ବାଣିଜ୍ୟ

ବଜେଟ୍ ପରେ କାହିଁକି ରାଗିଛନ୍ତି ମଧ୍ୟବିତ୍ତ ପରିବାର ?

ନୂଆଦିଲ୍ଲୀ,୨୪ା୭: ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ସାଧାରଣ ଲୋକଙ୍କୁ ବୁଝିବାକୁ କିଛି ସମୟ ଲାଗିଥିବ। ତେବେ ଏହା ସତ ଅଟେ ଯେ, କୌଣସି ବଜେଟ ସମସ୍ତଙ୍କୁ ଖୁସି କରିପାରିବ ନାହିଁ। ତଥାପି, ସମାଜର ଗୋଟିଏ ଭାଗ…

ଭୁବନେଶ୍ୱରରେ ବି ଖସିଲା ସୁନା ଦର, ଏତିକି ଟଙ୍କାରେ କିଣିପାରିବେ ସୁନା

ଭୁବନେଶ୍ୱର,୨୪।୭: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର । ବଜେଟ ପର ଦିନ ଏତେ କମିଗଲା ସୁନା ଦର। କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ ଜନତାଙ୍କୁ ବହୁତ ଆରାମ ମିଳିଛି। ୧୦ ଗ୍ରାମରେ ପ୍ରାୟ ୪ ହଜାର ଟଙ୍କା କମିଲା…

୧୨ ବର୍ଷ ପରେ ବନ୍ଦ ହେଲା ଏହି ଟ୍ୟାକ୍ସ, ବଜେଟରେ ଏମାନଙ୍କୁ ମିଳିଲା ବଡ଼ ଉପହାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୭: ବଜେଟ ୨୦୨୪ରେ କେନ୍ଦ୍ର ସରକାର ୧୨ ବର୍ଷ ପୁରୁଣା ଟ୍ୟାକ୍ସକୁ ବନ୍ଦ କରିଛନ୍ତି। ଏହି ଟ୍ୟାକ୍ସ ୟୁପିଏ-୨ ରେ ଆସିଥିବା ବେଳେ ଷ୍ଟାର୍ଟଅପ ଉପରେ ଲଗାଯାଇଥିଲା। ଏହି ଟ୍ୟାକ୍ସର ନାମ ଆଞ୍ଜେଲ ଟ୍ୟାକ୍ସ ଥିଲା। ଆଞ୍ଜେଲ ଟ୍ୟାକ୍ସ ଅର୍ଥ ହେଉଛି…

ବଜେଟ୍‌ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ!

ଭୁବନେଶ୍ୱର,୨୩।୭: ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି। ଏହି ଦୁଇ ରାଜ୍ୟରେ ସ୍ବତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ସୋସିଆଲ…

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରିଛି। କିନ୍ତୁ କଂଗ୍ରେସ ପ୍ରଦେଶ କମିଟି ଭଙ୍ଗ…

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ରାଜ୍ୟ ସଭା ଏମପି ସସ୍ମିତ ପାତ୍ର କେନ୍ଦ୍ର…

ମଧ୍ୟବିତ୍ତଙ୍କ ପାଇଁ ଲାଗିଲା ଲଟେରୀ, କର୍ମକ୍ଷେତ୍ରରେ ଇର୍ଣ୍ଟନଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ୨୦୨୪-୨୫ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ରୋଜଗାରକୁ ନେଇ ବଡ଼ ଘୋଷଣା କରିଛନ୍ତି। ରୋଜଗାର ଯୋଗାଉଥିବା ସଂସ୍ଥାମାନଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି ସରକାର କହିଛନ୍ତି। ୧୦ଲକ୍ଷ…

ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ଚାଣକ୍ୟ ତାଙ୍କ ନୀତିରେ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ…

ବଜେଟ୍‌ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍‌, ବଢ଼ିଗଲା ସେନ୍‌ସେକ୍ସ-ନିଫ୍ଟି

ମୁମ଼୍ବାଇ, ୨୩।୦୭: ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍‌ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି…

ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ…

ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍‌ ରହି ଆସିଛି।…

ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri