‘କ୍ରେଡିଟ୍ କାର୍ଡ’ ଆଣିଲା ଏଲ୍ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ। ଏହାଛଡ଼ା…
ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି
ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ…
ଅରୁନ୍ଧତୀର ଗୋଲ୍ଡ ଏକ୍ସଚେଞ୍ଜ ମେଳା
ଭୁବନେଶ୍ୱର,୧୬।୧୨: ଓଡ଼ିଶାର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଗୋଲ୍ଡ ଏକ୍ସଚେଞ୍ଜ ମେଳା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁକୁ ଲକ୍ଷ୍ୟ ରଖାଯାଇ ଏହି ମେଳାର ଆୟୋଜନ ହୋଇଛି। ମେଳା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନାଗହଣା ବଖଫଭାଲ୍ୟୁ) ପାଇବା…
ଅଲ୍ ନ୍ୟୁ କିଆ ସୋନେଟ୍ର ଅନାବରଣ
ଭୁବନେଶ୍ୱର,୧୬।୧୨(ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ କିଆ ସୋନେଟ୍ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଉଦ୍ଭାବନ ସୋନେଟ୍ର ନୂତନ ଅବତାରକୁ ଭାରତ ବଜାରରେ…
ଓପିଜିସିକୁ ଶକ୍ତି ସଂରକ୍ଷଣ ପୁରସ୍କାର
ସମ୍ବଲପୁର,୧୬ା୧୨(ବି.ଶଙ୍କର): ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ (ଓପିଜିସି) ଲିମିଟେଡ ଶୁକ୍ରବାର ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ୧୦୦…
ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ
ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଏପରିକି ଜିଓ…
୨ମାସରେ ୨୫,୦୦୦ ଅଣ ଜିଏସ୍ଟି ସେଲ୍ର ପଞ୍ଜୀକୃତ
ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ ଜିଏସ୍ଟି ବିକ୍ରେତାଙ୍କ ସଫଳ ଅନ୍ବୋର୍ଡିଂ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ…
ଗ୍ରାହକଙ୍କୁ ଏସ୍ବିଆଇର ଝଟ୍କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା
ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ ଆଦି…
ଶେୟାର ବଜାରକୁ ପୁଣି ଫେରିଲା ଉତ୍ସାହ, ସର୍ବକାଳୀନ ସ୍ତରକୁ ଛୁଇଁଲା ସେନସେକ୍ସ-ନିଫ୍ଟି
ମୁମ୍ବାଇ, ୧୫।୧୨: ଶୁକ୍ରବାର ଶେୟାର ବଜାର କାରବାର ଆରମ୍ଭରୁ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ନୂଆ ଶିଖରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ପଲିସି ବୈଠକ ପରେ ୨୦୨୪ ମାର୍ଚ୍ଚ ମାସରେ ସୁଧହାର କମାଇବା ସମ୍ଭାବନା ଥିବା ଜଣା…
ଟାଟା ଷ୍ଟିଲ୍ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
ଭୁବନେଶ୍ୱର,୧୫।୧୨:ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ସ ଡିଭିଜନ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଶୀତର ପ୍ରଭାବ ଅନୁଭୂତ ହେବାରୁ ସ୍କୁଲ ପିଲାମାନଙ୍କୁ ଶୀତରୁ ସୁରକ୍ଷା ଦେବା ପାଇଁ ନିକଟରେ କର୍ମଚାରୀ ସ୍ବେଚ୍ଛାସେବିତା…
ଟାଲି ପ୍ରାଇମ୍ ୪.୦ ର ଶୁଭାରମ୍ଭ
ଭୁବନେଶ୍ୱର,୧୫।୧୨:ଟାଲି ସଲ୍ୟୁଶନ୍ସ ପକ୍ଷରୁ ଟାଲି ପ୍ରାଇମ୍ ୪.୦ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଆବଶ୍ୟକତା ପୂରଣ କରିବା ତଥା ବ୍ୟବସାୟୀ ଓ ବ୍ୟବହାରକାରୀମାନଙ୍କୁ ଅତୁଳନୀୟ ଏବଂ ଉନ୍ନତ ଅନୁଭୂତି ପ୍ରଦାନ…
ପିପିଟି ଜରିଆରେ ଊର୍ଜା ସଂରକ୍ଷଣ କରିବ ବେଦାନ୍ତ
ଭୁବନେଶ୍ୱର,୧୫।୧୨:ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୁମିନିୟମ ସ୍ମେଲଟରର ପଟ୍ର ଡିଜାଇନରେ ଏକ ନୂତନ ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପେଟଟେଡ ପଟିଲିଂ ଟେକ୍ନୋଲୋଜି…
Archives


