ବାଣିଜ୍ୟ

୧ ଟଙ୍କାରେ ୩୦ ଦିନ ଯାଏ ୨ ଜିବି ଡାଟା, ଅସୀମିତ ମାଗଣା କଲିଂ…ଏହି ଟେଲିକମ୍‌ କମ୍ପାନୀ ଆଣିଲା ଜବରଦସ୍ତ ଅଫର…

ନୂଆଦିଲ୍ଲୀ,୧।୮: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧ ଟଙ୍କାରେ…

ଆଜିଠୁ ପରିବର୍ତ୍ତନ ହେଲା ଏସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ,୧।୮: ଅଗଷ୍ଟ ୨୦୨୫ ଆରମ୍ଭ ସହିତ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ UPI କାରବାର, LPG ସିଲିଣ୍ଡର ମୂଲ୍ୟ ଏବଂ SBI…

ବନ୍ଦ ହେବାକୁ ଯାଉଛି WhatsApp! ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ,୧।୮: ଯଦି ଆପଣ ନେଟିଭ ଆପ ମାଧ୍ୟମରେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମେଟା ଏହାର ସଦ୍ୟତମ ବିଟା ଅପଡେଟରେ ପ୍ରାୟ ନିଶ୍ଚିତ କରିଛି ଯେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ନେଟିଭ…

UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍‌ କରିନିଅନ୍ତୁ

ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ UPIର…

ଭାରତ ଉପରେ ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ଆପଲ ପାଇଁ ବଡ଼ ଝଟକା, ବଢିପାରେ ଆଇଫୋନ ମୂଲ୍ୟ

ଓ୍ବାଶିଂଟନ,୩୧।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ମଧ୍ୟରେ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଶିଳ୍ପ କ୍ଷେତ୍ରରେ ଚିନ୍ତା ସୃଷ୍ଟି…

ଶେୟାର ମାର୍କେଟ୍‌ରେ ହାହାକାର: ୧୦ ମିନିଟରେ ୩ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୩୧।୭: ଭାରତର ରପ୍ତାନି ଉପରେ ୨୫% ଟାରିଫ୍‌ ଲାଗୁ କରିନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଆମେରିକାର ଘୋଷଣା ଗୁରୁବାର ସକାଳେ ଭାରତୀୟ ସେୟାର ବଜାର ଉପରେ ଗଭୀର ପ୍ରଭାବ ପକାଇଛି। କାରବାର ଆରମ୍ଭରୁ ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଥିଲା।…

ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି…

Infosys ୨୦୨୫ରେ ୨୦,୦୦୦ ନବାଗତଙ୍କୁ ନିଯୁକ୍ତ କରିବ, AI ଉପରେ ଗୁରୁତ୍ୱ

ବେଙ୍ଗାଲୁରୁ,୩୦।୭: ଇନ୍‌ଫୋସିସ୍‌ ୨୦୨୫ରେ ପ୍ରାୟ ୨୦,୦୦୦ କଲେଜ ସ୍ନାତକଙ୍କୁ ନିଯୁକ୍ତ କରିବାକୁ ଯୋଜନା କରିଛି ବୋଲି ଦି ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ କରିଛି। ସିଇଓ ସଲିଲ ପରେଖ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀ ବର୍ତ୍ତମାନ ସୁଦ୍ଧା…

ଟିସିଏସ୍‌ରେ ବୃହତ ଛଟେଇ ଘୋଷଣା ପରେ ବେତନ ବୃଦ୍ଧି ଅଟକିଲା, ଏସବୁ ନିଯୁକ୍ତି ସ୍ଥଗିତ ହେବା ସମ୍ଭାବନା

ବେଙ୍ଗାଲୁରୁ,୨୯।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଘୋଷଣା ପରେ ଅଭିଜ୍ଞ ପ୍ରଫେସନାଲଙ୍କ ନିଯୁକ୍ତି ସ୍ଥଗିତ ଓ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରିବାକୁ ଯାଉଛି ବୋଲି ‘ଦି ଇକୋନୋମିକ୍‌ ଟାଇମ୍ସ’ ରିପୋର୍ଟ କରିଛି। ଏହି ନିଷ୍ପତ୍ତି…

UPI ପେମେଣ୍ଟକୁ ନେଇ ଖୁସିଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୨୯।୭: ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି। ସରକାର ସ୍ପଷ୍ଟ କରିଛନ୍ତି ଯେ…

ମାସ ଶେଷରେ ଶସ୍ତା ହେଲା ସୁନା! ଜାଣନ୍ତୁ ୧୦ଗ୍ରାମ ସୁନା ପାଇଁ ଦେବାକୁ ପଡିବ କେତେ ଟଙ୍କା?

ନୂଆଦିଲ୍ଲୀ,୨୯।୭: ଶେୟାର ବଜାରରେ ହ୍ରାସ ମଧ୍ୟରେ, ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 110 ଟଙ୍କା ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ସୁନା ପ୍ରତି…

ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର

ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍‌ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିବିଡ଼ ନଜର ରଖିଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଏହି ପରିସ୍ଥିତିର କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri