୧୫ରୁ ‘ଫୁଲ୍‌ ପଇସା ଅସୁଲ’ ସେଲ୍‌

ଭୁବନେଶ୍ୱର,୧୪।୮: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ସ୍ମାର୍ଟ ବଜାରର ବହୁ ପ୍ରତୀକ୍ଷିତ ତଥା ୫ ଦିନିଆ ଆକର୍ଷଣୀୟ ଅଫର ‘ଫୁଲ୍‌ ପଇସା ଅସୁଲ’ ସେଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ୨୦୨୪ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରର ଆଉଟ୍‌ଲେଟ୍‌ (୯୦୦ରୁ ଅଧିକ ଷ୍ଟୋର)ରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ବଜାରର ଫୁଲ୍‌ ପଇସା ଅସୁଲ ସେଲ୍‌ ଜରିଆରେ ଗ୍ରାହକ ଆକର୍ଷଣୀୟ ରିହାତି ଅଫର ସାଙ୍ଗକୁ ସୁଲଭ ମୂଲ୍ୟରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ବିଶେଷକରି ୫କେଜି ବାସ୍‌ମତି ରାଇସ୍‌ + ୩ ଲିଟର ତେଲ ମାତ୍ର ୭୨୫ ଟଙ୍କାରେ ମିଳୁଥିବାବେଳେ ଗୋଟିଏ ଜିନ୍‌ କିଣିଲେ ଆଉ ଗୋଟିଏ ମାଗଣା ( ଜିନ୍‌-ବାଏ ୧ ଗେଟ୍‌ ୧), ବିସ୍କୁଟ ବାଏ ୨ ଗେଟ୍‌ ୨, ଆଲମଣ୍ଡସ ୫୦୦ଗ୍ରାମ ମାତ୍ର ୩୩୯ ଟଙ୍କାରେ ଦିଆଯାଉଛି। ସେହିଭଳି ୩ ପିସ୍‌ ବ୍ରାଣ୍ଡେଡ୍‌ ଟ୍ରଲି ପିସ୍‌ ମାତ୍ର ୪୯୯୯ ଟଙ୍କାରେ ଉପଲବ୍ଧ ହେଉଥିଲାବେଳେ ୩ ବର୍ନର ଗ୍ଲାସ୍‌ ଟପ୍‌ ଗ୍ୟାସ୍‌ ଷ୍ଟୋଭ ମାତ୍ର ୧୯୯୯ ଟଙ୍କାରେ ଯୋଗାଇ ଦିଆଯାଉଛି। ଏପରିକି ଟୁଥ୍‌ପେଷ୍ଟ ଆଣ୍ଡ ସୋପ୍‌ ଉପରେ ପ୍ରାୟ ୩୩% ରିହାତି ଥିବାବେଳେ ଶାମ୍ପୋର ବଡ଼ ପ୍ୟାକେଟରେ ୫୦୦ ଟଙ୍କାର ଛାଡ଼ ରହିଛି। ସେହିପରି ବେଡ୍‌ଶିଟ ଗୋଟିଏ କିଣିଲେ ୨ଟା ମାଗଣା ( ବେଡ୍‌ଶିଟ ବାଏ ୧ ଗେଟ୍‌୨) ଏବଂ ଡିଟରଜେଣ୍ଟ ଉପରେ ୩୩% ରିହାତି ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?