୧୨ ଶିଳ୍ପ ସ୍ମାର୍ଟ ସିଟି ନିର୍ମାଣ କରିବେ କେନ୍ଦ୍ର ସରକାର, ଜାଣନ୍ତୁ ଓଡ଼ିଶାରେ ହେବ କି ନାହିଁ ?
ନୂଆଦିଲ୍ଲୀ,୨୮।୮: କେନ୍ଦ୍ର ସରକାର ୧୨ ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷ ଏବଂ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକଙ୍କୁ ରୋଜଗାର ସୁବିଧା ମିଳିବ। ଏହି ଯୋଜନା ପାଇଁ କେନ୍ଦ୍ର…
ଜିଓ ୟୁଜର୍ସଙ୍କ ପାଇଁ ଗୁଡ୍ନ୍ୟୁଜ୍, ଏହି ୨ଟି ପ୍ଲାନ୍ ରିଚାର୍ଜ କଲେ ୩ ମାସ ମାଗଣା ଦେଖିପାରିବେ ନେଟଫ୍ଲିକ୍ସ
ମୁମ୍ବାଇ,୨୮।୮: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଦାନ କରୁଛି। ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁଯାୟୀ ଯୋଜନା ଚୟନ କରିପାରିବେ ଏବଂ ଏହାର ଲାଭ ପାଇପାରିବେ। ବର୍ତ୍ତମାନ କମ୍ପାନୀର ପୋର୍ଟଫୋଲିଓରେ ଦୁଇଟି ନୂତନ ଯୋଜନା ଦେଖିବାକୁ ମିଳୁଛି। ଆମେ…
ଦୁର୍ଗମ ଅଞ୍ଚଳରେ ଡିଜିଟାଲ କ୍ରାନ୍ତି
ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ତଥା ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାର ୪୭,୦୦୦ରୁ ଅଧିକ ଗାଁରେ ଉପଲବ୍ଧ ହେଉଥିଲାବେଳେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ବିତ କରିବା ଏବଂ ଡିଜିଟାଲ ବୈଷମ୍ୟ ଦୂରକରିବା ପାଇଁ…
୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍ ଶୋ
ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍ ଶୋ ‘ରିସର୍ଜେଣ୍ଟଟ ଓଡ଼ିଶା-୨୦୨୪’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୩ ଦିନିଆ ଶୋ’ ୨୦୨୪…
ଭାରତରେ ମେଡ୍-ଇନ୍-ଇଣ୍ଡିଆ ଅଭିଯାନରେ ୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଆପଲ୍, ସାମିଲ ହେବେ ୭୦% ମହିଳା: ରିପୋର୍ଟ
ନୂଆଦିଲ୍ଲୀ,୨୭।୮: ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ଉତ୍ପାଦନ କ୍ଷମତା ହ୍ରାସ କରିବା ପରେ ଆପଲ୍ ଭାରତରେ ୬୦୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରେ। ରିପୋର୍ଟ ଅନୁଯାୟୀ, ଆପଲ୍ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୦୦,୦୦୦ ପ୍ରତ୍ୟକ୍ଷ…
ଦିନକରେ ୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ
ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଭୂ ରାଜନୈତିକ ସମସ୍ୟା ଓ ଦର ବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ,…
ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ
ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳର ଏକ ତାରକା ହୋଟେଲରେ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଆନୁକୂଲ୍ୟରେ ତାଳଚେର ଓ ଅନୁଗୋଳ ଅଞ୍ଚଳର ଗ୍ରାହକଙ୍କୁ ନେଇ…
ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋର ବୁଝାମଣା
ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଇଣ୍ଡିଆନ ଆଇରନ ଆଣ୍ଡ ଷ୍ଟିଲ ସେକ୍ଟର ସ୍କିଲ୍ କାଉନସିଲ (ଆଇଆଇଏସ୍ଏସ୍ଏସ୍ସି) ଏବଂ ନାଲ୍କୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଇନିସିଏଟିଭ୍ର…
ଋଣ ପ୍ରକ୍ରିୟାକୁ ସରଳ କରିବ ୟୁଏଲ୍ଆଇ
ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା) : ଡିଜିଟାଲ ବ୍ୟାଙ୍କିଙ୍ଗ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗତବର୍ଷ ଏକ ନୂତନ ଯୋଜନାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଫ୍ରିକ୍ସନ୍ଲେସ୍ କ୍ରେଡିଟ୍ ପ୍ଲାଟ୍ଫର୍ମ ନାମକ ଏହି…
ଏନ୍ଆଇଏମ୍ଏଫ୍ର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ (ଏନ୍ଆଇଏମ୍ଏଫ୍)ର ନୂତନ ଉତ୍ପାଦ ‘ନିପ୍ପନ ଇଣ୍ଡିଆ ନିଫ୍ଟି ୫୦୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ଓପନ୍-ଏଣ୍ଡେଡ…
ବିକ୍ରେତା ଫି’ କମାଇଲା ଆମାଜନ୍
ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଆମାଜନ୍ ଇଣ୍ଡିଆ ଏହାର ମାର୍କେଟ୍ ପ୍ଲେସ୍ରେ ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ସେଲିଂ ଫି’ କମ୍ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି’ ଫେଷ୍ଟିଭ୍ ସିଜନ୍ ପୂର୍ବରୁ ବିକ୍ରେତାମାନଙ୍କ ପାଇଁ କମ୍ ହେବ।…
ଲିପ୍ ସିରିଜ ଜରିଆରେ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ
ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପର ବହୁ ପ୍ରତୀକ୍ଷିତ ‘ଲିପ୍’ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ୍ ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛିି।…
Archives


