ବାଣିଜ୍ୟ

୨୬,୪୭୮ କୋଟି ଟଙ୍କା ଆୟ କଲା ରିଲାଏନ୍ସ ଜିଓ, ପ୍ରଥମ କ଼୍ବାର୍ଟରରେ ୧୨% ବୃଦ୍ଧି

ମୁମ଼୍ବାଇ, ୧୯।୭: ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ କ଼୍ବାର୍ଟରରେ ରିଲାଏନ୍ସ ଜିଓର ଆୟ ବୃଦ୍ଧି ପାଇଛି । ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଅଡିଟ୍‌ ପରେ କମ୍ପାନୀର ନେଟ୍‌ ଲାଭରେ ୨.୦୨ ପ୍ରତିଶତ ବୃଦ୍ଧି ହୋଇଛି । ଗତ ଆର୍ଥିକ…

ଏହି ସମୟରେ ହୋଇଥିଲା ଅଧିକ ରେଳ ଦୁର୍ଘଟଣା, ସରକାରଙ୍କ ବଢାଇଥିଲା ଟେନଶନ

ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍‌ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍‌ ଯାତ୍ରାୟତ…

IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ…

୫ଜି ୟୁଜର୍ସଙ୍କ ପାଇଁ ନୂଆ ପ୍ଲାନ୍‌ ଲଞ୍ଚ କଲା ଏୟାରଟେଲ, ମାତ୍ର ୫୧ ଟଙ୍କାରେ…

ନୂଆଦିଲ୍ଲୀ,୧୯।୮: ଭାରତରେ ମୁଖ୍ୟତଃ ତିନୋଟି ଟେଲିକମ ଅପରେଟର ଅଛନ୍ତି, ଯେଉଁଥିରେ ଏୟାରଟେଲ ମଧ୍ୟ ଅନ୍ତର୍ଭୁକ୍ତ। ସମସ୍ତ ତିନୋଟି ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ଏବଂ ପୋଷ୍ଟପେଡ ଯୋଜନାଗୁଡିକର ମୂଲ୍ୟ ପରିବର୍ତ୍ତନ କରିଛନ୍ତି । ଏୟାରଟେଲ ମଧ୍ୟ ଏହାର ଏଣ୍ଟ୍ରି-ଲେବଲ ଯୋଜନାକୁ ୭୦…

ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡର ଡିଜିଟାଲ କ୍ୟାମ୍ପେନ

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡର ନୂତନ ଅଭିଯାନ ‘ଅପ୍‌ନେ ଏସ୍‌ଆଇପି କୋ ଦୋ ପ୍ରମୋଶନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଏହି ଅଭିଯାନ ଜରିଆରେ ଏକ ନୂଆ ଡିଜିଟାଲ କ୍ୟାମ୍ପେନର ମଧ୍ୟ ଉନ୍ମୋଚନ କରାଯାଇଛି।…

‘ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ’

ଆଗାମୀ ବଜେଟ ନିମନ୍ତେ ଆମେ ସରକାରଙ୍କ ନିକଟରୁ ବିଶେଷକରି ଅର୍ଥ ମନ୍ତ୍ରଣାଳୟ ନିକଟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଶା କରୁଛୁ। ପ୍ରଥମତଃ ଆମେ ସୁନା ଆମଦାନୀ ଉପରେ ଲାଗୁ କରାଯାଉଥିବା ଶୁଳ୍କ ହ୍ରାସ କରିବା ନେଇ ଦୀର୍ଘଦିନରୁ ଆମ ଅନୁରୋଧକୁ ଦୋହରାଉଛୁ।…

ଯକ୍ଷ୍ମା ଦୂର କରିବ ଭେଜି ବାଇଗଣ

ଭୁବନେଶ୍ୱର,୧୯।୭(ଅନୁରାଧା ମହାରଣା): ଯକ୍ଷ୍ମାରୋଗ ନିରାକରଣରେ ଛୋଟି କଟେଲି ବା ଭେଜି ବାଇଗଣ ଉପଯୋଗୀ। ପତଞ୍ଜଳି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଯକ୍ଷ୍ମା ପାଇଁ ଆୟୁର୍ବେଦିକ ଚିକିତ୍ସା ବିକାଶ କରିବା ବୋଲି…

ରଥଯାତ୍ରାରେ ଜେଏସ୍‌ପି ଫାଉଣ୍ଡେଶନର ମାଗଣା ଭୋଜନ

ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର’ ବା ଜେଏସ୍‌ପିର ସାମାଜିକ ପ୍ରତିଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ…

ପିଏନ୍‌ବିର ସ୍ଥାନାନ୍ତରିତ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି),ବ୍ରହ୍ମପୁର ମଣ୍ଡଳର ସ୍ଥାନାନ୍ତରିତ (ଦୁରା ଶାଖାର ନୂତନ ପରିସର) ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲା ବ୍ରହ୍ମପୁର ତହସିଲ ଅଧୀନ ପିଏନ୍‌ବି ଦୁରା ଶାଖାକୁ ନିକଟରେ ସ୍ଥାନାନ୍ତର କରାଯାଇଛି। ଏହି ଅବସରରେ…

ଜିଡିପିର ଅନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୯।୭ (ଅଭୟ ଦାଶ): ବିଶ୍ୱର ପ୍ରମୁଖ ଆର୍ଥିକ ସଂସ୍ଥା ତଥା ଆମେରିକାର ପ୍ରତିଷ୍ଠିତ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆକଳନ ଅନୁଯାୟୀ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ପୂର୍ବାନୁମାନ ୭% କୁ ବୃଦ୍ଧି…

ବଜାରରେ ରୟାଲ ଏନ୍‌ଫିଲ୍ଡର ଗରିଲା ୪୫୦

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ତଥା ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ୍‌ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ପ୍ରିମିୟମ ମଡର୍ନ ରୋଡ୍‌ଷ୍ଟର ‘ରୟାଲ ଏନ୍‌ଫିଲ୍ଡ ଗରିଲା୪୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏକ ଉନ୍ନତ ଚାଳନା…

ଷ୍ଟକ୍‌ ଏକ୍ସଚେଞ୍ଜର ନୂତନ ମାଇଲଖୁଣ୍ଟ: ୮୧,୦୦୦ ଉପରେ ସେନ୍‌ସେକ୍ସ, ୨୫,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୧୯।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିବାରୁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା (ସର୍ବୋଚ୍ଚ ସ୍ତରର କାରବାର) ସହ ନୂତନ ରେକର୍ଡ ହାସଲ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?