ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ମେଗା ମେଧାବୃତ୍ତି ବଣ୍ଟନ

ଭୁବନେଶ୍ୱର,୧୭।୮: କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଏକ ମେଗା ମେଧାବୃତ୍ତି (କାନାରା ବ୍ୟାଙ୍କ ଡା. ଆମ୍ବେଡ୍‌କର ବିଦ୍ୟାଜ୍ୟୋତି ସ୍କଲାରଶିପ୍‌) ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଏବଂ ଜିଲା…

ଡିଜିଟାଲ ନ୍ୟୁଜ୍ ସବସ୍କ୍ରିପସନ୍ ଜିଏସଟି ସମୀକ୍ଷା କରିବ ଅର୍ଥ ମନ୍ତ୍ରଣାଳୟ: ରିପୋର୍ଟ

ନୂଆଦିଲ୍ଲୀ,୧୫।୮: ଡିଜିଟାଲ ନ୍ୟୁଜ୍ ସବସ୍କ୍ରିପସନ୍ ଉପରେ ଲାଗୁ ହୋଇଥିବା ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହାରକୁ ଅର୍ଥ ମନ୍ତ୍ରଣାଳୟ ସମୀକ୍ଷା କରିବ ବୋଲି ଆଶା କରାଯାଉଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ସମ୍ବାଦ ସଦସ୍ୟତା ଉପରେ ଜିଏସଟି ହାର…

ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୮:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି। ସେ କମ୍ପାନୀର ରୋଲ୍‌ଡ ପ୍ରଡକ୍ଟର ସିଇଓ ଭାବେ ନିଯୁକ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; SBI-PNB ସହିତ ସମସ୍ତ ନେଣଦେଣ ତତ୍କାଳ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪।୦୮: ଏକ ବଡ ନିଷ୍ପତ୍ତି ନେଇ କର୍ଣ୍ଣାଟକ ସରକାର ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ସମସ୍ତ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ…

ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି

ଲାହୋର, ୧୪ା୮ : ନିକଟରେ ଶେଷ ହୋଇଥିବା ପ୍ୟାରିସ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପାଇଁ ପଞ୍ଜାବ ସରକାର ଅଲିମ୍ପିକ ଜାଭେଲିନ ଥ୍ରୋ ଚାମ୍ପିୟନ ଅର୍ଶାଦ ନଦୀମଙ୍କୁ ୧କୋଟି ଟଙ୍କା ଏବଂ ଏକ ବ୍ରାଣ୍ଡ ନୂଆ କାର୍‌ ପୁରସ୍କାର ଆକାରରେ…

୧୫ରୁ ‘ଫୁଲ୍‌ ପଇସା ଅସୁଲ’ ସେଲ୍‌

ଭୁବନେଶ୍ୱର,୧୪।୮: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ତଥା ୫ ଦିନିଆ ଆକର୍ଷଣୀୟ ଅଫର ‘ଫୁଲ୍‌ ପଇସା ଅସୁଲ’ ସେଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ୨୦୨୪ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରର ଆଉଟ୍‌ଲେଟ୍‌…

ସଭ୍ୟତାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୮: ଦେଶର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ୍‌ ‘ସଭ୍ୟତା’ର ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ମଙ୍ଗଳବାର ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ସାରା ଭାରତରେ ବ୍ରାଣ୍ଡ୍‌ର ଏହା ୧୨୩ତମ ଷ୍ଟୋର ହୋଇଥିଲାବେଳେ ଓଡ଼ିଶା ବଜାରରେ ସଭ୍ୟତାର ୨ ଷ୍ଟୋରର ଶୁଭାରମ୍ଭ…

ଆଇଆଇଟି ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ବୁଝାମଣା

ଭୁବନେଶ୍ୱର,୧୪।୮: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ୍‌ ପାର୍କରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ…

ଜୟଆଲୁକ୍କାସ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍‌ ଅଫ୍‌ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା…

ଆଇଆର୍‌ସିଟିସିର ନେଟ୍‌ ଲାଭ ୩୩% ବୃଦ୍ଧି

ଭୁବନେଶ୍ୱର, ୧୪।୮(ଅନୁରାଧା ମହାରଣା): ଭାରତୀୟ ରେଳପଥର ଏକମାତ୍ର ଟିକେଟ କମ୍ପାନୀ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଆର୍‌ସିଟିସି) ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷର ଜୁନ୍‌ ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ସୂଚନାନୁସାରେ ଜୁନ୍‌…

BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ…

୫୯ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷର ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫୪%କୁ ଖସି ଆସିଛି। ଏହି କ୍ରମରେ ଗତ ୫୯ ମାସର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚତ୍ଛି। ୨୦୧୯ ଅଗଷ୍ଟରେ ମୁଦ୍ରାସ୍ଫୀତି ୩.୨୧% ଥିବାବେଳେ ଜୁନ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri