ଆଜି ସରିବ କଲ୍ୟାଣ ଏଣ୍ଡ ଅଫ୍ ଇୟର ସେଲ୍
ଭୁବନେଶ୍ୱର, ୭।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍ ଇୟର ସେଲ୍’ ଆନୁଷ୍ଠାନିକ ଭାବେ ରବିବାର ଶେଷ ହେଉଛି। ଏହା ପୂର୍ବରୁ ଗ୍ରାହକଙ୍କ ଚାହିଦା ଓ କାରବାରକୁ ଆଖି ଆଗରେ ରଖି କଲ୍ୟାଣ...
ନୂତନ ଏଣ୍ଡେଭର୍ ସହିତ ଭାରତ ବଜାରରେ ପ୍ରତ୍ୟାବର୍ତ୍ତନ କରିପାରେ ଫୋର୍ଡ
ନୂଆଦିଲ୍ଲୀ,୬ା୧: ନୂତନ ଏଣ୍ଡେଭର୍ କାର୍ ସହିତ ଭାରତୀୟ ବଜାରକୁ ପୁଣି ଫେରିବାକୁ ଚାହୁଁଛି ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଫୋର୍ଡ। ଏଥିପାଇଁ କମ୍ପାନୀ ଏହାର ଚେନ୍ନାଇ ପ୍ଲାଣ୍ଟରେ କାର୍ ନିର୍ମାଣ କରିବା ସହ ଆମଦାନୀ କରିବାକୁ ଲକ୍ଷ୍ୟ ରଖିଛି। ଟୋୟେଟା...
ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା
ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ...
Ram Mandir: ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ୪୩୦ ସହରରୁ ଚାଲିବ ୭୨ ଟ୍ରେନ…
ନୂଆଦିଲ୍ଲୀ,୬।୧ : ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଅଯୋଧ୍ୟା ପାଇଁ ରେଳବାଇ ଅନେକ ନୂତନ ଟ୍ରେନ ଆରମ୍ଭ କରିବାକୁ ଯାଉଛି। ଏଥିରେ...
ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍, ଆର୍ବିଆଇ କଲା ଘୋଷଣା…
ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍ରେ ଉପଲବ୍ଧ ହେଉଥିବା...
ଏହି ଦିନ ଚାଷୀଙ୍କ ଖାତାକୁ ଯିବ ୧୬ ତମ କିସ୍ତି, ଜାଣନ୍ତୁ କେଉଁମାନେ ପାଇପାରିବେନି ଲାଭ
ନୂଆଦିଲ୍ଲୀ,୬।୧: ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ସ୍କିମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ନେଉଛନ୍ତି।ଏହି ଯୋଜନା ଅଧୀନରେ ଭାରତ ସରକାର ଦେଶର ଆର୍ଥିକ ଦୁର୍ବଳ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ...
ସ୍କୋଡା ଅଟୋ ଇଣ୍ଡିଆର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୬।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ (୨୦୨୩-ବର୍ଷ)ରେ ଉଲ୍ଲେଖନୀୟ ସଫଳତା ହାସଲ ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ ବର୍ଷ ମଧ୍ୟରେ ବ୍ରାଣ୍ଡ୍ ୧ଲକ୍ଷରୁ ଅଧିକ କାର୍ ବିକ୍ରି...
ବେସିକ୍ କଷ୍ଟମ୍ ଡ୍ୟୁଟିର ଦୀର୍ଘକାଳୀନ ଛାଡ଼ ପ୍ରସ୍ତାବ
ନୂଆଦିଲ୍ଲୀ,୬।୧: ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ୨୦୨୪-୨୫ ବଜେଟ ପୂର୍ବରୁ କଞ୍ଚାମାଲର ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଶୁଦ୍ଧ ନିକେଲ ବ୍ୟତୀତ ଷ୍ଟେନ୍ଲେସ ଷ୍ଟିଲ୍ ସ୍କ୍ରାପ୍ ଏବଂ ଷ୍ଟିଲ୍ ସ୍କ୍ରାପ୍ ଉପରେ ଜିରୋ...
ୟୁପିଆଇ ଦେୟ ଉପରେ ଲାଗୁହେବ ଅତିରିକ୍ତ ଶୁକ୍ଳ
ଭୁବନେଶ୍ୱର,୬।୧,(ଅନୁରାଧା ମହାରଣା): ଖୁବ୍ ଶୀଘ୍ର ଦେଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଦେୟ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ। ଯଦିଓ ସମସ୍ତଙ୍କୁ ଏହି ଫି ଦେବାକୁ ପଡିବ ନାହିଁ ମାତ୍ର ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ଉକ୍ତ ଫି ଲାଗୁ କରିବାକୁ...
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୬।୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ...
ଏମ୍ସିଏଲ୍ର ବାର୍ଷିକ ଖଣି ସୁରକ୍ଷା ପକ୍ଷ
ତାଳଚେର,୬ା୧ (ମନୋଜ ନନ୍ଦ): ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇଥିଲା। ୨୦୨୪ ଜାନୁୟାରୀ...
ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି
ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): କ୍ରମାଗତ ଭାବେ ଭାରତର ଫରେକ୍ସ ରିଜର୍ଭ (ବୈଦେଶିକ ମୁଦ୍ରା ଭଣ୍ଡାର) ରେ ବୃଦ୍ଧି ଘଟି ଚାଲିଛି। ଏପରିକି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୨.୭୫୯ ବିଲିୟନ ଡଲାରକୁ ବୃଦ୍ଧି ପାଇ...
Archives


