ବାଣିଜ୍ୟ

ନିବେଶ କଲେ କେତେ ବର୍ଷରେ ଆପଣଙ୍କ ଟଙ୍କା ହୋଇଯିବ ଡବଲ୍‌? ଜାଣନ୍ତୁ Rule Of 72, କରନ୍ତୁ ହିସାବ…

ନୂଆଦିଲ୍ଲୀ,୧୬।୧୧: ପ୍ରତ୍ୟେକ ନିବେଶକଙ୍କ ପ୍ରଥମ ପ୍ରଶ୍ନ ହେଉଛି ଯେ “ମୋ ପଇସା କେତେ ବର୍ଷରେ ଦୁଇଗୁଣ ହେବ?” ଆପଣ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି), ମ୍ୟୁଚୁଅଲ୍ ଫଣ୍ଡ୍, ପି୨ପି ଲୋନ୍ ବା ଷ୍ଟକ୍ ମାର୍କେଟ୍ରେ ନିବେଶ କରନ୍ତୁ ନା କାହିଁକି, ରିଟର୍ଣ୍ଣର ଗଣନା…

ଭାରତୀୟ ମସଲା, ଚା’ ରପ୍ତାନୀକାରୀଙ୍କୁ ଆମେରିକାର ଆଶ୍ୱସ୍ତି

ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍‌ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ…

ନକଲି ନୁହେଁ ତ ଆପଣଙ୍କ ଜୁଏଲାରୀରେ ଥିବା ହଲମାର୍କ? ଘରେ ବସି ଏଭଳି କରିପାରିବେ ଚେକ୍‌…

ନୂଆଦିଲ୍ଲୀ,୧୬।୧୧: ଉତ୍ସବ ଋତୁରେ ସୁନାର ଚାହିଦା ବଢ଼ିଯାଏ ଏବଂ ଦୀପାବଳି, ଧନତେରସ ଭଳି ଅବସରରେ ସୁନା-ରୁପା କିଣାକିଣି ଶୁଭ ମାନାଯାଏ। କିନ୍ତୁ ବଢୁଥିବା ଚାହିଦା ସହିତ ବଜାରରେ ଅନେକ ଥର ନକଲି ଉତ୍ପାଦ ବିକ୍ରି ହେବାକୁ ଲାଗେ। ଏହି ନକଲି ଜୁଏଲରୀ…

୧,୨,୩ ନା ୫ ବର୍ଷ ପାଇଁ କରିବେ FD? ଜାଣନ୍ତୁ କେଉଁଟି ଅଧିକ ଲାଭଦାୟକ, ବୁଝନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୧୪।୧୧: ଦେଶବ୍ୟାପୀ ନିବେଶକାରୀଙ୍କ ମଧ୍ୟରେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି)ର କ୍ରେଜ୍ ରହିଛି।  ଏହାର କାରଣ ହେଉଛି ବ୍ୟାଙ୍କ ଏଫ୍‌ଡି ନିବେଶକାରୀଙ୍କୁ ସୁରକ୍ଷିତ ନିବେଶ ସହିତ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ଦେଇଥାଏ। ତେଣୁ ଛୋଟଠାରୁ ବଡ଼ ନିବେଶକ ନିଜ ସଞ୍ଚୟ ଅନୁଯାୟୀ ଏଫ୍‌ଡିରେ…

ଡ୍ରାଇଭିଂ ଲାଇସେନ୍ସ Expire ହୋଇ ଯାଇଛି କି? ଫଟାଫଟ ଅନଲାଇନରେ ଏମିତି କରନ୍ତୁ ରିନ୍ୟୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧୧: ଭାରତରେ ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବା ଆଇନଗତ ଅପରାଧ। ଡ୍ରାଇଭିଂ ଲାଇସେନ୍ସ ହିଁ ଆପଣଙ୍କୁ ରାସ୍ତାରେ ଯେକୌଣସି ଯାନ ଚଳାଇବାର ଅଧିକାର ଦେଇଥାଏ। ତେଣୁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍। ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସର ବୈଧତା…

ପ୍ରମୁଖ ଉତ୍ପାଦନ କ୍ଷେତ୍ର ଉପରେ ବୋଝ କମ କରିବା ପାଇଁ ୧୪ଟି ଗୁଣବତ୍ତା ମାନଦଣ୍ଡକୁ ବାତିଲ କଲେ ସରକାର

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି। ଏହି ନିଷ୍ପତ୍ତି ରସାୟନ, ପ୍ଲାଷ୍ଟିକ ଏବଂ ବୟନ ଶିଳ୍ପକୁ…

Post Officeର ଏହି ସ୍କିମ୍‌ କରିଦେବ ମାଲାମାଲ: ହୋଇଯିବେ ଲକ୍ଷପତି

ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରର ଉତ୍ଥାନ-ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି, ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ ବରଂ ଏକ ସ୍ଥିର ଏବଂ ଦୃଢ଼ ରିଟର୍ଣ୍ଣ ମଧ୍ୟ ପ୍ରଦାନ କରେ।…

ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା?

ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭାରତର…

ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ

ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍‌ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି। ରିପୋର୍ଟ…

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଆଜିର ‘ଜେନ୍-ଜି’ ଏବଂ ‘ମିଲେନିଆଲ୍ସ’ ଯୁବପିଢ଼ିଙ୍କ ଜୀବନଶୈଳୀ ସମୃଦ୍ଧ…

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ କେବଳ ସାତ ଜଣ କୋଟିପତି…

ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ପେନସନ କରିବା ପାଇଁ ନଭେମ୍ବର ୩୦ ସୁଦ୍ଧା କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୧।୧୧: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ନିୟମ ସଂଶୋଧନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଯଦି ଉଭୟ ପିତାମାତା ୭୫% ବର୍ଦ୍ଧିତ ପେନସନ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରତିବର୍ଷ ଏକ ଲାଇଫ୍‌ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri