ବାଣିଜ୍ୟ

୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି…

ପ୍ରତି ମିନିଟରେ ୧,୨୪୪ ଅର୍ଡର ପୂରଣ କଲା ସ୍ବିଗି

ନୂଆଦିଲ୍ଲୀ,୨।୧: ନୂଆବର୍ଷ ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ଡିସେମ୍ବର ୩୧ରେ ଇ-କମର୍ସ କମ୍ପାନୀଗୁଡିକୁ ବମ୍ପର୍‌ ଅର୍ଡର ମିଳିଥିଲା। ଜୋମାଟୋ, ବ୍ଲିଙ୍କିଟ, ସ୍ବିଗି ଏବଂ ଫୁଡ ଇନଷ୍ଟାମାର୍ଟ ପରି କମ୍ପାନୀଗୁଡିକ ଏହି ଅର୍ଡରଗୁଡିକ ପୂରଣ କରିବାରେ ବ୍ୟସ୍ତ ଥିଲେ। ସ୍ବିଗି ପ୍ରତି ମିନିଟରେ ବିରିୟାନି…

୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ ସମାନ…

ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌) ଗାଡ଼ି ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀର ଗାଡ଼ି ବିକ୍ରି ସଂଖ୍ୟା ୨୦୨୨ର ସମାନ ଅବଧି…

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୯ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ଅଶୋକ କେଏମ୍‌ବିର ନୂଆ ଏମ୍‌ଡି

ନୂଆଦିଲ୍ଲୀ,୨।୧: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ (କେଏମ୍‌ବି)ର ନୂଆ ଏମ୍‌ଡି ତଥା ସିଇଓ ଭାବେ ବରିଷ୍ଠ ବ୍ୟାଙ୍କର ଅଶୋକ ଭାସ୍‌ଓ୍ବାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଶୋକଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ସେ ଆସନ୍ତା ୩…

ଡିସେମ୍ବରରେ ଟାଟା ମୋଟର୍ସର ଘରୋଇ ବିକ୍ରି ୪% ବୃଦ୍ଧି

ନୂଆଦିଲ୍ଲୀ,୨।୧: ଟାଟା ମୋଟର୍ସର ମୋଟ ଘରୋଇ ବିକ୍ରି ବର୍ଷ ତୁଳନାରେ ୪% (ବାର୍ଷିକ ଭିତ୍ତିରେ)କୁ ବୃଦ୍ଧି ଘଟିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀ ମୋଟ ୭୬,୧୩୮ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୭୨,୯୯୭ ୟୁନିଟ୍‌ ଥିଲା ବୋଲି ସୋମବାର…

ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର

ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ ପରିମାଣରେ ପିଆଜ କ୍ରୟ କରୁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ବଫର…

ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦ ବ୍ୟାଙ୍କ ନୋଟ୍ ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା ଡିସେମ୍ବର…

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ ଏବଂ…

ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ

ଭୁବନେଶ୍ୱର,୧।୧: ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି ଜିଏସ୍‌ଟି ସଂଗ୍ରହ। ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଡିସେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଚଳିତବର୍ଷ ନଭେମ୍ବର…

ଆଦୌ ଡାଉନଲୋଡ୍‌ କରନ୍ତୁ ନାହିଁ ଏହିସବୁ ଆପ୍‌: ନରେତ୍‌ ଠକାମିର ହେବେ ଶିକାର

ସମୟ ସହିତ ସାଇବର ଅପରାଧର ପଦ୍ଧତି ମଧ୍ୟ ହାଇ-ଟେକ ହୋଇଯାଉଛି। ପୂର୍ବରୁ ସାଇବର ଠକମାନେ ଫୋନ କଲ କରି ଲୋକଙ୍କୁ ଠକୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ବହୁ ପରିମାଣରେ ଟେକ୍ନୋଲୋଜି ବ୍ୟବହାର କରି ଠକିବା ଆରମ୍ଭ କରିଦେଇଛନ୍ତି। ଜାଲ୍‌ ୟୁଆର୍‌ଏଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri