ବାଣିଜ୍ୟ

ପୁରୀ ରଥଯାତ୍ରା ଉପଲକ୍ଷେ ଜେଏସ୍‌ପି ଫାଉଣ୍ଡେଶନର ସେବା କାର୍ଯ୍ୟ

ଭୁବନେଶ୍ୱର,୨୩।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟର ଆୟୋଜନ କରାଯାଇଛି। ବିଶେଷକରି ଫାଉଣ୍ଡେଶନର ମିଶନ ଜିରୋ...

ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ...

‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’

ନୂଆଦିଲ୍ଲୀ,୨୨।୬: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ୍‌ର ନୂତନ ଉତ୍ପାଦ ‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପୋନ ଏଣ୍ଡେଡ୍‌ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ ଭାବେ ଜଣାଶୁଣା। ଏପରିକି ଦୀର୍ଘମିଆଦୀ ଭିତ୍ତିରେ ଆଇଟି କମ୍ପାନୀଗୁଡ଼ିକର ଉନ୍ନତ...

ହୋଣ୍ଡା ୱିନ୍‌-ୱିନ୍‌ ଅଫରର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍‌ (ଏଚ୍‌ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍‌-ୱିନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଚ୍‌ଆଇପିପିର ପୋର୍ଟେବଲ ଜେନେରେଟର ମଡେଲଗୁଡିକର ପ୍ରମାଣିତ ଲାଇନ ଅପ୍‌ ଉପରେ ମଧ୍ୟ ଆକର୍ଷଣୀୟ...

ବଡି କେୟାର କିଡ୍‌ସର ନ୍ୟୁ ସମର କଲେକ୍ସନ

ନୂଆଦିଲ୍ଲୀ,୨୨।୬: ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ଅଗ୍ରଣୀ କ୍ଲଥିଂ ଲାଇନ ବଡି କେୟାର କିଡ୍‌ସର ନୂତନ ସମୟ କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଚଳିତ ବର୍ଷର ଗ୍ରୀଷ୍ମଋତୁ ବା ଖରାଦିନ ପାଇଁ ଛୋଟପିଲାମାନଙ୍କର ଏକ ବିସ୍ତୃତ ରେଞ୍ଜର ନୂଆ ସାମଗ୍ରୀକୁ...

ହୋଣ୍ଡା ସାଇନ୍‌ ୧୨୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୬(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ସାଇନ୍‌ ୧୨୫ ମଡେଲର ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ...

ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ମରାମତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୬: ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ଯୋଗାଣକୁ ପ୍ରାଥମିକତା ଦେବା ଲାଗି ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ମାର୍ଚ୍ଚ ପରଠାରୁ ରାଜ୍ୟରେ ବାରମ୍ବାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା...

ବଜାରରେ କେଣ୍ଟ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୨।୬: କେଣ୍ଟ୍‌ ଆର୍‌ଓ ସିଷ୍ଟମ୍ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କେଣ୍ଟ୍‌ ଗ୍ରାଣ୍ଡ ଷ୍ଟାର୍‌-ବି ଓ୍ବାଟର ପୁରିଫାୟରର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କେଣ୍ଟ୍‌ର ଏହି ନୂତନ ଉତ୍ପାଦ ଅତ୍ୟନ୍ତ...

ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ଦଣ୍ଡ ଫାଙ୍କିବା ସୁଯୋଗ

ନୂଆଦିଲ୍ଲୀ,୨୨ା୬ : ଟେକ୍ନିକାଲ ରାଇଟ୍‌-ଅଫ୍ସର ତାତ୍ପର୍ଯ୍ୟ ହେଉଛି, ଏକ ବ୍ୟାଙ୍କ ବକେୟା ରାଶି ଆଦାୟ ଅଧିକାର ତ୍ୟାଗ ନ କରି ନିଜ ଖାତାରୁ ଏନ୍‌ପିଏକୁ ହଟାଇବା। ଅର୍ଥାତ୍‌ ଋଣକୁ ସମ୍ପତ୍ତି ଆକାରରେ ନ ଦେଖାଇ ବ୍ୟାଙ୍କ ଟଙ୍କା ଆଦାୟ ଉଦ୍ୟମ...

୪୭୦ ବିମାନ କିଣିବ ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ,୨୧।୬ : ଏୟାର ଇଣ୍ଡିଆ ଏୟାରବସ ଏବଂ ବୋଇଙ୍ଗ ସହିତ ପ୍ରାୟ ୭୦ ବିଲିୟନ ଡ଼ଲାର ଅର୍ଥାତ ୫.୪୭ ଲକ୍ଷ କୋଟି ଟଙ୍କାରେ ୪୭୦ ବିମାନ କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଟାଟା ଗ୍ରୁପ ମାଲିକାନା ବିମାନ...

ସାମ୍‌ସଙ୍ଗ୍‌ର ସଲ୍‌ଭ ଫର୍‌ ଟୁମରୋ

ଭୁବନେଶ୍ୱର,୨୧।୬: ସାମ୍‌ସଙ୍ଗ୍‌ ଇଣ୍ଡିଆର ଫ୍ଲାଗ୍‌ଶିପ୍‌ ଯୁବ ଶିକ୍ଷା ଏବଂ ଅଭିନବ ପ୍ରତିଯୋଗିତା ‘ସଲ୍‌ଭ ଫର୍‌ ଟୁମରୋ’ ପାଇଁ ଶ୍ରେଷ୍ଠ ୩୦ଦଳର ନାମ ଘୋଷଣା କରାଯାଇଛି। ଏପରିକି ଉକ୍ତ ଦଳଗୁଡିକ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ରାଜସ୍ଥାନ,...

ଇନ୍‌ଫିନିକ୍ସର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୧।୬: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନ୍‌ଫିନିକ୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ‘ନୋଟ୍‌ ୩୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ନୋଟ୍‌ ୩୦ ୫ଜିରେ ଆଇପିଏସ୍‌ ଏଲ୍‌ଟିପିଏସ୍‌ ୬.୭୮ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି+...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri