ଆରବିଆଇ କଟକଣା: ୩୦୦-୫୦୦ କୋଟି କ୍ଷତି ସହିବ ପେଟିଏମ୍
ନୂଆଦିଲ୍ଲୀ,୧ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଟକଣା ଲଗାଇବା ପରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ। ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୯ ତାରିଖ ପରେ କମ୍ପାନୀର ପ୍ରାୟ ସମସ୍ତ ସେବା ବନ୍ଦ ହୋଇଯିବ,...
1st February Rules Change: ବଜେଟ ପୂର୍ବରୁ ୫ ପରିବର୍ତ୍ତନ, ସାଧାରଣ ନାଗରିକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ…
ନୂଆଦିଲ୍ଲୀ,୧।୨ : ଗୁରୁବାର ଭାରତରେ ମଧ୍ୟବର୍ତ୍ତରକାଳୀନ ବଜେଟ ଉପସ୍ଥାପିତ ହେବ। ତେବେ ବଜେଟର ଉପସ୍ଥାପନା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ ଅପଡେଟ ଆସିଛି। ଯାହା ଫେବୃଆରୀ ୧ ରୁ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି...
Budget 2024: କ’ଣ ଏହି କାମଚଳା ବଜେଟ୍, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ...
ନିର୍ବାଚନ ପୂର୍ବରୁ ପାକିସ୍ତାନୀ ଜନତାଙ୍କ ଉପରେ ପେଟ୍ରୋଲ ବୋମା ମାଡ଼ କଲେ ସରକାର, ମହଙ୍ଗା ହେଲା ଇନ୍ଧନ…
ଇସଲାମାବାଦ,୧।୨ : ପାକିସ୍ତାନରେ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାର ଜନସାଧାରଣଙ୍କ ଉପରେ ପେଟ୍ରୋଲ ବୋମା ମାଡ କରିଛନ୍ତି। ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୩.୫୫ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ନୂତନ ମୂଲ୍ୟ...
ବଜେଟ ପୂର୍ବରୁ ଝଟକା: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…
ନୂଆଦିଲ୍ଲୀ,୧।୨ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ...
କିଟ୍ ଟିବିଆଇକୁ ଇନ୍କ୍ୟୁବେଟର ଅଫ୍ ଦି ଇୟର ସମ୍ମାନ
ଭୁବନେଶ୍ୱର,୧।୨: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍ ବା ଏମ୍ଏସ୍ଏମ୍ଇ) ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ବୁଧବାର ଷ୍ଟାର୍ଟଅପ୍ ଉତ୍ସବ-୨୦୨୪ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କିଟ୍...
ଡିକାର୍ବୋନାଇଜେଶନ ରଣନୀତି ଉପରେ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର,୧।୨: ଇଣ୍ଡିଆନ ଚ୍ୟାମ୍ବର ଅଫ୍ କମର୍ସ (ଆଇସିସି) ଓ ବସୁଧା ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିକାର୍ବୋନାଇଜେଶନ ରଣନୀତି ଉପରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହାକୁ ନେଇ ଏକ ଜାତୀୟ...
ରିଲାଏନ୍ସ ଜିଓର ସୁରକ୍ଷା ସଚେତନତା ଅଭିଯାନ
ଭୁବନେଶ୍ୱର,୧।୨: ରିଲାଏନ୍ସ ଜିଓ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ବିଭିନ୍ନ...
ନୁଭୋକୋ ଭିସ୍ତାସ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧।୨: ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି...
ବିଦ୍ୟୁତ୍ ଶୁଳ୍କ ନବଢ଼ାଇବାକୁ ଗ୍ରୀଡ୍କୋର ପ୍ରସ୍ତାବ
ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଓଡ଼ିଶା ବିିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ଜନଶୁଣାଣୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ବ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ୨୦୨୪-୨୫ ଆର୍ଥିକ ବର୍ଷ...
‘ଯକୃତରୋଗ ଦୂରକରେ ଗିଲୋୟ’
ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଗିଲୋୟ (ଟିନୋସପୋରା କର୍ଡିଫୋଲିଆ)ର ହେପାଟୋପ୍ରୋଟେକ୍ଟିଭ ବା ଯକୃତକୁ ସୁସ୍ଥ ରଖିବାର କ୍ଷମତା ଏବଂ ଅନ୍ୟାନ୍ୟ ଉପକାରିତାକୁ ୟୁକେ ପକ୍ଷରୁ ଗ୍ରହଣ କରାଯାଇଛିି। ୟୁକେର ପ୍ରସିଦ୍ଧ ଗବେଷଣା ପତ୍ରିକା ‘ଜର୍ନାଲ ଅଫ୍ ଦି ରୟାଲ ଫାର୍ମାସ୍ୟୁଟିକାଲ ସୋସାଇଟି ଅଫ୍...
ମୋବାଇଲର ଅନ୍ୟାନ୍ୟ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ
ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ମୋବାଇଲ ଫୋନ୍ ଉତ୍ପାଦନରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ ପାଇଛି। କଷ୍ଟମ ଡ୍ୟୁଟିରେ କେନ୍ଦ୍ର ସରକାର ୩ଟି ବର୍ଗରେ ବିଜ୍ଞପ୍ତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି।...
Archives


