ମାର୍ଚ୍ଚ ୨୩ରେ ସର୍କଲସ୍ତରୀୟ ଡାକ ଅଦାଲତ
ଭୁବନେଶ୍ୱର,୨।୩: ଭାରତୀୟ ଡାକର ଓଡ଼ିଶା ସର୍କଲ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖ (ଗୁରୁବାର) ପୂର୍ବାହ୍ନ ୧୧ଘଟିକା ସମୟରେ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ୧୨୮ତମ ସର୍କଲସ୍ତରୀୟ ଡାକ ଅଦାଲତ ଅନୁଷ୍ଠିତ ହେବ। ଉକ୍ତ ଡାକ ଅଦାଲତ ତ୍ରୈମାସିକ ଭାବେ…
ନାଲ୍କୋ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ଭୁବନେଶ୍ୱର,୨।୩: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ) ଏବଂ ସାମାଜିକ ଅନୁଷ୍ଠାନ ନାଲ୍କୋ ମହିଳା ସମିତିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ବିଶେଷ କରି ‘ଆଜାଦୀ କା…
ନୂତନ ବିମାନ କିଣିପାରେ ଆକାଶ ଏୟାର
ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଆକାଶ ଏୟାର ନୂତନ ବିମାନ କ୍ରୟ କରିପାରେ ବୋଲି କୁହାଯାଉଛି। ଏପରିକି କମ୍ପାନୀ ଚଳିତ ମାସରେ ଏକ ବଡ଼ ଆକାରରେ ବିମାନ ଅର୍ଡର ଦେବାକୁ ଯୋଜନା କରୁଛି ବୋଲି ଚର୍ଚ୍ଚା…
ରାଜ୍ୟରେ ବ୍ୟବସାୟିକ ସମ୍ପ୍ରସାରଣ କରିବ ଶ୍ୟାମ ଷ୍ଟିଲ୍
ନୂଆଦିଲ୍ଲୀ,୨।୩: ଶ୍ୟାମ ଷ୍ଟିଲ୍ ଓଡ଼ିଶାରେ ଡିଲର ବିତରଣ ନେଟ୍ୱର୍କ ସମ୍ପ୍ରସାରଣ ସହ ବ୍ୟବସାୟିକ କାର୍ଯ୍ୟକଳାପରେ ଅଭିବୃଦ୍ଧି ଘଟାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀ ପାଇଁ ଓଡ଼ିଶା ଅନ୍ୟତମ ପ୍ରମୁଖ୍ୟ ବଜାର ହୋଇଥିବା ବେଳେ ଉକ୍ତ ବ୍ରାଣ୍ଡ୍ ଓଡ଼ିଶା ବଜାରରେ ପ୍ରାଇମେରି…
ଟାଟା ମୋଟର୍ସର ଆର୍ଭିଏସ୍ଏଫ୍ ଶୁଭାରମ୍ଭ
ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସ୍ବତନ୍ତ୍ର ଅଭିଯାନ ରିସାଇକେଲ ଓ୍ବିଥ୍ ରେସ୍ପେକ୍ଟ (ଆର୍ଇ.ଡବ୍ଲ୍ୟୁଆଇ.ଆର୍ଇ) ବା ସମ୍ମାନର ସହ ପୁନଃଚକ୍ରଣର ଶୁଭାରମ୍ଭ ହୋଇଯାଇଛି। ଏପରିକି ଟାଟା ମୋଟର୍ସର ସ୍ବୀକୃତି ପ୍ରାପ୍ତ ଡିଲର ରାଜସ୍ଥାନର ଜୟପୁର ଗଙ୍ଗାନଗରର ‘ବାହାନ ଉଦ୍ୟୋଗ…
ଏଚ୍ଡିଏଫ୍ସି ଲାଇଫ୍ର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍ଡିଏଫ୍ସି ଲାଇଫ୍ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍ ଇନ୍କମ୍ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଯୋଜନା ଗ୍ୟାରେଣ୍ଟି, ନିୟମିତ ଟିକସମୁକ୍ତ ସୁବିଧା ଏବଂ ସୁନିଶ୍ଚିତ ମୃତ୍ୟୁକାଳୀନ ସୁବିଧା ପ୍ରଦାନ କରୁଛି।…
ସିଆଇଆଇ ସହ ଜେଏସ୍ଏଲ୍ର ବୁଝାମଣାପତ୍ର ସ୍ବାକ୍ଷର
ନୂଆଦିଲ୍ଲୀ,୨।୩: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ଏବଂ କନଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି କ୍ରମକ୍ଷୟକୁ ଦୂରକରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା…
ଏସ୍ବିଆଇ ପକ୍ଷରୁ ୧ବିଲିୟନ୍ ଋଣ ପ୍ରଦାନ
ନୂଆଦିଲ୍ଲୀ,୨।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ନିକଟରେ ୧ବିଲିୟନ୍ ଡଲାରର ସିଣ୍ଡିକେଟ୍ ଋଣ ପ୍ରଦାନ କରାଯାଇଛି। ଏସ୍ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର ବୋଲି କୁହାଯାଉଛି। କାରଣ ଏହା ହେଉଛି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସର୍ବବୃହତ୍ ଇଏସ୍ଜି…
ଫେବୃୟାରୀରେ ୧.୪୯ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୩: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟରେ ପ୍ରତିଫଳିତ ହେଉଛି। ଏପରିକି ୨୦୨୩ ଫେବୃୟାରୀର ଜିଏସ୍ଟି ସଂଗ୍ରହ ସମ୍ପର୍କରେ ବୁଧବାର ଅର୍ଥ…
୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍ସଆପ୍
ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍ସଆପ୍ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍ର ନୀତି ଉଲ୍ଲଂଘନ ପାଇଁ କମ୍ପାନୀ ଏହି ନିଷ୍ପତି ନେଇଛି। ସାରା ବିଶ୍ୱରେ ୨ ବିଲିୟନରୁ ଅଧିକ ଲୋକ…
ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୁରା ତାଲିକା…
ନୂଆଦିଲ୍ଲୀ,୧।୩: ଆଜିଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମାସ। ଏହି ମାସରେ ହୋଲି ସମେତ ଅନେକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ମୋଟ ୧୨ ଦିନ ଛୁଟି ଥିବା ଦେଖାଯାଇଛି।…
ଫେବୃଆରୀରେ ଜିଏସ୍ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, ଏହା ୧୨ ମାସ ମଧ୍ୟରେ…
Archives


