ବାଣିଜ୍ୟ

ଖସିଲା ଟିକ୍‌ଟକ୍‌ ରେଟିଂ

ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍‌ ଇନ୍‌ଫ୍ୟୁଏନ୍ସର ଏବଂ ଟିକ୍‌ଟିକ୍‌ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍‌ ଭିଡିଓ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ର ରେଟିଂ ୪.୬ ଷ୍ଟାରରୁ ୨କୁ ଖସିଯାଇଛି। ଗୁଗଲ ଆପ୍‌ ଷ୍ଟୋରରେ ଗତ ଗୋଟିଏ ସପ୍ତାହ ମଧ୍ୟରେ…

ଋଣ ଗ୍ୟାରେଣ୍ଟି ଯୋଜନାର ସଂଶୋଧନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୫-ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଲାଗି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଯୋଗାଇ ଦେବେ। କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟିଂ…

ରାଜ୍ୟଗୁଡ଼ିକର ଅଂଶ ବାବଦ କେନ୍ଦ୍ର ଦେଲା ୪୬ ହଜାର କୋଟି

ନୂଆଦିଲ୍ଲୀ,୨୧।୫ : କେନ୍ଦ୍ରୀୟ ଟିକସ କ୍ଷେତ୍ରରେ ରାଜ୍ୟଗୁଡିକର ଅଂଶ ବାବଦ ମେ ମାସ ଲାଗି କେନ୍ଦ୍ର ସରକାର ୪୬, ୦୩୮.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୦-୨୧ର ଟିକସ ସଂଗ୍ରହ ଅନୁପାତକୁ ବିଚାର କରି ଏପ୍ରିଲ ମାସ ଭଳି ସରକାର ଅର୍ଥ…

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେଣି ୨୧.୫ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୨୧।୫:କରୋନା ମହାମାରୀ ସଂକ୍ରମଣ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ୧୬ଶହ ଶ୍ରମିକ ସ୍ବତନ୍ତ୍ର…

ପ୍ୟାକେଜ ଜିଡିପିର ମାତ୍ର ୧%

ନୂଆଦିଲ୍ଲୀ,୨୧।୫-କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୨୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ପ୍ୟାକେଜ ସରକାର ଘୋଷଣା କରିଛନ୍ତି। ୨୦.୯୭ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୫ ଭାଗରେ ବିସ୍ତୃତ…

‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ କମ୍ପାନୀ ଓଲା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛି। ଓଲା ଗତ ୨ମାସ ମଧ୍ୟରେ ୯୫%…

ସାମଗ୍ରୀ ବିକ୍ରି ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୦।୫: ଗତ କିଛି ତ୍ରୈମାସ ଧରି ଘରୋଇ ବଜାରର ଅଭିବୃଦ୍ଧି ନିମ୍ନଗାମୀ ହୋଇଥିବା ବେଳେ କରୋନା ଜନିତ ଲକ୍‌ଡାଉନ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ହୋଇ ରହିଛି। ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ…

୩୭ଶହ କର୍ମଚାରୀକୁ ଛଟେଇ କଲା ଉବର

ନୂଆଦିଲ୍ଲୀ,୨୦।୫- କୋଭିଡ୍‌-୧୯ ମହାମାରୀ ସମୟରେ ସରକାର ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ପ୍ରଦାନକାରୀ କମ୍ପାନୀ ଉବେର ବିଭିନ୍ନ ସମସ୍ୟା ଓ ବାଣିଜି୍ୟକ କ୍ଷତି ସହିଛି। ଏହି କାରଣରୁ କମ୍ପାନୀ ପ୍ରାୟତଃ ୩୭ଶହ କର୍ମଚାରୀଙ୍କୁ ଛଟେଇ କରିଥିବା…

ଜୁନ୍‌ରୁ ଗଡିବ ୨୦୦ ଅଣଏସି ଟ୍ରେନ

ନୂଆଦିଲ୍ଲୀ,୨୦।୫ – ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଅଣ ଏସି ପାସେଞ୍ଜର ଟ୍ରେନ ଚଳାଚଳ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ ଯୋଗେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନଗୁଡିକ ଲାଗି ଲୋକମାନେ ଆଇଆର୍‌ସିଟିସି…

ଘୋର ମାନ୍ଦାବସ୍ଥା: ଜିଡିପି ଖସିବ ୪୫%

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କରିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ…

ଆହୁରି ଜଟିଳ ହେବ ମାନ୍ଦାବସ୍ଥା

  ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କହିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା…

ବିଶେଷ ଫାଇଦା ଦେବନି ପ୍ୟାକେଜ

ଗତ କିଛି ତ୍ରୈମାସ ଧରି ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଖସିବାରେ ଲାଗିଛି। ଚଳିତ ବର୍ଷ ଜିଡିପି ଗତ ୩ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଖସିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ବଜାରରେ ଏବେ ଚାହିଦା ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?