ବାଣିଜ୍ୟ

ବେଦାନ୍ତକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା

ଭୁବନେଶ୍ୱର,୨୧/୭: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ବେଦାନ୍ତ ଆଲୁମିନିୟମ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା ହାସଲ କରିଛି। ବିଶେଷକରି ଏଠାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ନିଯୁକ୍ତିଦାତା ଭାବେ କମ୍ପାନୀର ସ୍ଥିତିକୁ ଆହୁରି ସୁଦୃଢ଼ କରାଯାଇଛି। ଏପରିକି ଏହାର…

ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୧।୭:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଖରାପ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ୯୫% ଅଭିବୃଦ୍ଧି ହାରରେ ବ୍ୟାଙ୍କ ମୋଟ ୮୮୨ କୋଟି…

ସର୍ବକାଳୀନ ରେକର୍ଡ ସ୍ତରରେ ନିଫ୍ଟି

ନୂଆଦିଲ୍ଲୀ,୨୧।୭ (ଅଭୟ ଦାଶ):ଗତ କିଛି ଦିନ ହେବ ଭାରତୀୟ ଶେୟାର ମାର୍କେଟର କାରବାର ପୂର୍ବାପେକ୍ଷା ଭଲ ରହିଛି। ଏପରିକି କ୍ରମାଗତ ଭାବେ ବଜାରର କାରବାର ବୃଦ୍ଧି ପାଉଥିବାବେଳେ ଉଭୟ ନିବେଶକ ଓ ପଞ୍ଜୀକୃତ କମ୍ପାନୀଗୁଡିକ ବେଶ ଲାଭବାନ ହେଉଛନ୍ତି। ବିଶେଷ କରି…

ଏଆଇ ନିଯୁକ୍ତି: ୭ ବର୍ଷରେ ସୃଷ୍ଟି ହେବ ୧୩.୫କୋଟି ଚାକିରି, ସୁଯୋଗ ପାଇବେ ଭାରତୀୟ ଯୁବପିଢି

ନ୍ୟୁୟର୍କ,୨୦।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବହୁ କଳ୍ପାଜଳ୍ପନା ଲାଗି ରହିଛି। ଏଆଇ ଯୋଗୁ ଅନେକ କ୍ଷେତ୍ରରେ ବହୁ ସଂଖ୍ୟାରେ ଛଟେଇ ହେବାର ଆଶଙ୍କା କରାଯାଉଛି। କୁହାଯାଉଛି କି, ବିଶ୍ୱରେ ୭୫ନିୟୁତ ଲୋକ ଚାକିରି ହରାଇବେ। ବିଶେଷଜ୍ଞଙ୍କ ଅନୁସାରେ ଏଆଇ କେବଳ…

ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’

ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ (ଆର୍‌ଏସ୍‌ଆଇଏଲ୍‌), ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ରୁ ଅଲଗା ହୋଇଯିବ। ଏହାର ନାମ ପରିବର୍ତ୍ତନ ହୋଇ…

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୨ଚକିଆ ଯାନ ଋଣମେଳା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତର (ପୂର୍ବ ଭାରତ)ରେ ଏକ ମେଗା ଦୁଇ ଚକିଆ ଯାନ ଋଣ ମେଳା (କାର୍ନିଭାଲ ଡ୍ରାଇଭ୍‌)ର ଆୟୋଜନ କରାଯାଇଛି। ଏହି ମେଳା ୨୦୨୩ ଜୁଲାଇ ୨୦ରେ ଶେଷ ହେବ ବୋଲି ବ୍ୟାଙ୍କ…

୪୨ କୋଟି ଟଙ୍କାର ଲାଭାଂଶ ଦେଲା ଓପିଟିସିଏଲ୍‌

ଭୁବନେଶ୍ୱର,୨୦।୭: ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ଼ (ଓପିଟିସିଏଲ୍‌) ପକ୍ଷରୁ ବୁଧବାର ୪୨କୋଟି ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏପରିକି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଓପିଟିସିଏଲର ଅଧ୍ୟକ୍ଷ…

ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଞ୍ଜ ଫଣ୍ଡ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୦।୭: ଦେଶର ପ୍ରମୁଖ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥା ତଥା ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ନୂତନ ଉତ୍ପାଦ ‘ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଞ୍ଜ ଫଣ୍ଡ୍‌’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରର ଏକ ୫ ତାରକା ହୋଟେଲରେ ସଂସ୍ଥା…

ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…

ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧ ମସିହାରେ…

ଟୁଇଟର ବିରୋଧରେ ଅଭିଯୋଗ: ବରିଷ୍ଠ କର୍ମଚାରୀଙ୍କୁ କରାଯାଉଛି ଛଟେଇ…

ଓ୍ବାଶିଂଟନ,୧୯।୭ : ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର କିଣାଯିବା ପରଠାରୁ, ତାଙ୍କର ଏବଂ ଏହି ପ୍ଲାଟଫର୍ମର ସମସ୍ୟା କମିବାର ନା ନେଉନାହିଁ। ଟୁଇଟର ବିରୋଧରେ କୋର୍ଟରେ ଆଉ ଏକ ମାମଲା ଦାୟର କରାଯାଇଛି ଯାହା କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ରହିଛି। ଏଥର…

୨୦୨୪-୨୫ ପାଇଁ ଭାରତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ପ୍ରାର୍ଥୀପତ୍ର ଉପସ୍ଥାପନ କଲା…

ଲଣ୍ଡନ,୧୯।୭ : ଲଣ୍ଡନରେ ୨୦୨୪-୨୫ ଦ୍ୱି ବର୍ଷ ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ପରିଷଦ ନିର୍ବାଚନରେ ବର୍ଗ-ବି ଅଧୀନରେ ଭାରତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛି। ଏହାପୂର୍ବରୁ ଭାରତ ୨୦୨୨-୨୩ ପାଇଁ ବର୍ଗ- ବି ଅଧୀନରେ ମନୋନୀତ ହୋଇଥିଲା ।…

ଫୋନ୍‌ପେ’ର ନୂତନ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୯।୭: ଫୋନପେ ଇନ୍‌ସ୍ୟୁରାନ୍ସ ବ୍ରୋକିଙ୍ଗ୍‌ ସର୍ଭିସେସ୍‌ର ନୂତନ ପ୍ଲାଟଫର୍ମ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ଉକ୍ତ ପ୍ଲାଟଫର୍ମରେ ସ୍ବାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି, ଯାହାକି ଦେଶର ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ସମ୍ପର୍କିତ ସେବା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?