ବାଣିଜ୍ୟ

ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର ଉଦ୍‌ଘାଟିତ

କଟକ,୧୪।୫: ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର କଟକର ସିଡିଏଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର…

ଦେଶର ବୃହତ ବନ୍ଦର କ୍ଷେତ୍ରରେ ପାରାଦୀପ ୧ ନମ୍ବର

ପାରାଦୀପ,୧୩ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ ଟି କ୍ଷେତ୍ରରେ ମିଳିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଧ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ…

ବିପିସିଏଲ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଟିଏସ୍‌ଏମ୍‌ଏଲ୍‌ର ଯାଜପୁରସ୍ଥିତ ଫେରୋ ଆଲଏଜ୍‌ କାରଖାନା ପାଇଁ ଦୀର୍ଘମିଆଦୀ…

ଗୁଣାତ୍ମକ ସାମଗ୍ରୀ ଯୋଗାଇବାକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ପ୍ୟାରିୱେର ପକ୍ଷରୁ ନିକଟରେ ଏକ ରିଟେଲର୍ସ ମିଟ୍‌ ଆୟୋଜିତ ହୋଇଯାଇଛି। ବିଶେଷକରି ଓଡ଼ିଶା ବଜାରରେ କମ୍ପାନୀର ଉପସ୍ଥିତି ସହ ଦୃଢ ବ୍ୟବସାୟ ପ୍ରତିଷ୍ଠା କରିପାରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁନେଶ୍ବରସ୍ଥିତ ଏକ…

କାନାରା ବ୍ୟାଙ୍କର ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଭୁବନେଶ୍ୱର,୧୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନିକଟରେ ଏକ ଭ୍ରାମ୍ୟମାଣ ଏଟିଏମ୍‌ ସେବା ଲୋକାର୍ପିତ ହୋଇଯାଇଛି। ଉକ୍ତ ଭ୍ରାମ୍ୟମାଣ ଏଟିଏମ୍‌ ସେବା ସହରର ପ୍ରମୁଖ ହାଉସିଂ ସୋସାଇଟିଗୁଡିକରେ ଆବଶ୍ୟକ ବ୍ୟାଙ୍କିଙ୍ଗ୍‌ ସେବା ବ୍ୟାଙ୍କର ଗ୍ରାହକ ତଥା ବରିଷ୍ଠ ନାଗରିକମାନଙ୍କୁ ଯୋଗାଇ…

ଜେଏସ୍‌ଏଲ୍‌କୁ ଇଣ୍ଟରନ୍ୟାଶନାଲ ସେଫ୍ଟି ଆଓ୍ବାର୍ଡ

ନୂଆଦିଲ୍ଲୀ,୧୩।୫: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀ କାର୍ଯ୍ୟକ୍ଷେତ୍ରର ନିରାପତ୍ତାରେ ନୂତନ ମାନଦଣ୍ଡ ସ୍ଥିର କରିବା ସହ କର୍ମଚାରୀମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ…

ଖୁଚୁରା ମୁଦ୍ରାସ୍ଫୀତି ୪.୭%

ନୂଆଦିଲ୍ଲୀ,୧୩।୫: ଅନ୍ତଃରାଷ୍ଟ୍ରୀୟ ସ୍ତରର ମାନ୍ଦାବସ୍ଥା ଓ ଜାତୀୟ ସମସ୍ୟା ମଧ୍ୟରେ ଦେଶର ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୧୮ ମାସରେ ସର୍ବନିମ୍ନ ବୋଲି ଶୁକ୍ରବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ଭବାନୀପାଟଣାରେ ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୩।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ସର୍ବବୃହତ୍‌ ଶୋ’ରୁମ୍‌ ଶୁକ୍ରବାର କଳାହାଣ୍ଡି ଜିଲାର ଭବାନୀପାଟଣା ନିକଟସ୍ଥ ମା’ମାଣିକେଶ୍ୱରୀ ମନ୍ଦିର ନିକଟରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଶୋ’ରୁମ୍‌ରେ…

ଲିଗାଲ ଟେକ୍‌ନୋଲୋଜିରେ ନୂତନ ବିବର୍ତ୍ତନ

ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍‌ ଗ୍ଲୋବାଲ ୟୁଏସ୍‌ ବେସ୍‌ଡ କମ୍ପାନୀରେ କାର୍ଯ୍ୟରତ। ଦୃଢ଼ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉଚ୍ଚ ଚିନ୍ତାଧାରାକୁ ଆଧାର କରି ଆଜି…

ଓଏସ୍‌ଏଲ୍‌କୁ ବେଷ୍ଟ ଷ୍ଟିଭେଡର୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ସର୍ବାଧିକ ପଣ୍ୟ ପରିବହନ କରିଥିବାରୁ ଓଏସ୍‌ଏଲ୍‌କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ସମ୍ମାନଜନକ ବେଷ୍ଟ ଷ୍ଟିଭେଡର୍ସ…

ଟେକ୍ନୋଲୋଜି କ୍ଷେତ୍ରକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୨।୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇଯାଇଛି। ବିଶେଷ କରି କମ୍ପାନୀ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଉଚ୍ଚମାନର ସ୍ବଦେଶୀ ବିକଶିତ ଉତ୍ପାଦ ମାଧ୍ୟମରେ ଆଲୁମିନିୟମର ଚାହିଦା ପୂରଣ କରିବା…

ନୁଭୋକୋର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୨।୫: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୁଭୋକୋର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀ ମୋଟ ୨୦୧.୦୬ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?