ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ
ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍ ବ୍ରାଣ୍ଡ୍ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାମସେଦପୁରର ବିଷ୍ଟୁପୁର ରୋଡଠାେରେ ଅବସ୍ଥିତ ଶ୍ରୀଲେଦର୍ସର ଗ୍ରାଣ୍ଡ୍ ଶୋ’ରୁମ୍ ମୁଖ୍ୟ…
ଶପର୍ସ ଷ୍ଟପ୍ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା
ଭୁବନେଶ୍ୱର,୨୨ା୪: ଆକ୍ସିସ୍ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ ଅଭିନବ କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ‘ଆକ୍ସିସ୍ ବ୍ୟାଙ୍କ ଶପର୍ସ ଷ୍ଟପ୍ କ୍ରେଡିଟ୍ କାର୍ଡ’ର…
ଉତ୍କଳ ହସ୍ପିଟାଲରେ ବିଶ୍ୱ ଯକୃତ୍ ଦିବସ
ଭୁବନେଶ୍ୱର,୨୨ା୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲ ପରିସରରେ ବିଶ୍ୱ ଯକୃତ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରେସିଡେନ୍ଟ ଏଡିଟର ଶିବ କୁମାର ମହାନ୍ତି, ଡିଏମ୍ଇଟି…
ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର
ଭୁବନେଶ୍ୱର,୨୨ା୪((ଅନୁରାଧା ମହାରଣା): ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଛି। ଏଣିକି ପାଣି ବୋତଲ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ…
ଆଶାଠାରୁ ଅଧିକ କାରବାର: ୬୦ ଦିନରେ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’
ଭୁବନେଶ୍ୱର,୨୨ା୪:(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ହରିୟାଣାର କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ ଆୟୋଜିତ ହେଉଛି। ଏପରିକି ଚଳିତ ବର୍ଷ ଏହି ପ୍ରଦର୍ଶନୀ…
ଆର୍ଥିକ ବର୍ଷ ୨୪ରେ ୧୮% ବୃଦ୍ଧି ସହ ୧୯.୫୮ ଲକ୍ଷ କୋଟି ପ୍ରତ୍ୟକ୍ଷ କର ସଂଗ୍ରହ
ନୂଆଦିଲ୍ଲୀ,୨୧।୪: ଭାରତର ପ୍ରତ୍ୟକ୍ଷ କର ସଂଗ୍ରହରେ ବଡ଼ ଅଭିବୃଦ୍ଧି ରେକର୍ଡ ହୋଇଛି। ବାର୍ଷିକ ହାରରେ ୧୭.୭ ପ୍ରତିଶତ ବୃଦ୍ଧି ସହିତ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୧୯.୫୮ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି। ବ୍ୟାପକ ବ୍ୟବଧାନରେ ସଂଶୋଧିତ…
ହ୍ରାସ ପାଇଲା ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ
ନୂଆଦିଲ୍ଲୀ,୨୧।୪ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ହ୍ରାସ ପାଇଚାଲିଛି। ଏପରିକି ଚଳିତ ଆର୍ଥିକ ବର୍ଷ(୨୦୨୩-୨୪ ଆର୍ଥିକ ବର୍ଷ)ରେ ଏହା ୧୨.୧୭% ହ୍ରାସ ପାଇ ୨,୬୫,୧୮୭.୯୫ କୋଟି (ୟୁଏସ୍ଡି ୩୨,୦୨୨.୦୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି।…
ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା
ଭୁବନେଶ୍ୱର,୨୧।୪ (ଅନୁରାଧା ମହାରଣା): ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ୩୦ ଟଙ୍କା ହେଲାଣି। ଗତ ୧୫ ଦିନରେ ୧୦…
‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ କରି ନେଇଥିଲେ। ପରେ ପୋଲିସକୁ ଡକାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଗୁଗ୍ଲର…
ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍
ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ ଉକ୍ତ ମଡେଲ ୨ଟି ଭାରିଆଣ୍ଟ ପି୪ ଏବଂ ପ୍ରିମିୟମ ପି୧୦ ବଜାରରେ ଉପଲବ୍ଧ। ବିଶେଷକରି…
ଅଶୋଧିତ ତୈଳ ଦର ୯୦ ଡଲାର ପାର
ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି ୯୦ ଡଲାର ପାରକରିଛି। ସେହିଭଳି ବ୍ରେଣ୍ଟ କ୍ରୁଡ୍ ଅଏଲର ବଜାର ମୂଲ୍ୟ ୩.୯୪% ବଢ଼ି…
କାନାରା ବ୍ୟାଙ୍କର ନୂତନ ଉତ୍ପାଦ
ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍, ମାଇଁ ମନୀ, ରେଡି କ୍ୟାଶ୍ ଏବଂ ୟୁପିଆଇ୧୨୩ ପେ ଏଏସ୍ଆଇ’ର ଆନୁଷ୍ଠାନିକ ଉନ୍ମୋଚନ ବୁଧବାର ଭୁବନେଶ୍ୱର ଠାରେ ହୋଇଯାଇଛି। କାନାରା ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଗ୍ରାହକ…
Archives


