ବାଣିଜ୍ୟ

ବର୍ଷକରେ ୭୧,୫୪୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୫-୧୨: ୨୦୧୮-୧୯ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ୭୪% ବଢିଛି। ଏହି ଠକେଇରେ ୭୧,୫୪୩ କୋଟି ଟଙ୍କା ଜଡିତ ଥିବା ଜଣାପଡିଛି। ୨୦୧୭-୧୮ରେ ବ୍ୟାଙ୍କଗୁଡିକରେ ଠକେଇ ପରିମାଣ ୪୧,୧୬୭ କୋଟି ଟଙ୍କା ରହିଥିଲା ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ...

ଏମ୍‌ଏସ୍‌ଏମ୍‌ଇ ପାଇଁ ଆସିପାରେ ଷ୍ଟ୍ରେସ୍‌ ଆସେଟ୍‌ ଫଣ୍ଡ

ନୂଆଦିଲ୍ଲୀ,୨୫-୧୨: ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଏକ ଷ୍ଟ୍ରେସ ଆସେଟ୍‌ ଫଣ୍ଡ ସରକାର ଗଠନ କରିପାରନ୍ତି। ଏହାକୁ ୫୦୦୦ କୋଟି ଟଙ୍କା ପୁଞ୍ଜି ସହାୟତାରେ ଗଠନ କରାଯିବା ନେଇ ରିଜର୍ଭ ବ୍ୟାଙ୍କ ଇଣ୍ଡିଆର କମିଟି ପ୍ରସ୍ତାବ ରଖିଛି। ବର୍ତ୍ତମାନ...

କ୍ଷୁଦ୍ର ଡିଜିଟାଲ ନେଣଦେଣ ପାଇଁ ଆର୍‌ବିଆଇର ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ,୨୫-୧୨: କ୍ଷୁଦ୍ର ଡିଜିଟାଲ ନେଣଦେଣ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ସାମଗ୍ରୀ ଓ ସେବା କ୍ରୟ ଲାଗି ନୂଆ ସେମି କ୍ଲୋଜଡ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ(ପିପିଆଇ) ଆସିଥିବା ବେଳେ ଏହାର ନେଣଦେଣ ସୀମା ୧୦...

ଦେବାଳିଆ ଆଇନରେ ସଂଶୋଧନ ଲାଗି ଅଧ୍ୟାଦେଶକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୫-୧୨: ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ବା ଦେବାଳିଆ ଆଇନରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଙ୍ଗଳବାର ଅଧ୍ୟାଦେଶକୁ ମଞ୍ଜୁରୀ ଦିଆଯାଇଛି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସକୁ ତ୍ୱରିତ କରିବା ସହ ଦେବାଳିଆ ଆଇନରେ ବିଭିନ୍ନ ପ୍ରସଙ୍ଗକୁ...

ବ୍ୟାଙ୍କଗୁଡିକର ମୋଟ୍‌ ଏନ୍‌ପିଏ ୯.୧%କୁ ଖସିଲା

ନୂଆଦିଲ୍ଲୀ,୨୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ସେପ୍ଟେମ୍ବର ଶେଷ ସୁଦ୍ଧା ୯.୧%କୁ ଖସିଛି। ଏହା ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୧୧.୨% ରହିଥିଲା। ୨୦୧୭-୧୮ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ନେଟ୍‌ ଏନ୍‌ପିଏ ୬% ରହିଥିବା ବେଳେ...

ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫-୧୨: ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ...

କଳାଟଙ୍କା ତଥ୍ୟ ଦେବାକୁ ସରକାର ଅରାଜି

ନୂଆଦିଲ୍ଲୀ,୨୪-୧୨: ସୁଇଜରଲାଣ୍ଡରେ ଥିବା ବ୍ୟାଙ୍କଗୁଡିକୁ କଳା ଟଙ୍କା ରଖିବାର ଭୂସ୍ବର୍ଗ ବୋଲି ବିଚାର କରାଯାଇଥାଏ। ପୂର୍ବରୁ ଏଠାକାର ସରକାର ଅନ୍ୟ କୌଣସି ଦେଶକୁ ନିଜ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉ ନ ଥିଲେ। ହେଲେ ଏହି ଧାରାରେ...

ଅଧିକ ପୁରୁଣା ବିମାନର ଇଞ୍ଜିନ ବଦଳାଇବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୪-୧୨: ଏୟାର ବସ୍‌ ଏସିଇ ଏ୩୨୦ ନିଓ ବିମାନ ଇଞ୍ଜିନର ନିରାପତ୍ତାକୁ ନେଇ ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି। ଏହି ଆଧାରରେ ବିମାନ କମ୍ପାନୀଗୁଡିକ ସେମାନଙ୍କ କୌଶଳରେ ପରିବର୍ତ୍ତନ କରିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ବଜେଟରେ ବିମାନ...

ଏଲ୍‌ପିୟୁ ଛାତ୍ରୀଙ୍କୁ ମାଇକ୍ରୋସଫ୍ଟର ୪୨ ଲକ୍ଷ ପ୍ୟାକେଜ

ଚଣ୍ଡୀଗଡ,୨୪-୧୨: ଲଭ୍‌ଲୀ ପ୍ରଫେଶନାଲ ୟୁନିଭର୍ସିଟି (ଏଲ୍‌ପିୟୁ) ଛାତ୍ରୀଛାତ୍ର ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ୟୁନିଭର୍ସିଟିର ଶେଷ ବର୍ଷ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଛାତ୍ରୀ ତାନ୍ୟା ଅରୋରା ମାଇକ୍ରୋସଫ୍ଟ କମ୍ପାନୀରେ ବାର୍ଷିକ ୪୨ ଲକ୍ଷ ଟଙ୍କାର...

ସେସୁ ବିଦ୍ୟୁତ ବିତରଣର ଅଧିଗ୍ରହଣ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୨୪-୧୨: ସେଣ୍ଟ୍ରାଲ ଇଲେକଟ୍ରିସିଟି ସପ୍ଲାଇ ୟୁଟିଲିଟି ଅଫ୍‌ ଓଡ଼ିଶା (ସେସୁ)ର ବିଦ୍ୟୁତ୍‌ ଶକ୍ତି ବିତରଣକୁ ଟାଟା ପାଓ୍ବାର ଲିମିଟେଡ ଅଧିଗ୍ରହଣ କରିବ। ଏଥିଲାଗି ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟେରି କମିଶନ( ଓଇଆର୍‌ସି) ପକ୍ଷରୁ ଟାଟା ପାଓ୍ବାରକୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ...

ଟାଟା ସନ୍ସ ମାମଲା ଶୁଣାଣି; ରାୟର ‘ବେଆଇନ ଶବ୍ଦ’ ସଂଶୋଧନ ଲାଗି ଆବେଦନ

ନୂଆଦିଲ୍ଲୀ,୨୪-୧୨: ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲଏଟି) ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ରାୟ ନିକଟରେ ଦେଇଛନ୍ତି। ଏହି ରାୟ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରହିଥିଲା। ମିସ୍ତ୍ରିଙ୍କୁ ହଟାଇବା ବେଆଇନ ଥିଲା...

ବିପିସିଏଲ୍‌ ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ ୨୭ରେ

ଭୁବନେଶ୍ୱର,୨୩-୧୨: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀରରେ ସ୍ଥାପନ କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଚଳିତ ମାସ ୨୭ରେ ହେବ। ଏଠାରେ କମ୍ପାନୀ ପକ୍ଷରୁ ଅନୁଷ୍ଠିତ ଏକ ଖବରଦାତା କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ଏଲପିଜି ପ୍ରବନ୍ଧକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri