ବାଣିଜ୍ୟ

କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ ପଡୁଛି। କାରଣ ବର୍ତ୍ତମାନ ଅନେକ ଦିନ ଧରି ବନ୍ଦ ହୋଇ ପଡ଼ିଥିବା ଆର୍ଥତ୍କ କାର୍ଯ୍ୟକଳାପ…

ଶସ୍ତା ହେବ ଋଣ‌: ୩ମାସ କୋହଳ ହେଲା ଇଏମ୍‌ଆଇ

ନୂଆଦିଲ୍ଲୀ,୨୨।୫: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରାୟ ୨୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜର ସବିଶେଷ ତଥ୍ୟ ଦେଶବାସୀଙ୍କ ସମ୍ମୁଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରଖିଥିଲେ। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‌…

ଫୁଡ୍‌ ଡେଲିଭରି ସେବା ଯୋଗାଇବ ଆମାଜନ

ନୂଆଦିଲ୍ଲୀ,୨୨।୫: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ପକ୍ଷରୁ ବର୍ତ୍ତମାନ ଏହାର ଗ୍ରାହକଙ୍କୁ ଫୁଡ୍‌ ଡେଲିଭରି ସେବା ପ୍ରଦାନ କରିବା ପାଇଁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ ସହରରେ ପରୀକ୍ଷାମୂଳକ ଭାବରେ ଏହି ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।…

୧୪୫୦ କର୍ମଚାରୀ ଛଟେଇ କଲା ଅକ୍ସଫାମ୍‌

ନୂଆଦିଲ୍ଲୀ,୨୨।୫: କୋଭିଡ୍‌-୧୯ ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ଏହାର ପ୍ରଭାବ ଜାରି ରହିଛି। ଏଥିଯୋଗୁ ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ବିଶ୍ୱସ୍ତରୀୟ ସାମାଜିକ ଅନୁଷ୍ଠାନ ଅକ୍ସଫାମ୍‌ ଏହାଦ୍ୱାରା ବ୍ୟାପକ ସମସ୍ୟାର ସମ୍ମୁଖୀନ ହୋଇଛି । ଉକ୍ତ ଅନୁଷ୍ଠାନ…

ବଜାର ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୨ା୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ ଊର୍ଦ୍ଧ୍ୱ ହ୍ରାସ ହୋଇଥିବା ଜଣାପଡିଛି। ବ୍ୟବସାୟୀଙ୍କୁ ସାମାନ୍ୟ ସ୍ଥିତିକୁ ଫେରିବା ଲାଗି ଗୋଟିଏ ବର୍ଷରୁ…

ବିମାନ ଭଡ଼ାରେ ସୀମା ଜାରିକଲେ ସରକାର

ନୂଆଦିଲ୍ଲୀ,୨୨।୫ : ସରକାର ଗୁରୁବାର ବିମାନ ଭଡ଼ା ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି। ବିମାନ ଯାତ୍ରାର ସମୟକୁ ନେଇ ଏହାକୁ ୭ ବର୍ଗରେ ରଖାଯାଇଛି। ଅଗଷ୍ଟ ୨୪ ଯାଏ ଏହି ନିୟମ କାମ କରିବ ବୋଲି ବେସାମରିକ ବିମାନ ଚଳାଚଳ…

ରେଲଓ୍ବେର କାଉଣ୍ଟର ଟିକେଟ ବୁକିଂ ଶୀଘ୍ର

ନୂଆଦିଲ୍ଲୀ,୨୨।୫ : କରୋନା ମାମଲା ଥମୁ ନ ଥିବାରୁ ବର୍ତ୍ତମାନ ସାରା ଦେଶରେ ରେଳସେବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସହ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଏବେ ଚଳାଚଳ…

ସବୁ କିଛି ଏକାକୀ ସମାଧାନ କରିପାରିବନି ପିଏମ୍‌ଓ: ରାଜନ

ନୂଆଦିଲ୍ଲୀ,୨୨।୫: ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ନିମ୍ନଗାମୀ ହୋଇ ଚାଲିଥିଲା। ବିଶ୍ୱ ମାନ୍ଦାବସ୍ଥା, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବଂ ଘରୋଇ ବଜାରର କିଛି ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ…

ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକଟ ବିକ୍ରି ଆରମ୍ଭ: ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ବୁକିଂ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଜୁନ୍‌ ୧ଠାରୁ ୨୦୦ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଗୁରୁବାର…

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମେ ୨୨ରେ ଦେଶବ୍ୟାପୀ ବନ୍ଦପାଳନ ପାଇଁ ଆହ୍ବାନ ଦେଇଛନ୍ତି। ଆଇନରେ…

୨୫ରୁ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୧।୫-ଦେଶ ମଧ୍ୟରେ କରୋନା ପ୍ରଭାବ କମୁ ନ ଥିବାରୁ ବର୍ତ୍ତମାନ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି। ଏଭଳି ସ୍ଥିତିରେ ମେ ୨୫ରୁ ପୁଣି ଥରେ ଦେଶ ମଧ୍ୟରେ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ହେବାକୁ ଯାଉଛି।…

୧୫,୩୪୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୧।୫-ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୧୫,୩୪୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନ କରିଛନ୍ତି। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ରାଜସ୍ବ ସଂଗ୍ରହ ଉନ୍ନତ ହୋଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?