ସୁନା କ୍ରୟରେ ଭାରତ ଦ୍ୱିତୀୟ
ଭୁବନେଶ୍ୱର,୯ା୧(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍ ସୁନା କିଣିଛି। କେବଳ ନଭେମ୍ବରରେ ଆର୍ବିଆଇ ୮ ଟନ ସୁନା କିଣିଥିବା ସୂଚନା ରହିଛି। ୨୦୨୪ ଶେଷ ସୁଦ୍ଧା ଆର୍ବିଆଇର ମୋଟ ସୁନା ପରିମାଣ ୮୭୬…
JIOର ବଡ଼ ଧମାକା, ୪୯ ଟଙ୍କାରେ ମିଳୁଛି ଅନ୍ଲିମିଟେଡ୍ ଡାଟା
ନୂଆଦିଲ୍ଲୀ,୮।୧: ରିଲାଏନ୍ସ ଜିଓର ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ, ଯାହାଦ୍ୱାରା ଆପଣଙ୍କୁ ଏକାଧିକ ଲାଭ ମିଳିବ। ୪୯ ଟଙ୍କିଆ ଏହି ପ୍ଲାନ୍ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଆଦିକୁ ଟକ୍କର ମଧ୍ୟ ଦେଉଛି। ୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ରେ କମ୍ପାନୀ…
ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ
ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍-୧୯ ପରେ ସର୍ବନିମ୍ନ ସ୍ତର। ବିନିର୍ମାଣ (ମାନୁଫାକ୍ଚରିଂ) ଓ ନିବେଶ (ଇନ୍ଭେଷ୍ଟମେଣ୍ଟ) ହ୍ରାସ ଯୋଗୁ ମୋଟ ଘରୋଇ ଉତ୍ପାଦ (ଜିଡିପି)…
୧୧ରେ ଡ୍ରିମ୍ସର ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର,୮।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକ ନିକଟସ୍ଥ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ୨୦୨୫ ଜାନୁୟାରୀ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ…
ଓପିଜି ମୋବିଲିଟିର ଅନାବରଣ
ନୂଆଦିଲ୍ଲୀ,୮।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ରିବ୍ରାଣ୍ଡିଙ୍ଗ୍ ଭାରତର ଗତିଶୀଳ ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତାକୁ…
ରଣନୈତିକ ନିବେଶ ପୋର୍ଟଫୋଲିଓକୁ ଉନ୍ନତ କରିବ
ନୂଆଦିଲ୍ଲୀ,୮।୧ (ଅଭୟ ଦାଶ): ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡ(ଏନ୍ଭିସିଏଲ)କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି କମ୍ପାନୀ ଭଦ୍ରାଜ ସିମେଣ୍ଟ ଲିମିଟେଡ (ଭିସିଏଲ୍)ର ଏସ୍ଆର୍ଏ ଭାବେ ଉଭା ହୋଇଛି। ଯାହା ବର୍ତ୍ତମାନ କର୍ପୋରେଟ ଇନ୍ସଲ୍ଭେନ୍ସି ରିଜୋଲ୍ୟୁଶନ ପ୍ରୋସେସର ସମ୍ମୁଖୀନ ହେଉଛି।…
ଜିଡିପି ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନ
ନୂଆଦିଲ୍ଲୀ,୮।୧: ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୪ ବର୍ଷ ମଧ୍ୟରେ ସର୍ବନିମ୍ନ। ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ…
ଚାରିବର୍ଷ ସର୍ବନିମ୍ନ ସ୍ତରକୁ ଖସିପାରେ ଅଭିବୃଦ୍ଧି ହାର, ଚିନ୍ତା ବଢ଼ାଇଲା ସରକାରଙ୍କ ତଥ୍ୟ
ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସରକାର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଅନୁମାନ କରାଯାଉଛି ଯେ, ଆଗାମୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୬.୪% ହାରରେ ବଢିବାର ଅନୁମାନ କରାଯାଉଛି। ଯାହା ଚାରି ବର୍ଷର ସର୍ବନିମ୍ନ…
SBIର ଏହି ସ୍କିମରେ ୩ ବର୍ଷ ପାଇଁ କରନ୍ତୁ ନିବେଶ ମିଳିବ ୬.୯୦ ଲକ୍ଷ ଟଙ୍କାରୁ ଅଧିକ, ଆଜି ନିଅନ୍ତୁ ଫାଇଦା
ନୂଆଦିଲ୍ଲୀ, ୭।୧: ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ନିବେଶକମାନଙ୍କୁ ଆକର୍ଷଣୀୟ ସୁଧ ହାର ସହିତ ନିରାପଦ ଏବଂ ଲାଭଜନକ ବିନିଯୋଗ ସୁଯୋଗ ପ୍ରଦାନ କରେ । ଯଦି ଆପଣ…
ନିବେଶକ ହରାଇଲେ ୯ ଲକ୍ଷ କୋଟି
ମୁମ୍ବାଇ,୭।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍ଏମ୍ପିଭିର ପ୍ରାଥମିକ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜି ବଜାର ବେଶ୍ ପ୍ରଭାବିତ ହୋଇଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ…
ରସକିକ୍ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ
ମୁମ୍ବାଇ,୭।୧ (ଅଭୟ ଦାଶ): ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆର୍ସିପିଏଲ୍)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ମୃଦୁପାନୀୟ ବ୍ରାଣ୍ଡ୍ ‘ରସକିକ୍ ଗ୍ଲୁକୋ ଏନର୍ଜି’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ରସକିକ୍ ବର୍ତ୍ତମାନ ଆମ୍ବ, ଆପଲ୍, ମିକ୍ସଡ୍ ଫ୍ରୁଟ୍, ନଡିଆ ପାଣି ଏବଂ…
ଡିସେମ୍ବରରେ ୧୦,୬୩୯ ୟୁନିଟ୍ ଟ୍ରାକ୍ଟର ବିକ୍ରି
ନୂଆଦିଲ୍ଲୀ,୭।୧: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍ ‘ସୋନାଲିକା ଟ୍ରାକ୍ଟର୍ସ’ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଡିସେମ୍ବରରେ ବ୍ରାଣ୍ଡ୍ ମୋଟ ୧୦,୬୩୯ ୟୁନିଟ ଟ୍ରାକ୍ଟର ବିକ୍ରି ରେକର୍ଡ ହୋଇଥିଲାବେଳେ ଗତ ବର୍ଷ ସମାନ…

