ବାଣିଜ୍ୟ

ଆର୍‌ବିଆଇର ନୂତନ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଲଗ୍‌ଇନ୍‌ କରିହେବ। ସେହିପରି…

ବଢିଲା ଆଳୁ-ପିଆଜ-ଟମାଟୋ ଦର

ନୂଆଦିଲ୍ଲୀ,୫।୪: ହୁ ହୁ ହୋଇ ବଢୁଛି ପରିବା ଦାମ୍‌। ସେଥିରେ ଆଳୁ, ପିଆଜ ଓ ଟମାଟୋରେ ଲାଗୁନି ଲଗାମ। ସେଥିପାଇଁ ମାର୍ଚ୍ଚ ମାସରେ ଭେଜ୍‌(ନିରାମିଷ) ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି ପାଇଥିବାରୁ…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ଋଣ ଏବଂ ଜମା ଉପରେ ସୁଧ ହାରରେ ହେବନି ପରିବର୍ତ୍ତନ

ମୁମ୍ବାଇ, ୫।୪: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ଉପରେ ଏହାର ଧ୍ୟାନ ରହିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରମୁଖ ରେପୋ ହାରକୁ ୬.୫୦% ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।…

ସିଆଇଓର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା କାଉନସିଲ ଫର ଇନ୍‌ସ୍ୟୁରାନ୍ସ ଅମ୍ବୁଡ୍‌ସମ୍ୟାନ ବା ସିଆଇଓ (ବୀମା ଲୋକପାଳ ପରିଷଦ)ର ବାର୍ଷିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ) ମଧ୍ୟରେ ସିଆଇଓ ଉଲ୍ଲେଖନୀୟ…

ମହିନ୍ଦ୍ରା ନ୍ୟୁ ଏସ୍‌ୟୁଭି ମଡେଲର ନାମ ଉନ୍ମୋଚିତ, ୨୯ରେ ଓ୍ବାର୍ଲଡ ପ୍ରିମିୟର

ଭୁବନେଶ୍ୱର,୫।୪ (ଅଭୟ ଦାଶ); ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଏସୟୁଭି ମଡେଲ ନାମ ନିକଟରେ ଉନ୍ମୋଚିତ ବା ଅନାବରଣ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଲ ନ୍ୟୁ ଏସୟୁଭି ‘ଏକ୍ସୟୁଭି ୩…

ମାର୍ଚ୍ଚରେ ହୋଣ୍ଡାର ୭୦୭୧ ୟୁନିଟ୍‌ ଯାନ ବିକ୍ରି

ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ)ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୪ ମାର୍ଚ୍ଚରେ ହୋଣ୍ଡାର ମୋଟ ଘରୋଇ ବିକ୍ରି ୭୦୭୧…

ୟୁବିଆଇ ବ୍ରହ୍ମପୁର କ୍ଷେତ୍ରର ନୂଆ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୫।୪: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ୟୁବିଆଇ ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ବଂଶୀଧର ତ୍ରିପାଠୀ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କାନପୁର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବିଶେଷ…

୪ ଦିନରେ ୨୩,୦୦୦ ଆୟକର ରିଟର୍ନ, ପୋର୍ଟାଲରେ ଆଇଟିଆର ଫର୍ମ ଉପଲବ୍ଧ

ଭୁବନେଶ୍ୱର,୫।୪(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ଆୟକର ବିଭାଗ…

ଜାପାନ, କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଭାରତରେ ସର୍ବାଧିକ ବିକ୍ରି ହେଲା ଟାଟା ନେକ୍ସନ୍

ଭୁବନେଶ୍ୱର, ୪।୪: କ୍ରମାଗତ ତୃତୀୟ ବର୍ଷ ପାଇଁ ଟାଟା ନେକ୍ସନ୍ ଭାରତରେ ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ଭାବରେ ଉଭା ହୋଇଛି ଏବଂ ଏହାର ଜାପାନ ଏବଂ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆର୍ଥିକ ବର୍ଷ ୨୦୨୪ରେ ପଛରେ ପକାଇଛି। ସେପ୍ଟେମ୍ବର ୨୦୨୩ ରେ…

ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ…

ପ୍ରଥମ ଥର ୭୦ ହଜାର ପାର କଲା ସୁନା ମୂଲ୍ୟ, ରୂପ ୮୦ ହଜାର ନିକଟତର 

ନୂଆଦିଲ୍ଲୀ, ୪।୪: ସୁନା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ…

ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୪।୪: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୦୨୪ ଜାନୁଆରୀରେ ସର୍ବାଧିକ ମୋବାଇଲ ଗ୍ରାହକ ସଂଯୋଗ ଉଭୟ ଜାତୀୟ ଓ ଓଡ଼ିଶା ବଜାରରେ ଏକ ନମ୍ବର ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି। ଉଲ୍ଲେଖଯୋଗ୍ୟ,ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri