ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍ଘାଟନ କରିଛନ୍ତି। ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍କ୍ଲେଭକୁ ଏକ ସ୍ବତନ୍ତ୍ର ଗାଡ଼ିରେ ମୁଖ୍ୟମନ୍ତ୍ରୀ ବୁଲି ଦେଖୁଛନ୍ତି। ଏହି ୫ ଦିନିଆ ମେଗା ବିଜ୍ନେସ ସମିଟ୍ରେ...
ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର
ଭୁବନେଶ୍ୱର,୩୦।୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ସବୁ ବର୍ଗର ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ଏଭଳି କିଛି ଅଭାବ ଓ ଆବଶ୍ୟକତାକୁ ନଜରରେ ରଖି ସ୍ଥାନୀୟ ବାପୁଜୀନଗରଠାରେ ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର ନିକଟରେ ଉଦ୍ଘାଟିତ ହୋଇଯାଇଛି।...
ଡିସିବିଏଲ୍-ଏଲ୍ଭିପିଇଆଇର ରାଜିନାମା
ଭୁବନେଶ୍ୱର,୩୦।୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ (ଡିସିବିଏଲ୍) ଓ ଏଲ୍. ଭି. ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି...
ମାରୁତି ସୁଜୁକିର ନୂଆ ‘ଇକୋ’ର ବଜାର ପ୍ରବେଶ
ନୂଆଦିଲ୍ଲୀ,୩୦।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ଇକୋର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଯାଇଛି। ଏହା ନୂତନ ଓ ଶକ୍ତିଶାଳୀ ଇଞ୍ଜିନ ସହିତ ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରୁଛି। ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଭ୍ୟାନ...
ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…
ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ବିଲୟ କରାଯିବ। ଏଥିରେ ଟାଟା ଗ୍ରୁପର ୫୧ ପ୍ରତିଶତ...
ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…
ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨...
ଡିସେମ୍ବର ୧ରୁ ମହଙ୍ଗା ହେବ ‘ହିରୋ’ର ଗାଡ଼ି
ନୂଆଦିଲ୍ଲୀ,୨୯।୧୧: ଭାରତର ବୃହତ୍ତମ ଦୁଇ ଚକିଆ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ଏହାର ଦୁଇ ଚକିଆ ଯାନର ମୂଲ୍ୟକୁ ୧,୫୦୦ ଟଙ୍କା ବୃଦ୍ଧି...
ଫୁଡ ଡେଲିଭରି ପରେ ଭାରତରେ ଏହି ସେବା ବନ୍ଦ କରିବ ଆମାଜନ
ନୂଆଦିଲ୍ଲୀ,୨୯।୧୧: ଦୁନିଆର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତରେ ନିଜର ଡିଷ୍ଟ୍ରିବ୍ୟଶନ୍ ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫୁଡ ଡେଲିଭରି ଓ ଶିକ୍ଷା ସେବା...
‘ନୁଭୋନିର୍ମାଣ’ ଆପ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୯।୧୧:ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍ କର୍ପୋରେଶନ ଲିମିଟେଡ୍ ପକ୍ଷରୁ ‘ନୁଭୋନିର୍ମାଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ହେଉଛି ପ୍ରଥମ ଡାଇରେକ୍ଟ-ଟୁ-କଷ୍ଟମର ହୋମ୍ ଆସିଷ୍ଟ ଆପ୍। ବିଶେଷକରି ଏହା ଏକ ଅଲ୍-ଇନ୍-ୱାନ୍ ଡିଜିଟାଲ ପ୍ଲାଟ୍ଫର୍ମ, ଯାହା ସର୍ବନିମ୍ନ...
‘ପ୍ରଦର୍ଶନ ହେବ ଉତ୍ପାଦନର ଜଟିଳ ପ୍ରକ୍ରିୟା’
ଭୁବନେଶ୍ୱର,୨୯।୧୧:ବେଦାନ୍ତ ଆଲୁମିନିୟମ ଚଳିତ ବର୍ଷ ମେକ ଇନ ଓଡିଶା କନକ୍ଲେଭରେ ସାମିଲ ହେଉଛି। ଏପରିକି ୩୦ ନଭେମ୍ବରରୁ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପୁଞ୍ଜି ସମାବେଶରେ ଓଡ଼ିଶାବାସୀଙ୍କୁ କମ୍ପାନୀ ତା’ର ମେକ ଇନ ଓଡ଼ିଶା ଷ୍ଟଲ...
ଆଇଓବି ସ୍ଥାନାନ୍ତରିତ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୨୯।୧୧:ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ର ସ୍ଥାନାନ୍ତରିତ ଶାଖା ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବରିଷ୍ଠ କ୍ଷେତ୍ରୀୟ...
ବିଏମ୍ସିରେ ଅନ୍କୋସର୍ଜ-୨୨ ଲାଇଭ୍ କର୍ମଶାଳା
ଭୁବନେଶ୍ୱର,୨୯।୧୧: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ବାଲ୍କୋ ମେଡିକାଲ ସେଣ୍ଟର (ବିଏମ୍ସି) ଭାରତର ଏକ ଉନ୍ନତ କର୍କଟ ଚିକିତ୍ସାଳୟ ଭାବେ ସୁନାମ ଅର୍ଜନ କରିଛି। ଏପରିକି ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଦ୍ୱାରା ବିଏମ୍ସିରେ ଆୟୋଜିତ ୧୮ତମ ବାର୍ଷିକ ଲାଇଭ୍...
Archives


