ଜିଏସ୍‌ଟି ପୋର୍ଟାଲରେ ରହିଥିବା ବିଭିନ୍ନ ଟେକ୍ନୋଲୋଜି ଜନିତ ଅସୁବିଧା ଦୂର କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି ସଂକ୍ରାନ୍ତ ପିଟିଶନର ଶୁଣାଣି କରି ଜଷ୍ଟିସ ଆର୍‌ .ଏଫ୍‌. ନରିମାନ ଏବଂ ଜଷ୍ଟିସ ରବିନ୍ଦର ଏସ୍‌.ଭଟ୍ଟଙ୍କ…

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଧାର୍ଯ୍ୟ ସମୟରେ ଋଣ ପରିଶୋଧ କରିବା ଉପରେ ସମସ୍ତ ଚାଷୀଙ୍କୁ ସର୍ବାଧିକ ୪…

ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ

ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଅର୍ଥ ବ୍ୟବସ୍ଥା ଅଜ୍ଞ…

ଟ୍ରାଫିକ ନିୟମ ଉଲ୍ଲଙ୍ଘନ: ଚାଲାଣ ଦେୟ ଜମା ସମୟ ବଢ଼ିପାରେ

ନୂଆଦିଲ୍ଲୀ,୧୨-୨: ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ଯୋଜନା ରଖିଛନ୍ତି। ଟ୍ରାଫିକ ଏବଂ ପରିବହନ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଚାଲାଣ ଜମା କରିବା ସମୟକୁ ଏଥିରେ ବଢାଯାଇ ୬୦ ଦିନ କରାଯାଇପାରେ ବୋଲି କୁହାଯାଉଛି। ଏହି ସମୟ ସୀମା ମଧ୍ୟରେ…

ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ଥିତି ବହୁତ ଖରାପ ହୋଇଛି। କେତେକେ…

ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ କୁହାଯାଇଛି। ଗତ…

ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା:ଚିଦାମ୍ବରମ

ନୂଆଦିଲ୍ଲୀ,୧୧-୨: ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି। ଏବେ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଆସିଥିବା ବେଳେ…

ଓଏନ୍‌ଜିସି ସର୍ବାଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୧୧-୨: ଓଏନ୍‌ଜିସି, ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଏବଂ ଏନ୍‌ଟିପିସି ୨୦୧୮-୧୯ର ସବୁଠାରୁ ଅଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇପାରିଛନ୍ତି। ଏହାବାଦ ବିଏସ୍‌ଏନ୍‌ଏଲ୍‌, ଏୟାର ଇଣ୍ଡିଆ, ଏମ୍‌ଟିଏନ୍‌ଏଲ୍‌ ସର୍ବାଧିକ କ୍ଷତି ସହିଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ତାଲିକାରେ ଅଛନ୍ତି। ଏହି କମ୍ପାନୀଗୁଡିକ ଲଗାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?