ବାଣିଜ୍ୟ

ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ରୁକୋ କାର୍ଯ୍ୟକ୍ରମ

ଭୁବନେଶ୍ୱର,୪-୧୦: ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ୧୦୦ ସହରରେ ରନ୍ଧନ ତୈଳର ପୁନଃବ୍ୟବହାର ଲାଗି ସଚେତନତା କାର୍ଯ୍ୟକ୍ରମ ରୁକୋ ଶୁଭାରମ୍ଭ ହୋଇଛି। ୧୦୦୦ଟି ଭ୍ୟାନ ମାଧ୍ୟମରେ ଏହାକୁ ଆରମ୍ଭ କରାଯାଇଛି। ତୈଳ ଶିଳ୍ପର ରାଜ୍ୟ...

୧୫ ମାସରେ କାର୍ଯ୍ୟକ୍ଷମ ହେବ ଶ୍ରୀମଲାନୀର ନୂଆ ଫୋମ୍‌ସ ୟୁନିଟ

ଭୁବନେଶ୍ୱର,୪-୧୦(ବ୍ୟୁରୋ) : ଶ୍ରୀ ମଲାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଫୋମ୍‌ସ ୟୁନିଟ୍‌ ଖୋର୍ଦ୍ଧା ନିକଟସ୍ଥ ଜୟମଙ୍ଗଳଠାରେ ସ୍ଥାପନ କରାଯିବ। ଗ୍ରୁପର ପ୍ରମୁଖ ବ୍ରାଣ୍ଡ ସେଞ୍ଚୁରୀର ଏକ ମ୍ୟାଟ୍ରେସ ମାନୁଫାକଚରିଂ ୟୁନିଟ ଖୋର୍ଦ୍ଧାଠାରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ବେଳେ ନୂଆ ୟୁନିଟ...

ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇପାରିବେ। ଏହାବାଦ ପ୍ରତି କ୍ରୟ ଉପରେ ଫ୍ରି ଗିଫ୍ଟ ବ୍ୟବସ୍ଥା...

ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି ୟୁଏସ୍‌-ଚାଇନା ଟ୍ରେଡ୍‌ ଓ୍ବାର

ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଏବଂ ଚାଇନା ମଧ୍ୟରେ ଉପୁଜିଥିବା ବାଣିଜ୍ୟ ଯୁଦ୍ଧ ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ଏହା ଲାଗି ରହିଲେ ଆଗାମୀ ଦିନରେ ସାରା ବିଶ୍ୱର ଯୋଗାଣ ଚେନ୍‌ ଆହୁରି କ୍ଷତିଗ୍ରସ୍ତ ହେବା ସହ ବିଶ୍ୱ ବଜାର ଏହା...

ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର ମହାରାଷ୍ଟ୍ରର ଲାସାଲଗାଁରେ ୩୦ ଟଙ୍କାରୁ ନିମ୍ନ ସ୍ତରକୁ ଖସିଛି। ଅପରପକ୍ଷରେ ସାରା ଦେଶରେ...

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ନୂଆଦିଲ୍ଲୀ,୪-୧୦: ଦିଲ୍ଲୀ-କତ୍ରା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ,କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଏହାର ଉନ୍ମୋଚନ କରିଛନ୍ତି। ଟ୍ରେନଟିର ଘଣ୍ଟାପ୍ରତି ବେଗ ୧୩୦ କିମି ରହିଛି।...

ଆଜିଠାରୁ ୨୫୦ ଜିଲାରେ ବ୍ୟାଙ୍କଗୁଡିକର ଋଣମେଳା

ନୂଆଦିଲ୍ଲୀ,୩-୧୦: ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଗୁରୁବାରଠାରୁ ଦେଶର ୨୫୦ ଜିଲାରେ ଋଣ ମେଳା ଆୟୋଜନ କରାଯାଉଛି। ପାର୍ବଣ ସମୟରେ ଋଣ ଯୋଗାଣ ଲକ୍ଷ୍ୟରେ ଏଭଳି ମେଳା ଦ୍ୱାରା ଗ୍ରାହକଙ୍କ ସହ ସମ୍ପର୍କ ଯୋଡିବାକୁ ବ୍ୟାଙ୍କଗୁଡିକ ଯୋଜନା ରଖିଛନ୍ତି। କେବଳ ରାଷ୍ଟ୍ରାୟତ୍ତ...

ପିଏମ୍‌ସି ମାମଲାରେ ଯାଞ୍ଚ ହେବ ଅଡିଟରଙ୍କ ଭୂମିକା

ନୂଆଦିଲ୍ଲୀ,୩-୧୦: ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଅଡିଟରଙ୍କ ଭୂମିକା ଯାଞ୍ଚ ହେବ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟସର ସର୍ବୋଚ୍ଚ ସଂସ୍ଥା ଆଇସିଏଆଇ ଅଡିଟରଙ୍କ ଭୂମିକା ଠକେଇରେ ରହିଛି କି ନା ତାର ତର୍ଜମା କରିବ। ଆଇସିଏଆଇ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ...

ଲଳିତ ମୋଦିଙ୍କ ସ୍ବିସ ବ୍ୟାଙ୍କ ତଥ୍ୟ ମାଗିଲେ ସରକାର

ନୂଆଦିଲ୍ଲୀ,୩-୧୦: କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ମୁତାବକ ସରକାର ପୂର୍ବତନ ଆଇପିଏଲ୍‌ କମିଶନର ଲଳିତ ମୋଦି ଏବଂ ତାଙ୍କ ସ୍ତ୍ରୀ ମୀନଲଙ୍କ ସ୍ବିସ ବ୍ୟାଙ୍କରେ ଜମା ତଥ୍ୟ ସେଠାକାର କତ୍ତୃପକ୍ଷଙ୍କୁ ମାଗିଥିଲେ। ଭାରତର ଅନୁରୋଧ ପରେ ସୁଇଜରଲାଣ୍ଡ ପକ୍ଷରୁ ଲଳିତ ମୋଦି...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ ଟିକସଦାତା ଏଭଳି ରିଟର୍ନ ଫାଇଲ କରିପାରିବେ। ଏକ ନିର୍ଦ୍ଧାରିତ ନମ୍ବରକୁ ଏସ୍‌ଏମ୍‌ଏସ୍‌ ପଠାଇ...

ନିଲାମ ହେବ ରାଜ୍ୟର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩-୧୦: ରାଜ୍ୟର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବ୍ଲକଗୁଡିକରେ ୧୪୮.୦୧୧ ନିୟୁତ ଟନ୍‌ ଖଣିଜ ସମ୍ପଦ...

ମିଶନ ଜିରୋ-ଏଫ୍‌କୁ ଖିମଜୀର ୧୫ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୨-୯: ପ୍ରମୁଖ ଜୁଏଲେରୀ ଚେନ୍‌ ଷ୍ଟୋର ଖୀମଜି ଜୁଏଲର୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଖୀମଜିର ନିର୍ଦ୍ଦେଶକ ମିତେଶ ଖୀମଜି ଏଥି ସଂକ୍ରାନ୍ତ ଅର୍ଥରାଶିକୁ କଟକ ଜିଲାପାଳଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri