ବାଣିଜ୍ୟ

ଆର୍‌କମ୍‌ ରିଜଲ୍ୟୁଶନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୫-୩: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌)ର ଦେବାଳିଆ ସମାଧାନ ଯୋଜନାକୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ୨୩ ହଜାର କୋଟି ଫେରିପାଇବାକୁ ଆଶା ରଖିଥିବା ପ୍ରକ୍ରିୟା ସହ…

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିମାନ କମ୍ପାନୀରେ ନନ୍‌ ରେସିଡେଣ୍ଟ ଇଣ୍ଡିଆନ(ଏନ୍‌ ଆରଆଇ)…

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ ଦିନରେ ଚିନି ଦାମ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି। ଭାରତୀୟ ଚିନିକଳ ସଂଗଠନ ପକ୍ଷରୁ…

ଅଟୋ ଶିଳ୍ପ ଉପରେ କରୋନା ପ୍ରଭାବ: କାର୍‌ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨।୩: କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ କାରବାରରେ ସଙ୍କଟ ଦେଖାଦେଇଛି। କରୋନାର ପ୍ରଭାବ ଭାରତୀୟ ଅଟୋ ଶିଳ୍ପ…

ଜିଏସ୍‌ଟିରେ ଆସିବ ଲଟେରି ବ୍ୟବସ୍ଥା

ନୂଆଦିଲ୍ଲୀ, ୨-୩: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ବିଜନେସ ଟୁ କଷ୍ଟମର ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନୂଆ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ସରକାର ବିଜନେସ ଟୁ କଷ୍ଟମର (ବି ଟୁ ସି) ଇନଭଏସ୍‌…

ଅଣ ସବ୍‌ସିଡି ଏଲ୍‌ପିଜି ଦର ୫୩ ଟଙ୍କା କମିଲା

ନୂଆଦିଲ୍ଲୀ, ୨-୩: ଅଣ ସବ୍‌ସିଡି ଏଲପିଜି ଗ୍ୟାସର ସିଲିଣ୍ଡର ପିଛା ମୂଲ୍ୟ ରବିବାର ୫୩ ଟଙ୍କା ହ୍ରାସ ଘଟିଛି। ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଏହା ୫୩ ଟଙ୍କା କମିଥିବା ବେଳେ ୧୯ କିଲୋ…

ଇପିଏଫ୍‌ ସୁଧ ହାର ୮.୬୫ ପ୍ରତିଶତ ହେବା ସମ୍ଭାବନା: ମାର୍ଚ୍ଚ ୫ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ଏନେଇ ନିଷ୍ପତ୍ତି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ)ର କେନ୍ଦ୍ରୀୟ ନ୍ୟାସୀ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ, ୧୧ରେ ଖୋଲା ରହିବ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଛି ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ। ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ବ୍ୟାଙ୍କ ଧର୍ମଘଟ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ଏହା ଅନିର୍ଦ୍ଧିଷ୍ଟ କାଳ ପାଇଁ…

ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି…

ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଦେଶର ଅର୍ଥନୀତି ବିଗିଡିବାରେ ଲାଗିଛି। ଯଦି ସରକାର ଦେଶର…

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା ବେଳେ ୯ ଓ ୧୦ ଦୋଳପୂର୍ଣ୍ଣିମା, ହୋଲି ପାଇଁ ଛୁଟି ରହିବ। ସେହିଭଳି ୧୧ରୁ…

ଭାରତୀୟ ହେଲେ ୟାହୁର ନିର୍ଦ୍ଦେଶକ

ଓ୍ବାଶିଂଟନ,୨୯।୨: ଆମେରିକାର ସିଲିକନ ଭ୍ୟାଲି ସ୍ଥିତ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଗୋରଖପୁରର ସାହବଗଞ୍ଜ୍‌ ବାସିନ୍ଦା ଲାଲ୍‌ ମୋହିତ ଗୋଏଙ୍କା। ମୋହିତଙ୍କ ଏହି ସଫଳତା ନେଇ ପିତା କିଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?