ବାଣିଜ୍ୟ

ସରକାର କମାଇଲେ ଗ୍ୟାସ ଦର, ସିଏନଜି-ପିଏନଜି ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୩୧।୩: ରବିବାର କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ MBTU (ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ) ପ୍ରତି ୯.୮୭ ଡଲାରରେ…

ବିନା ଅନୁମତିରେ ବଡ଼ କମ୍ପାନୀରେ ଚଢ଼ାଉ କରିପାରିବେ ନାହିଁ ଜିଏସଟି ଅଧିକାରୀ, ଆସିଲା ନୂଆ ନିୟମ

ଭୁବନେଶ୍ୱର,୩୧।୩: ଜିଏସଟି ଆଞ୍ଚଳିକ ଅଧିକାରୀମାନଙ୍କୁ ବର୍ତ୍ତମାନ କୌଣସି ବଡ ଶିଳ୍ପ ଘର କିମ୍ବା ପ୍ରମୁଖ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ଆଞ୍ଚଳିକ ପ୍ରିନ୍ସିପାଲ୍ ମୁଖ୍ୟ କମିଶନରଙ୍କ ଅନୁମୋଦନ ନେବାକୁ ପଡିବ। ପ୍ରଥମ ଥର ପାଇଁ ସାମଗ୍ରୀ…

ନୀତିନ ଗଡକରୀଙ୍କ ଠାରୁ ୩ଗୁଣ ଅଧିକ ଧନୀ ସ୍ତ୍ରୀ କାଞ୍ଚନ, ରହିଛି ଏତେ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ନାଗପୁର ଲୋକ ସଭା ଆସନରୁ ଭାଜପା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟିକେଟ୍‌ ଦେଇଛି। ଗଡକରୀ ନାଗପୁର ୨ ୨ଥର ଏମପି ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନ ପାଇଁ ସେ ନିଜର ନାମାଙ୍କନ…

୪ର୍ଥ ତ୍ରୈମାସରେ ୮% ବଢ଼ିବ ଜିଡିପି

ଭୁବନେଶ୍ୱର,୩୧।୩(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଭିବୃଦ୍ଧି ଘଟୁଥିବା ବେଳେ ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଶେଷ ସୁଦ୍ଧା ଭାରତର ଜିଡିପି ୮%ରୁ ଅଧିକ ହେବ ବୋଲି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ…

ବ୍ୟାଙ୍କ ଅଫ୍‌ ବରୋଦାର ‘ବବ୍‌ ଆର୍ଥ ଗ୍ରୀନ୍‌’ ଡିପୋଜିଟ୍ସର ଶୁଭାରମ୍ଭ

ଭୁବନେଶ୍ୱର,୩୧।୩: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ନୂତନ ଯୋଜନା ‘ବବ୍‌ ଆର୍ଥ ଗ୍ରୀନ୍‌ ଟର୍ମ ଡିପୋଜିଟ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବବ୍‌ ଆର୍ଥ ଗ୍ରୀନ୍‌ ଟର୍ମ ଡିପୋଜିଟ୍‌ ଜମାକାରୀଙ୍କୁ ବିଭିନ୍ନ ସମୟରେ ଆକର୍ଷଣୀୟ ସୁଧ ହାର ପ୍ରଦାନ କରିଥାଏ। ଏପରିକି ବ୍ୟାଙ୍କ ୭.୧୫%…

ହ୍ୟାଣ୍ଡ୍‌ଲୁମ ଆଣ୍ଡ୍‌ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ଅବଧି ବୃଦ୍ଧି

ଭୁବନେଶ୍ୱର,୩୧।୩ (ଅଭୟ ଦାଶ): ଭୁବନେଶ୍ୱରର ପାଣିପାଗ ଭଲ ସାଙ୍ଗକୁ ପିଲାଙ୍କ ପରୀକ୍ଷା ମଧ୍ୟ ନିକଟରେ ଶେଷ ହୋଇଯାଇଛି। ଏପରିକି ଦିନକୁ ଦିନକୁ ସହରର ତାପମାତ୍ରା ବୃଦ୍ଧି ପାଇବାରୁ ସନ୍ଧ୍ୟା ସମୟରେ ପ୍ରଦର୍ଶନୀରେ ଭିଡ଼ ବଢୁଛି। ଫଳରେ କାରବାର ମଧ୍ୟ ଆଶାଠାରୁ ଅଧିକ…

ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୩୧।୩: ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ ଆଇବିୟୁ-ଗିଫ୍ଟ ସିଟିରେ ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଡିଜିଟାଲ ଆମେରିକୀୟ ଡଲାର ମିଆଦୀ ଜମା ଖାତା ଖୋଲିବା ଆରମ୍ଭ ହୋଇଛି। ଏହା ସହ ପ୍ରଥମ ବ୍ୟାଙ୍କ…

ମନୋହର ଖଟ୍ଟର-ଶିବରାଜ-ବୋମ୍ମାଇ ଭାଜପାର ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍‌, ଜାଣନ୍ତୁ କିଏ ସବୁଠାରୁ ଅଧିକ ଧନୀ

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ୭ଟି ପର୍ଯ୍ୟାୟ ଦେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟରୟରେ ଭୋଟିଂ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧିନ ମେଣ୍ଟ ଏନଡିଏ ୪୦୦ ପାର୍‌ର ନାରା ଦେଇ…

୩୧ରେ ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍‌ ‘ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି କର୍କଟ ସଚେତନତା ପାଇଁ ବିଏମ୍‌ସି…

ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌…

ଏଚ୍‌ଏମ୍‌ଆଇଏଫ୍‌ର ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’

ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍‌ଏମ୍‌ଆଇଏଫ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍‌ ହୋପ୍‌-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌,ଇଣ୍ଡିଆନ କାଉନସିଲ…

ଗହମ କଳାବଜାର, ମୂଲ୍ୟବୃଦ୍ଧିରେ ଲାଗିବ ରୋକ୍‌

ଭୁବନେଶ୍ୱର,୩୦।୩(ଅନୁରାଧା ମହାରଣା): ଗହମର ମୂଲ୍ୟବୃଦ୍ଧି କିମ୍ବା କଳାବଜାର ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗହମ ଷ୍ଟକ୍‌ ଘୋଷଣା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସରକାର ପୂର୍ବରୁ ଗହମ ଉପରେ ଏକ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଥିଲେ। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri