ବାଣିଜ୍ୟ

ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୩।୮: ପ୍ରଥମ ଥର ପାଇଁ ଭୁବନେଶ୍ୱର (ଓଡ଼ିଶା) ବଜାରରେ ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ ‘ବିଙ୍ଗସୁ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ଏହା ବିଙ୍ଗସୁର ପ୍ରଥମ ଆଉଟ୍‌ଲେଟ୍‌ ହୋଇଥିଲାବେଳେ ଏଠାରେ ସନି ମ୍ୟାଙ୍ଗୋ…

ଖାଦ୍ୟ ଅପମିଶ୍ରଣ ଜାଣିବା ପାଇଁ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ତଥା କୃଷିକ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଖାଦ୍ୟପଦାର୍ଥରେ ପୌଷ୍ଟିକ ତତ୍ତ୍ୱ କମୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେବେ ଖାଦ୍ୟପଦାର୍ଥର ଶୁଦ୍ଧତା ପରୀକ୍ଷା କରିବା ପାଇଁ ପତଞ୍ଜଳି ପକ୍ଷରୁ…

ସେବାକୁ ସମ୍ମାନ ଜଣାଇଲା ଟାଲି ସଲ୍ୟୁଶନ

ଭୁବନେଶ୍ୱର,୩।୮: ଟାଲି ସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ୍‌ (ଟାଲି ସଲ୍ୟୁଶନ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିଂ ଟାଇଟନ୍ସ’ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଟ୍ୟାକ୍ସ ଆଣ୍ଡ ଆକାଉଣ୍ଟିିଂ କମ୍ୟୁନିଟିର ଦକ୍ଷ, ଅଭିଜ୍ଞ ଓ ଟେକ୍ନୋଲୋଜିରେ ବ୍ୟାପକ ପ୍ରସାର…

ବିଜିୟୁର ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୩।୮: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ନବାଗତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବିବିଏ, ବି.କମ୍‌ ଓ ଏମ୍‌.କମ୍‌ର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ଅଧିବେଶନ ଓ…

ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି

ନୂଆଦିଲ୍ଲୀ,୩।୮: ଘରୋଇ ଶେୟାର ବଜାର କାରବାରର ଶେଷ ଦିନରେ ନିବେଶକ ୫ ଲକ୍ଷ କୋଟିରୁ ଅଧିକ ପରିମାଣର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରରେ କ୍ଷତି ପରିମାଣ ୪୫୬.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜିବଜାରର ପରିମାଣ ବା ପୂର୍ବ କାର୍ଯ୍ୟ…

ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି

ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ…

ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ

ନୂଆଦିଲ୍ଲୀ,୨ା୮: ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ବିଭିନ୍ନ ସରକାରୀ ବ୍ୟାଙ୍କ ସାଧାରଣ ଲୋକମାନଙ୍କ ଠାରୁ ଗତ ପାଞ୍ଚ ବର୍ଷରେ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏହି ଜୋରିମାନା ନ ରଖିବାକୁ ଘୋଷଣା କରିବା ସତ୍ତ୍ୱେ…

ପୁଣି ବିଶ୍ୱକୁ ଘାରିଲା ମାନ୍ଦାବସ୍ଥା ଚିନ୍ତା; ଶେୟାର ବଜାରରେ ୪.୫ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ,୨ା୮: ଆମେରିକା ତଥା ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର…

ଭାରତରେ ପଡ଼ିଲା ଆମେରିକା ପ୍ରଭାବ, ଖସିଲା ସେୟାର ବଜାର

ମୁମ଼୍ବାଇ, ୦୨।୦୮: ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍‌ସେକ୍ସ ଶୁକ୍ରବାର ଅହେତୁକ ହ୍ରାସର ସହ ଖୋଲିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି କ୍ଷେତ୍ରରେ…

୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଟେଲ

ନୂଆଦିଲ୍ଲୀ,୨ା୮: ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଖର୍ଚ୍ଚକାଟ କରିବା ଲାଗି ଏହାର ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇ ପରେ କମ୍ପାନୀ ପ୍ରାୟ ୨୦ ବିଲିୟନ ଡଲାର ଟଙ୍କା ସଂଚୟ କରିବ। ନିକଟରେ ପ୍ରକାଶ ପାଇଥିବା…

ଓଜିଏସ୍‌ରେ ଇନ୍‌ଭେଷ୍ଟିଚର ସେରିମନି

ଭୁବନେଶ୍ୱର,୨।୮: ଓଡିଏମ୍‌ ଗ୍ଲୋବାଲ ସ୍କୁଲ (ଓଜିଏସ୍‌)ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଇନ୍‌ଭେଷ୍ଟିଚର ସେରିମନି ଗୁରୁବାର ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ପେଣ୍ଟାଗନ ଅଞ୍ଚଳରେ ଆୟୋଜିତ ହୋଇଥିବା ଇନ୍‌ଭେଷ୍ଟିଚର ସେରିମନି ଏକ ବଡ ସଫଳତା ଥିଲା,ଯେଉଁଠାରେ ଛାତ୍ରୀଛାତ୍ରଙ୍କୁ ନେତୃତ୍ୱ ଭୂମିକା ଓ ଦାୟିତ୍ୱ…

ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri