ବାଣିଜ୍ୟ

ଓଡ଼ିଶା ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ସଟ୍‌ଗନ-୬୫୦ ସିସି

ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ୨ଚିକିଆ ପ୍ରିମିୟମ ଯାନ ତଥା ଗ୍ଲୋବାଲ ଲିଡର (ଦି ମିଡ୍‌ ସାଇଜ୍‌ ୨୫୦-୭୫୦ ସିସି ମୋଟରସାଇକେଲ ସେଗ୍‌ମେଣ୍ଟ) ମୋଟରସାଇକେଲ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ‘ସଟ୍‌ଗନ-୬୫୦’ ମଡେଲର ସର୍ବଭାରତୀୟ…

ପେଟିଏମ ପେମେଣ୍ଟ ବ୍ୟାଙ୍କ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ,୨୭।୨: ପେଟିଏମ ପେମେଣ୍ଟ ବ୍ୟାଙ୍କର ସହ-ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। One97 କମ୍ୟୁନିକେସନ ଲିମିଟେଡ ପେଟିଏମ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ଏହାର ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି, ଏହା ପରେ ବିଜୟ ଶେଖର…

ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଏସବୁ ଦିନ କରିହେବନାହିଁ  କୌଣସି ବ୍ୟାଙ୍କ କାମ 

ନୂଆଦିଲ୍ଲୀ,୨୬।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିବା ବେଳେ ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ରହିବି। ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା  ଅନେକ ପର୍ବର ଛୁଟି ବ୍ୟତୀତ…

ଆଇଆର୍‌ଇଡିଏ ସହ ପିଏନ୍‌ବିର ବୁଝାମଣା

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ସଂସ୍ଥା ତଥା ଇଣ୍ଡିଆନ୍‌ ରିନୁଏବୁଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆର୍‌ଇଡିଏ) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥା (ଆଇଆରଇଡିଏ ଏବଂ…

ଇଫ୍‌କୋକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା

ଭୁବନେଶ୍ୱର,୨୬।୨: ଭାରତୀୟ କୃଷକ ସାର ସମବାୟ (ଇଫ୍‌କୋ) ଲିମିଟେଡକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା ଦିଆଯାଇଛି। ଏପରିକି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଇଫ୍‌କୋ ବିଶ୍ୱର ଶ୍ରେଷ୍ଠ ୩୦୦ ସମବାୟ ସମିତି ମଧ୍ୟରେ ଏକ ନମ୍ବର ସମବାୟ…

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲର ସାମାଜିକ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ (ଟିଏସ୍‌ଏଫ୍‌) ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଟିଏସ୍‌ଏଫ୍‌ ପକ୍ଷରୁ ବ୍ରାହ୍ମଣୀପାଳଠାରେ ମା…

ଲୁଇ ଫିଲିପର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୨: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରିମିୟମ ପୁରୁଷ ପୋଷାକ ବ୍ରାଣ୍ଡ୍‌ ଲୁଇ ଫିଲିପର ବହୁ ପ୍ରତୀକ୍ଷିତ ତଥା କାରୁକାର୍ଯ୍ୟଭରା ବିବାହ ପୋଷାକର ବ୍ୟାପକ ରେଞ୍ଜ ‘ରୟାଲ ଇଣ୍ଡିଆନ୍‌ ୱେଡିଂ କଲେକ୍ସନ’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ…

ଓଡ଼ିଶାର ୫୭ ରେଳ ଷ୍ଟେଶନର ହେବ ପୁନଃବିକାଶ, ଆଜି ଭିସି ଜରିଆରେ ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ରାଷ୍ଟ୍ରର ଜୀବନରେଖା କୁହାଯାଉଥିବା ଭାରତୀୟ ରେଳପଥର ପ୍ରାୟ ୫୫୪ ରେଳ ଷ୍ଟେଶନର ପୁନଃବିକାଶ ସାଙ୍ଗକୁ ୧୫୦୦ ରେଳ ରୋଡ ଓଭର ବ୍ରିଜ ଏବଂ ଅଣ୍ଡରପାସ୍‌ର ଶିଳାନ୍ୟାସ ସହ ଉଦ୍‌ଘାଟନ ସୋମବାର ସାରା ଦେଶରେ ଅନୁଷ୍ଠିତ ହେବ। ଏହି…

ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ

ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଉପରେ ଦୀର୍ଘ ସମୟ ଧରି…

୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ(ଏମ୍‌ଇ ଓ ଏମ୍‌ସି) ଅନୁଷ୍ଠିତ ହୋଇଯାଇଛି। ୮୭ଟି ଖଣିକୁ ଏକତ୍ରିତକରି ଆଞ୍ଚଳିକ ଭୁବନେଶ୍ୱର କେନ୍ଦ୍ରର ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଅଧୀନରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍‌ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଡୁରିଆନ୍‌’ ପକ୍ଷରୁ ସ୍ବତନ୍ତ୍ର ଫର୍ନିଚର ଉପଲବ୍ଧ କରାଯାଉଛି। ସାରା ଦେଶରେ ଏହାର ୫୫ରୁ…

ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri