ବାଣିଜ୍ୟ

ଖୁସିଖବର! ଖସିଲା ସୁନା ଦାମ୍‌, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୨୭।୨: ଗୁରୁବାର ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ମଜବୁତ ଆମେରିକୀୟ ଡଲାରର ମୂଲ୍ୟ ଏବଂ ବଣ୍ଡ ଉପଜ ବୃଦ୍ଧି ଯୋଗୁ ସୁନା ଚାହିଦା ହ୍ରାସ ପାଇଛି। ଏକ ରିପୋର୍ଟ ଅନୁଯାୟୀ, ଡଲାର ସୂଚକାଙ୍କ ୦.୨ ପ୍ରତିଶତ...

ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ: ୮ମ ବେତନ ଲାଗୁ ହେଲେ ବଢିଯିବ ଏତେ ଦରମା

ନୂଆଦିଲ୍ଲୀ,୨୭।୨: ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା...

Changes From 1st March: ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ, ଖାଲି କରିବ ଆପଣଙ୍କ ପକେଟ!ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ ୨୦୨୫ ମାର୍ଚ୍ଚ ପହିଲାରୁ ଅନେକ ବଡ଼...

Donald Trump ସରକାରଙ୍କୁ ପ୍ରତି ୨୦ମିନିଟ୍‌ରେ ୮କୋଟିରୁ ଅଧିକ ଟଙ୍କା ଟିକସ ଦିଅନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ…

ଓ୍ବାଶିଂଟନ,୨୭।୨: ବର୍କଶାୟାର ହାଥାୱେର ଅଧ୍ୟକ୍ଷ Warren Buffett କହିଛନ୍ତି ଯେ, ହାଥାୱେ 2024ରେ ଆମେରିକା ସରକାରଙ୍କୁ ସର୍ବାଧିକ ଟିକସ ଦେଇଛି। ଗତବର୍ଷ ଆମେରିକୀୟ ସରକାରଙ୍କୁ 26.8 ବିଲିୟନ ଡଲାର ଦେଇଛି, ଯାହା ଯେକୌଣସି ଆମେରିକୀୟ କମ୍ପାନୀ ଅପେକ୍ଷା ଅଧିକ, ଏହା...

Universal Pension Scheme: କାହାକୁ ମିଳିବ ଫାଇଦା, କେତେ ଟଙ୍କା ଦେବେ ମୋଦି ସରକାର

ନୂଆଦିଲ୍ଲୀ,୨୭।୨: ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା...

EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍‌କା!

ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍‌କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା...

Whatsapp ଆଣିଲା ନୂଆ ଫିଚର୍‌, ଏଣିକି ଭଏସ୍‌ ମେସେଜ୍‌ ଆସିଲେ ବ୍ୟବହାରକାରୀ…

ନୂଆଦିଲ୍ଲୀ,୨୬।୨: ହ୍ବାଟ୍ସଆପ ଭାରତରେ ଏହାର ଭଏସ୍‌ ମେସେଜ୍‌ ଟ୍ରାନ୍ସକ୍ରିପ୍ଟ ଫିଚର ଲଞ୍ଚ କରିଛି। ପ୍ଲାଟଫର୍ମ ଗତ ବର୍ଷ ନଭେମ୍ବରରେ ଏହି ବୈଶିଷ୍ଟ୍ୟ ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଆପଣ ଏକ ଭଏସ୍‌ ମେସେଜର ଏକ ଟେକ୍ସଟ ଟ୍ରାନ୍ସକ୍ରିପ୍ଟ ତିଆରି...

Maha Kumbh 2025: ୪୫ଦିନ, ୬୫କୋଟି ଶ୍ରଦ୍ଧାଳୁ, ୩ଲକ୍ଷ କୋଟି ରାଜସ୍ବ ଆୟ

ନୂଆଦିଲ୍ଲୀ,୨୬।୨:ଐତିହାସିକ ମହାକୁମ୍ଭ 2025 ଆଜି ଶେଷ ହେବାକୁ ଯାଉଛି । ଆଜି ମହାଶିବରାତ୍ରିରେ ଏହାର ଅନ୍ତିମ “ସ୍ନାନ” (ପବିତ୍ର ବୁଡ଼)। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୪୫ ଦିନ ଧରି ଚାଲିଛି। ଯେଉଁଥିରେ ୬୫ କୋଟିରୁ...

Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍‌ଇନ୍‌ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍‌ ବନ୍ଦ

ନୂଆଦିଲ୍ଲୀ,୨୬।୨: ଗୁଗୁଲ୍‌ ଏହାର ଇମେଲ୍‌ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍‌ରେ...

ବେଦାନ୍ତ ପକ୍ଷରୁ ଜେଡିଏଏକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୨୬।୨: ଝାରସୁଗୁଡ଼ା ଜିଲା ଆଥ୍‌ଲେଟିକ୍‌ ଆସୋସିଏସନ (ଜେଡିଏଏ) କୁ ବେଦାନ୍ତ ଆଲୁମିନିୟମ ଆର୍ଥିକ ସହାୟତା ପ୍ରଦାନ କରିଛି। ଏପରିକି ଜେଡିଏଏର ଏକ ଆଧୁନିକ ପ୍ରଶାସନିକ ବିଲ୍‌ଡିଂ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ବିଶେଷକରି...

ଓଡ଼ିଶାରେ ମାଲାବାରର ବ୍ୟବସାୟ ସମ୍ପ୍ରସାରଣ

ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ (ମାଲାବାର)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଚଳିତ ମାସରେ ଆଉ ୨ଟି ନୂଆ ଶୋ’ରୁମ୍‌ ସହ ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ...

ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…

ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri