ବାଣିଜ୍ୟ

୦ ରୁ ୧ କୋଟିର ଯାତ୍ରା! ଧନୀ ହେବାକୁ ଚାହୁଁଥିବା ସାଧାରଣ ଲୋକ ଆପଣାନ୍ତୁ ଏହି ସହଜ ଉପାୟ, ବଦଳିଯିବ ଭାଗ୍ୟ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହେବାକୁ ଚାହାନ୍ତି। ଯଦି ଆପଣଙ୍କର ସେଭଳି କିଛି ସ୍ବପ୍ନ ଅଛି ଏବଂ ସେଥିପାଇଁ ଆପଣ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ପାଖରେ ଅଧିକ ଦରମାର ଚାକିରି ନାହିଁ, ତେବେ ଏହି ଖବରଟି ଆପଣଙ୍କ...

ଟାଟା ଗ୍ରୁପର ଆଉ ଏକ କମ୍ପାନୀ ଶେୟାର ବଜାରରେ ବଡ଼ ଧମାକା କରିବାକୁ ପ୍ରସ୍ତୁତ

ମୁମ୍ବାଇ,୬।୮: ଟାଟା ଗ୍ରୁପର ମୁଖ୍ୟ ନନ୍-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି) ଟାଟା କ୍ୟାପିଟାଲ ଚଳିତ ବର୍ଷର ସବୁଠାରୁ ବଡ଼ ଆରମ୍ଭିକ ସାର୍ବଜନୀକ ନିର୍ଗମ (ଆଇପିଓ) ପାଇଁ ପ୍ରସ୍ତୁତ ହେଉଛି। କମ୍ପାନୀ ସୋମବାର ଭାରତୀୟ ପୁଞ୍ଜିବଜାର ନିୟାମକ ସଂସ୍ଥା ସେବି (SEBI)...

UPIର ନୂଆ ରେକର୍ଡ: ଗୋଟିଏ ଦିନରେ ୭୦ କୋଟି ଟଙ୍କା କାରବାର

ନୂଆଦିଲ୍ଲୀ,୬।୮: ଭାରତରେ UPIର ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। ୨୦୨୪ ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ ୩୪୧.୨ ନିୟୁତ ଥିଲା, କିନ୍ତୁ ଭାରତରେ,...

ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌ କଲା ହ୍ବାଟ୍ସଆପ, କାରଣ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୬।୮: ମେଟା-ମାଲିକାନାଧୀନ ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଆପ ଜୁନ ୨୦୨୫ରେ ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ସସପେଣ୍ଡ କରିଥିଲା। ପ୍ଲାଟଫର୍ମରେ ଅପବ୍ୟବହାର ରୋକିବା ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ମିଡିଆ ରିପୋର୍ଟ...

ଜବରଦସ୍ତ ଯୋଜନା: ମାସକୁ ମିଳିବ ୨୦ ହଜାର ଟଙ୍କା, କରିବାକୁ ହେବ ଏତିକି ନିବେଶ…

ନୂଆଦିଲ୍ଲୀ,୫।୮: ଯଦି ଆପଣ କିମ୍ବା ଆପଣଙ୍କ ପିତାମାତା ଅବସର ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ଏବଂ ନିବେଶ ସମ୍ପୂର୍ଣ୍ଣ ନିରାପଦ ରହି ଭଲ ରିଟର୍ନ ମିଳିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ସିନିୟର ସିଟିଜନ ସେଭିଂସ ସ୍କିମ (SCSS) ଆପଣଙ୍କ...

ଇଡି ଅଫିସ୍‌ରେ ଅନିଲ ଅମ୍ବାନୀ: ୧୭୦୦୦ କୋଟି ଟଙ୍କାର ଋଣ ଠକେଇର ଦେବେ ଜବାବ

ନୂଆଦିଲ୍ଲୀ,୫।୭: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ୧୭୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସମ୍ପର୍କରେ ପଚରାଉଚରା କରାଯିବ। ଇଡିର କଥିତ ମନି ଲଣ୍ଡରିଂ ତଦନ୍ତ ଅଧୀନରେ ଅନିଲଙ୍କୁ...

ଭାରତରେ ଶୀଘ୍ର ଆରମ୍ଭ ହେବ ଷ୍ଟାରଲିଙ୍କ ସେବା: ଜାଣନ୍ତୁ ମାସିକ ପ୍ଲାନ, ମୂଲ୍ୟ

ନୂଆଦିଲ୍ଲୀ,୩।୮: ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି, ଯାହା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗୀକରଣରେ ନୂଆ ଅଧ୍ୟାୟ ଆରମ୍ଭ କରିବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର...

୧ ଟଙ୍କାରେ ୩୦ ଦିନ ଯାଏ ୨ ଜିବି ଡାଟା, ଅସୀମିତ ମାଗଣା କଲିଂ…ଏହି ଟେଲିକମ୍‌ କମ୍ପାନୀ ଆଣିଲା ଜବରଦସ୍ତ ଅଫର…

ନୂଆଦିଲ୍ଲୀ,୧।୮: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧...

ଆଜିଠୁ ପରିବର୍ତ୍ତନ ହେଲା ଏସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ,୧।୮: ଅଗଷ୍ଟ ୨୦୨୫ ଆରମ୍ଭ ସହିତ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ UPI କାରବାର, LPG ସିଲିଣ୍ଡର ମୂଲ୍ୟ ଏବଂ...

ବନ୍ଦ ହେବାକୁ ଯାଉଛି WhatsApp! ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ,୧।୮: ଯଦି ଆପଣ ନେଟିଭ ଆପ ମାଧ୍ୟମରେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମେଟା ଏହାର ସଦ୍ୟତମ ବିଟା ଅପଡେଟରେ ପ୍ରାୟ ନିଶ୍ଚିତ କରିଛି ଯେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ...

UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍‌ କରିନିଅନ୍ତୁ

ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ...

ଭାରତ ଉପରେ ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ଆପଲ ପାଇଁ ବଡ଼ ଝଟକା, ବଢିପାରେ ଆଇଫୋନ ମୂଲ୍ୟ

ଓ୍ବାଶିଂଟନ,୩୧।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ମଧ୍ୟରେ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଶିଳ୍ପ କ୍ଷେତ୍ରରେ ଚିନ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri