ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମସ୍କ ସମ୍ପ୍ରତି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Xକୁ ତାଙ୍କ…
ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା
୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ ସେ ଚାକିରି କରନ୍ତୁ। ସେ ସେପରି ମଧ୍ୟ କରିଥିଲେ। ମାତ୍ର ଉଦ୍ୟୋଗୀଭାବେ ନିଜକୁ ପ୍ରତିଷ୍ଠିତ…
Air Cooler: କୁଲର୍ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ ହୋଇଗଲାଣି। ଯଦି ଆପଣ ମଧ୍ୟ ଏକ ନୂତନ କୁଲର କିଣିବାକୁ ଭାବୁଛନ୍ତି, ତା’ ପୂର୍ବରୁ…
ଧନୀ କରିଦେବ ଏହି ସରକାରୀ ଯୋଜନା, ମାତ୍ର ଏତିକି ଟଙ୍କା ଜମା କଲେ ହୋଇଯିବେ କୋଟିପତି
ନୂଆଦିଲ୍ଲୀ,୨୯।୩: ଯେତେବେଳେ ସଞ୍ଚୟ କରିବା କଥା ଆସେ, ଲୋକମାନେ ପ୍ରାୟତଃ ଏପରି ସ୍ଥାନରେ ସେମାନଙ୍କର ଟଙ୍କା ନିବେଶ କରନ୍ତି ଯେଉଁଠାରେ ସେମାନେ ଭଲ ଲାଭ ପାଇପାରିବେ। ଯେତେବେଳେ ଆମେ ଭଲ ଏବଂ ଲାଭଜନକ ରିଟର୍ଣ୍ଣ ବିଷୟରେ କଥା ହେଉ, ପ୍ରଥମେ ଯାହା…
ବଜାରରେ ରୟାଲ ଏନ୍ଫିଲ୍ଡର ଅଲ୍
ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ କ୍ଲାସିକ୍ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କ୍ଲାସିକ୍ ୬୫୦ରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି।…
ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ
ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି। ରାଜାଲୋକ ହାଇସ୍କୁଲ, ବାରିପଦାର ଏମ୍ପିସି କଲେଜରେ ପାଠପଢ଼ା ପରେ ଫାର୍ମାସିରେ ଡିପ୍ଲୋମା ଓ ପରେ…
ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା
ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍ ଇଣ୍ଡିଆ ସରାଫା ଆସୋସିଏଶନ କହିଛି। ଗୁରୁବାର…
Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା
ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ ହ୍ରାସ ପାଇ ୭୭,୪୪୬.୯୭ରେ କାରବାର କରୁଛି, ଯାହାର ପ୍ରଭାବ ସୁନା ମୂଲ୍ୟ ଉପରେ ଦେଖାଯାଉଛି।…
ନିଶାନ ବି-ଏମ୍ପିଭିର ଅନାବରଣ
ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର ‘ବି-ଏମ୍ପିଭି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଜାପାନର ୟୋକୋହାମାଠାରେ ଉଦ୍ଯାପିତ ଗ୍ଲୋବାଲ ପ୍ରଡକ୍ଟ…
କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ
ଏମ୍ଏସ୍ବି ଅଟୋମୋଟିଭ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ବ୍ୟାପକ ଡିଲରଶିପ୍ ନେଟ୍ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ ଜଣେ ସିଭିଲ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅଟୋମୋବାଇଲ ପ୍ରତି ତାଙ୍କର ଅହେତୁକ ଆଗ୍ରହ…
ବ୍ୟାଙ୍କ୍ରୁ Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, କିଏ ପ୍ରତିଶୋଧ କରନ୍ତି ଟଙ୍କା: ଜାଣନ୍ତୁ କ’ଣ ଅଛି ନିୟମ
ନୂଆଦିଲ୍ଲୀ,୨୭।୩: ଆଜିକାଲି ଆବଶ୍ୟକତା ପୂରଣ କରିବା ପାଇଁ Loan ବା ଋଣ ନେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାଧାରଣତଃ ଲୋକମାନେ ଘର କିମ୍ବା ଗାଡ଼ି କିଣିବା ପାଇଁ ବ୍ୟାଙ୍କରୁ ଋଣ ନିଅନ୍ତି। ଦେଶର ସମସ୍ତ ବ୍ୟାଙ୍କ ମଧ୍ୟ ସେମାନଙ୍କର…
ATM-UPIରୁ ବାହାର କରିପାରିବେ PF ଟଙ୍କା, ଏହି ମାସରୁ ଲାଗୁ ହେବ ନିୟମ
ନୂଆଦିଲ୍ଲୀ,୨୭।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ମେ ଶେଷ କିମ୍ବା ଜୁନ ୨୦୨୫ ଆରମ୍ଭ ସୁଦ୍ଧା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନ ସହିତ, EPFO ସଦସ୍ୟମାନେ UPI ଏବଂ ATM ମାଧ୍ୟମରେ ତୁରନ୍ତ ସେମାନଙ୍କର…
Archives


