UIDAIର ବଡ଼ ନିଷ୍ପତ୍ତି: ଏମାନଙ୍କର ବନ୍ଦ କରାଯିବ ଆଧାରକାର୍ଡ
ନୂଆଦିଲ୍ଲୀ,୧୭।୭: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି ଯାହା ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ଆଧାର ନମ୍ବରର ଅପବ୍ୟବହାର ହୋଇପାରିବ ନାହିଁ। ଏହି…
ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍ ସୂଚନା ଦେଲେ…
ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ ୫୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ। ଏହି ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ…
ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ
ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଧୀମା ହେବା ଏବଂ ଅନୁକୂଳ ବେସ୍ ଇଫେକ୍ଟ ଯୋଗୁଁ…
ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ, ଗାଡ଼ିର ମୂଲ୍ୟ ଏତିକି ଲକ୍ଷ ଟଙ୍କାରୁ ଆରମ୍ଭ
ମୁମ୍ବାଇ,୧୫।୭: ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଭାରତରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବାଇରେ କମ୍ପାନୀର ପ୍ରଥମ ଶୋ’ରୁମ ଉଦ୍ଘାଟନ ହୋଇଛି, ଯେଉଁଠାରେ ଟେସଲାର ମଡେଲ ୱାଇ ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ ୬୦ ଲକ୍ଷ ଟଙ୍କା (ପ୍ରାୟ…
8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…
ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ…
ପିଏମ୍ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍…
ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ…
ଆପଣଙ୍କ CIBIL ସ୍କୋର ଦୁର୍ବଳ ଅଛି କି? ସୁଧାରିବା ପାଇଁ ୫ ସହଜ ଏବଂ ପ୍ରଭାବଶାଳୀ ଉପାୟ ଜାଣନ୍ତୁ…
ନୂଆଦିଲ୍ଲୀ,୧୨।୭: ଯଦି ଆପଣଙ୍କର CIBIL ସ୍କୋର କମ ଅଛି ଏବଂ ଆପଣ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ବାରମ୍ବାର ପ୍ରତ୍ୟାଖ୍ୟାନ ପାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଏଠାରେ ଆମେ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ କହିବୁ,…
୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ: ଏହିି ବିଷୟବସ୍ତୁ ଉପରେ ମିଳିବନି ଟଙ୍କା
ନୂଆଦିଲ୍ଳୀ,୧୨।୭: YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ,…
ଆଜି ରାତିରୁ ଆରମ୍ଭ ହେବ Flipkartର GOAT Sale, ସ୍ମାର୍ଟଫୋନ୍- ସ୍ମାର୍ଟ ଟିଭି ସହ ଏସବୁ ଉପରେ…
ନୂଆଦିଲ୍ଲୀ,୧୧।୭: ଯଦି ଆପଣ ଅନଲାଇନ ଶପିଂ କରନ୍ତି ଏବଂ ନିଜ ପାଇଁ ଏକ ନୂତନ ସ୍ମାର୍ଟଫୋନ କିମ୍ବା ଅନ୍ୟ କିଛି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଫ୍ଲିପକାର୍ଟ ଏହାର କୋଟି କୋଟି ପ୍ରଶଂସକ…
୨ ଘଣ୍ଟା ହସ୍ପିଟାଲରେ ରହିଲେ ବି କରିପାରିବେ ଇନସ୍ୟୁରାନ୍ସ କ୍ଲେମ, ଶେଷ ହେଲା ରାତିସାରା ରହିବାର ସର୍ତ୍ତ, ଏହି କମ୍ପାନୀ ଦେଉଛି…
ନୂଆଦିଲ୍ଲୀ,୧୧।୭: ସ୍ବାସ୍ଥ୍ୟ ବୀମା ଦାବି କରିବା ପାଇଁ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାର ସର୍ତ୍ତ ଏବେ ଶେଷ ହୋଇଛି। ଅନେକ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ପାଇଁ ହସ୍ପିଟାଲରେ ରହିଥିଲେ ବି ମେଡିକ୍ଲେମ ଦେଉଛନ୍ତି। ନୂତନ ଯୁଗ…
ଅଗଷ୍ଟ ୧ରୁ ଯୁବକମାନଙ୍କୁ ମିଳିବ ୧୫,୦୦୦ ଟଙ୍କା: ଜାଣଙ୍କୁ କେଉଁମାନେ ଉଠାଇପାରିବେ ଏହାର ଲାଭ
ନୂଆଦିଲ୍ଲୀ,୧୧।୭: ଅଗଷ୍ଟ ୧ ତାରିଖରୁ ଦେଶରେ ଏମ୍ପୋଲୟମେଣ୍ଟ ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ELI) ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ। ଏହି ଯୋଜନାର ଲକ୍ଷ୍ୟ ହେଉଛି…
Archives


