ଡାଲମିଆ ଭାରତକୁ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାର୍ଡ
ଭୁବନେଶ୍ୱର,୧୨।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ପୁରସ୍କାର ମିଳିଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍ଆର୍) କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନଜନକ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍ସ-୨୦୨୨ ପ୍ରଦାନ କରାଯାଇଛି। ଏହି…
ଭୁବନେଶ୍ୱରରେ କେନ୍କୋ ଏଗ୍ଷ୍ଟ୍ରା ଆଉଟ୍ଲେଟ୍
ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଭିଓ ଫାର୍ମା ପ୍ରାଇଭେଟ୍ ଲିମିଟେଡ୍ର ପ୍ରମୁଖ ୟୁନିଟ୍ ତଥା ବ୍ରାଣ୍ଡ୍ କେନ୍କୋର ପ୍ରଥମ ଏକ୍ସକ୍ଲୁସିଭ ଏଗ୍ ଷ୍ଟୋର ଗୁରୁବାର ଭୁବନେଶ୍ୱରର ଆଇଆର୍ସି ଭିଲେଜ ହାଇସ୍କୁଲ ରୋଡ୍ରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି। ଭୁବନେଶ୍ୱରରେ ବ୍ରାଣ୍ଡ୍ର…
ଟୁଇଟର୍ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍କ୍ରିପଟେଡ୍ ମେସେଜ୍ ସହ ଅଡିଓ-ଭିଡିଓ କଲ୍ର ମିଳିବ ସୁବିଧା
ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍ ଖୁବ୍ଶୀଘ୍ର ଅଡିଓ ଓ ଭିଡିଓ କଲ୍ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍ ସିଇଓ ଏଲନ ମସ୍କ ଏହି ନୂଆ ଫିଚର ସମ୍ବନ୍ଧରେ ଟୁଇଟ୍ କରି ଘୋଷଣା କରିଛନ୍ତି। ମସ୍କ କହିଛନ୍ତିି ଯେ, ଟୁଇଟର ୟୁଜର୍ସମାନେ ଏହି…
ମୋଦି ସରକାରଙ୍କ ୯ ବର୍ଷ ଶାସନରେ ମୁଣ୍ଡପିଛା ଆୟ ହୋଇଛି ଦୁଇଗୁଣା…
ନୂଆଦିଲ୍ଲୀ,୧୧।୫ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗତ ୯ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୧୪ ରେ ଯେତେବେଳେ…
ଟିଏସ୍ଏମ୍ଏଲ୍କୁ ‘ଏକ୍ସିଲେନ୍ସ ଇନ୍ ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ’ ସମ୍ମାନ
ନୂଆଦିଲ୍ଲୀ,୧୧।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଟାଟା ଗ୍ରୁପ୍ର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀ ତା’ର କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ଜୈବ…
୧୨ରେ ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍
ଭବାନୀପାଟଣା,୧୧।୫(ସ୍ବ.ପ୍ର.): ଅରୁନ୍ଧତୀ ଜୁଏଲର୍ସର ନୂତନ ଫ୍ଲାଗଶିପ୍ ଶୋ’ରୁମ ଆସନ୍ତା ଶୁକ୍ରବାର କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଶୁଭାରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷେୀରେ ଓଲିଉଡ୍ ନାୟିକ ଅର୍ଚ୍ଚିତା ସାହୁ ଯୋଗ ଦେବା ସହ ନୂତନ ଆଉଟ୍ଲେଟ୍କୁ ଉଦ୍ଘାଟନ କରିବେ ବୋଲି ଅରୁନ୍ଧତୀ ପକ୍ଷରୁ…
ଆଇ ଆମ୍ କଲାମ ଚଳଚ୍ଚିତ୍ର ପ୍ରଦର୍ଶିତ
ନୂଆଦିଲ୍ଲୀ,୧୧।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦିବିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ସାମାଜିକ ପ୍ରତିଷ୍ଠାନ ଆଇକେଜେ ଫାଉଣ୍ଡେଶନ ପକ୍ଷରୁ ନିକଟରେ ଆଇ ଆମ୍ କଲାମ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାର ମାତା ମନସା ଦେବୀ ମନ୍ଦିର ନିକଟରେ ଥିବା…
ପାର୍ଥ ମଜୁମ୍ଦାର ଏନ୍ଟିପିସିର ଆର୍ଇଡି
ନୂଆଦିଲ୍ଲୀ,୧୦।୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍ଟିପିସି)ର ପୂର୍ବାଞ୍ଚଳ-୨ କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆର୍ଇଡି) ଭାବେ ପାର୍ଥ ମଜୁମ୍ଦାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ସେ ଦେଶର ପୂର୍ବାଞ୍ଚଳ ରାଜ୍ୟ ତଥା…
ଧନ୍ଦାମୂଳକ ତାଲିମକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୧୦।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍) ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓ ୟୁନିସେଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍-୨୦୨୩ର ୧୨ତମ ସଂସ୍କରଣ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବତନ୍ତ୍ର ବେବି ବର୍ଥ: ଭାରତୀୟ ରେଳର ନୂଆ ଯୋଜନା…
ନୂଆଦିଲ୍ଲୀ,୯।୫ : ଟ୍ରେନରେ ଯାତ୍ରା କରୁଥିବା ମା ଏବଂ ଶିଶୁଙ୍କ ଯାତ୍ରା ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ହେବ। ଭାରତୀୟ ରେଳବାଇ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ତିଆରି କରିବା ଉପରେ ଯୋଜନା…
୨୦୨୭ ସୁଦ୍ଧା ଭାରତ ସରକାର ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ: ପେଟ୍ରୋଲିୟମ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୯।୫ : ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ…
ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର ସେବା
ନୂଆଦିଲ୍ଲୀ,୯।୫: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଏୟାରଟେଲ୍ ପକ୍ଷରୁ ନୂତନ ବ୍ରଡ୍ବ୍ୟାଣ୍ଡ ସେବା ‘ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଦେଶର ନାଗରିକ, ବ୍ୟବସାୟ ଓ ସମୁଦାୟଗୁଡିକର ଅଭିବୃଦ୍ଧି ଏବଂ ବିକାଶ ପାଇଁ ବ୍ରଡ୍ବ୍ୟାଣ୍ଡ କନେକ୍ସନ ବେଶ୍ ଗୁରୁତ୍ୱପୂର୍ଣ୍ଣ…

