ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୭।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ…
ଟାଟା ଷ୍ଟିଲ୍କୁ ୱାର୍ଲଡ୍ ୱାଟର ଆୱାର୍ଡ
ଭୁବନେଶ୍ୱର, ୭।୨: ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି)କୁ ନିକଟରେ ଏକ ସମ୍ମାନଜନକ ମାନ୍ୟତା ସହ ପୁରସ୍କୃତ କରାଯାଇଛି। ବିଶେଷକରି ଜଳ ପରିଚାଳନା ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ତା’ର ପରିଚାଳନାରେ ଦୀର୍ଘ ସ୍ଥାୟିତ୍ୱକୁ ତ୍ୱରାନ୍ବିତ କରିବା…
ଆଜିଠାରୁ ଓଡ଼ିଶା ଟ୍ରାଭେଲ ବଜାର
ଭୁବନେଶ୍ୱର ,୭।୨ ( ଅଭୟ ଦାଶ): ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଏକ ୩ଦିନିଆ ପ୍ରଦର୍ଶନୀ ତଥା ୫ମ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି) ପୁରୀ…
କାଗଜ ନୋଟ ବଦଳିବ, ଆସିବ କି ପ୍ଲାଷ୍ଟିକ ନୋଟ: ଅର୍ଥମନ୍ତ୍ରଣାଳୟ ଦେଲେ ଉତ୍ତର…
ନୂଆଦିଲ୍ଲୀ,୬।୨ : ସରକାର କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ଆଣିବା ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଭାରତୀୟ ବ୍ୟାଙ୍କ ନୋଟର ସ୍ଥିରତା…
Paytm Crisis: କିଭଳି ବନ୍ଦ କରିବେ ନିଜର ପେଟିଏମ୍ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଉପାୟ…
ନୂଆଦିଲ୍ଲୀ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ର ଅଡ଼ୁଆ ବଢ଼ିବାରେ ଲାଗିଛି। ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍କୁ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ସାଧନ, ଓ୍ବାଲେଟ୍ ଏବଂ ଫାଷ୍ଟଟ୍ୟାଗ୍ରେ ଫେବୃଆରୀ ୨୯ ୨୦୨୪ ଠାରୁ ଟପ୍ଅପ୍ ସ୍ବୀକାର ନକରିବାକୁ ନିର୍ଦ୍ଦେଶ…
ଆଧାର-ପ୍ୟାନ୍ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ
ନୂଆଦିଲ୍ଲୀ,୬।୨: ଭାରତ ସରକାର ଆଧାର ସହିତ ପ୍ୟାନ୍ କାର୍ଡର ବିଳମ୍ବ ସଂଯୋଗରୁ ୬୦୦କୋଟିରୁ ଅଧିକ ଟଙ୍କାର ରାଜସ୍ବ ଜରିମାନା ଆକାରରେ ସଂଗ୍ରହ କରିଛନ୍ତି। ଏପରିକି ଦେଶର ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଜଡିତ ହୋଇନାହିଁ…
କୁଜିବରଠାରେ ବିଏମ୍ଏସ୍ର ମେଗା ହାଉସିଂ ପ୍ରକଳ୍ପ
ଭୁବନେଶ୍ୱର,୬।୨: ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ମେଗା ହାଉସିଂ ପ୍ରକଳ୍ପ କଟକର ଚୌଦ୍ୱାରସ୍ଥିତ କୁଜିବରଠାରେ ଉଦ୍ଘାଟିତ ହୋଇଯାଇଛି ା ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର…
ସର୍ବବୃହତ୍ ଆଇପିଓ ଆଣିପାରେ ହ୍ୟୁଣ୍ଡାଇ
ନୂଆଦିଲ୍ଲୀ,୬।୨: ଅନ୍ତରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର କୋ.ର ଭାରତ ୟୁନିଟ (ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ବା ଏଚ୍ଏମ୍ଆଇଏଲ୍) ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସର୍ବବୃହତ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା…
Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…
ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି…
Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ
ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ ଚର୍ଚ୍ଚାରେ ରହିଛି ପେଟିଏମ୍ । ୩୦ କୋଟିରୁ ଅଧିକ ପେଟିଏମ୍ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ…
ବିଓଏମ୍ର ତ୍ରୈମାସିକ ଆର୍ଥିକ ଫଳାଫଳ
ଭୁବନେଶ୍ୱର,୬।୨: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଥିଲା। ଏପରିକି ରାଷ୍ଟ୍ରାୟତ୍ତ…
ବିଏମ୍ସି ପକ୍ଷରୁ ବିଶ୍ୱ କର୍କଟ ଦିବସ
ଭୁବନେଶ୍ୱର,୬।୨: ବାଲକୋ ମେଡିକାଲ ସେଣ୍ଟର (ବିଏମସି) ପକ୍ଷରୁ ବିଶ୍ୱ କର୍କଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ନିର୍ମାତା ହୋଇଥିଲାବେଳେ ଉତମ ସ୍ବାସ୍ଥ୍ୟସେବା ତଥା କ୍ୟାନସର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଛତିଶଗଡର…
Archives


