ଖଦିମେଳା ଆୟୋଜନ କରିବ କେଭିଆଇସି
ଭୁବନେଶ୍ୱର,୨୯।୧୨:ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା କେନ୍ଦ୍ର ସରକାରଙ୍କ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଗୁରୁବାର ଏକ ସମୀକ୍ଷା…
ବଜାରରେ ହିରୋର ନ୍ୟୁ କରିଜ୍ମା ଏକ୍ସଏମ୍ଆର୍
ଭୁବନେଶ୍ୱର,୨୯।୧୨:ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ବାଇକ ‘କରିଜ୍ମା ଏକ୍ସଏମ୍ଆର୍’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଅରୁନ୍ଧତୀ ମୋଟୋବାଇକ୍ସ ଲୁଇସ୍ରୋଡ୍ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ…
ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ
ଭୁବନେଶ୍ୱର,୨୯।୧୨:ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ ‘ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରୂପେ ନେଟ୍ୱର୍କରେ ଭାରତର ପ୍ରଥମ କର୍ପୋରେଟ୍ କ୍ରେଡିଟ୍ କାର୍ଡ ‘ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏପରିକି କର୍ପୋରେଟ୍ କ୍ରେଡିଟ୍ କାର୍ଡ ସହ…
ଟିପିସିଓଡିଏଲ୍ ପକ୍ଷରୁ ନୂତନ ପ୍ରକଳ୍ପର ଶିଳାନ୍ୟାସ
ଭୁବନେଶ୍ୱର,୨୯।୧୨:ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ର ନୂତନ ପ୍ରକଳ୍ପ କଟକ ୪୨ମୌଜାସ୍ଥିତ ବରାଳଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି କଟକ ୪୨ ମୌଜାସ୍ଥିତ ବରାଳଠାରେ…
ବିଶ୍ୱର ବଡ଼ ଇନୋଭେଶନ କେନ୍ଦ୍ର ପାଲଟିବ ଭାରତ
ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ସର୍ବବୃହତ୍ ଟେଲିକମ୍ କମ୍ପାନୀ ଜିଓ ଆଇଆଇଟି,ବମ୍ବେ ସହ ମିଶି ‘ଭାରତ ଜିପିଟି’ ପ୍ରୋଗାମ ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି ବୋଲି ରିଲାଏନ୍ସ ଜିଓ ଇନ୍ଫୋକମ୍ର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଆଇଆଇଟି,ବମ୍ବେର ବାର୍ଷିକ ଟେକ୍ ଫେଷ୍ଟ କାର୍ଯ୍ୟକ୍ରମରେ…
ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର, ୨୯।୧୨:କ୍ରମାଗତ ୫ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର…
ରସୁଲଗଡ଼ରେ ଶ୍ରୀଲେଦର୍ସର ସର୍ବବୃହତ୍ ଆଉଟ୍ଲେଟ୍
ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ଅଗ୍ରଣୀ ଫୁଟ୍ୱେର୍ ବ୍ରାଣ୍ଡ ‘ଶ୍ରୀଲେଦର୍ସ’ର ସର୍ବବୃହତ୍ ଆଉଟ୍ଲେଟ୍ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡ଼ିଶା ବିଜ୍ନେସ୍ ସେଣ୍ଟରର ତଳ ମହଲାରେ ଉଦ୍ଘାଟିତ ହୋଇଯାଇଛି। ୮୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍ରେ ବିଶ୍ୱସ୍ତରୀୟ ଫୁଟ୍ୱେର୍, ବିଭିନ୍ନ…
ବିନା ସ୍କାନରେ ହେବ ୟୁପିଆଇ ପେମେଣ୍ଟ, ଜାଣନ୍ତୁ କେଉଁମାନେ ପାଇବେ ଏହାର ସୁବିଧା
ନୂଆଦିଲ୍ଲୀ,୨୮।୧୨: ୟୁପିଆଇ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପାରିଛି । ଛୋଟ କ୍ରୟ ଠାରୁ ବଡ ଦେୟ ପର୍ଯ୍ୟନ୍ତ, ଲୋକମାନେ ୟୁପିଆଇ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହା କେବଳ ନଗଦ ଉପରେ ଲୋକଙ୍କ ନିର୍ଭରଶୀଳତାକୁ ହ୍ରାସ କରିନାହିଁ ବରଂ…
ଜନ ଧନ ଯୋଜନାରେ ୧୦ କୋଟି ଆକାଉଣ୍ଟ ଇନଆକ୍ଟିଭ, ଅଧାରୁ ଅଧିକ ରହିଛି ମହିଳାଙ୍କର…
ନୂଆଦିଲ୍ଲୀ,୨୮।୧୨ : କେନ୍ଦ୍ର ସରକାର ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଦ୍ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ହେଉଛି ଏହିପରି ଏକ ଯୋଜନା, ଯାହା ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା…
କିଛି ନ କରି ବି ୮୩୦୦ କୋଟି ରୋଜଗାର କରିବେ ଏହି ଧନକୁବେର, ଦେବେ ୧୬୦୦ କୋଟି ଟିକସ…
ଓ୍ବାଶିଂଟନ,୨୮।୧୨ : ଜଣେ ସାଧାରଣ ବ୍ୟକ୍ତିଙ୍କୁ ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଏଥି ସହିତ, କିଛି ଲୋକ ଅଛନ୍ତି ଯେଉଁମାନେ କିଛି ନ କରି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି। ଏହି ଲୋକମାନଙ୍କ ମଧ୍ୟରୁ…
ଦିଭିସା ହର୍ବାଲ୍ସ ପକ୍ଷରୁ ଖ୍ରୀଷ୍ଟମାସ୍ ପାଳିତ
ଭୁବନେଶ୍ୱର,୨୮।୧୨: ହର୍ବାଲ ହେଲ୍ଥକେୟାର ୟୁନିଟ୍ (କମ୍ପାନୀ) ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଖ୍ରୀଷ୍ଟମାସ୍ ସମାରୋହ ନିକଟରେ ପାଳିତ ହୋଇଯାଇଛି। କମ୍ପାନୀର ମୁଖ୍ୟାଳୟ ଚଣ୍ଡିଗଡ଼ଠାରେ ଉକ୍ତ ଉତ୍ସବ ଧୁମଧାମରେ ଉଭୟ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ମିଳିତ ଭାବେ ପାଳନ କରିଥିଲେ।…
ଲାଲ୍ଚାନ୍ଦ୍ ଜୁଏଲର୍ସର ‘ଏଣ୍ଡ୍ ଅଫ୍ ଇୟର’ ଅଫର
ଭୁବନେଶ୍ୱର,୨୮।୧୨(ଅଭୟ ଦାଶ): ପୂର୍ବଭାରତର ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲ୍ଚାନ୍ଦ୍ ଜୁଏଲର୍ସର ‘ଏଣ୍ଡ୍ ଅଫ୍ ଇୟର’ ଅଫରର ଶୁଭାରମ୍ଭ ହୋଇଯାଇଛି। ୨୦୨୩କୁ ମେଲାଣି ଏବଂ ନବବର୍ଷ ୨୦୨୪କୁ ସ୍ବାଗତ ସହ ବର୍ଷପୂର୍ତ୍ତି ମଉଜକୁ ଦ୍ୱିଗୁଣିତ କରିବା ପାଇଁ ସୁନା, ରୁପା ଏବଂ ହୀରାର…
Archives


