ବାଣିଜ୍ୟ

ବଜାରରେ ଜେଲିଓର ନୂତନ ମଡେଲ

ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇ-ବାଇକ ନିର୍ମାତା (କମ୍ପାନୀ) ‘ଜେଲିଓ’ର ନୂତନ ମଡେଲ ‘ଅଲ ନ୍ୟୁ ମିଷ୍ଟ୍ରି’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ହାଇସ୍ପିଡ ତଥା ସର୍ବାଧିକ ମାଇଲେଜ ବିଶିଷ୍ଟ ‘ଇ-ବାଇକ ମିଷ୍ଟ୍ରି’ର ବଜାର ପ୍ରବେଶ ସମ୍ପର୍କରେ…

ଭିଏଏସ୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଭିଟା ଆଲକାଲି ସଲ୍ୟୁସନ୍‌ ପ୍ରାଇଭେଟ ଲିମିଟେଡ (ଭିଏଏସ୍‌ପିଏଲ୍‌)ର ନୂତନ ଉତ୍ପାଦ ‘ଆକ୍ୱା ଭିଟା’ର ଅନାବରଣ (ପ୍ରଡକ୍ଟ ଲଞ୍ଚ) ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅନାବରଣ…

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ ଏବଂ ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏକ ସିନେମା ଜରିଆରେ ଭାରତର ସ୍ବାଧୀନତା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି, ଯେଉଁଥିରେ ଭାରତୀୟ…

ବେଆଇନ କାରବାରରୁ ରାଜସ୍ବ ହ୍ରାସ

ନୂଆଦିଲ୍ଲୀ,୧୯।୮: କ୍ରମାଗତ ଭାବେ ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଆଇନ ସିଗାରେଟ କାରବାର ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ଏପରିକି ବେଆଇନ ତମାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ବାନ ପାଲଟିଛି। ଉଲ୍ଲେଖଯୋଗ୍ୟ,…

ଭାରତୀୟ ମସଲାରେ ନାହିଁ କ୍ୱାଲିଟି, ସେଫ୍‌ଟି; FSSAI ଯାଞ୍ଚରେ ଫେଲ୍ ୪୭୪ ସାମ୍ପଲ୍

ନୂଆଦିଲ୍ଲୀ,୧୮।୮: ଭାରତୀୟ ମସଲା କମ୍ପାନୀଗୁଡିକ ଗତ କିଛି ସମୟ ପାଇଁ ସାରା ବିଶ୍ୱରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପରେ ଗୋଟିଏ, ସମସ୍ତ ମସଲା କମ୍ପାନୀଗୁଡିକର ଉତ୍ପାଦଗୁଡିକ କଠୋର ପରୀକ୍ଷା ଦେଇ କରିବାକୁ ପଡୁଛି। ଏହି ମାମଲା ହଂକଂରୁ ଆରମ୍ଭ ହୋଇଥିଲା।…

ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍‌ କେତେ

ଭୁବନେଶ୍ୱର,୧୮।୮: ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ଅଛନ୍ତି। ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ? ତେବେ ଆପଣ କ’ଣ ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ…

ଓଏମ୍‌ସି ସମ୍ମାନିତ

ଭୁବନେଶ୍ୱର, ୧୮।୮: ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ନିକଟରେ ଆଉ ଏକ ରାଜସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଓଏମ୍‌ସିର ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ପାଇଁ ଏହି ପୁରସ୍କାର ଲାଭ କରିଛି। ଉଲ୍ଲେଖଯୋଗ୍ୟ,…

ରିଲାଏନ୍ସ ଫାଉଣ୍ଡେଶନ ସ୍କଲାରଶିପ ଆବେଦନର ଶୁଭାରମ୍ଭ

ମୁମ୍ବାଇ,୧୮।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେଶନର ବହୁ ପ୍ରତୀକ୍ଷିତ ଛାତ୍ରବୃତ୍ତି ଆବେଦନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ଛାତ୍ରୀଛାତ୍ରଙ୍କୁ ଏହି ବୃତ୍ତି ପ୍ରଦାନ କରିବା ସହ ଆବେଦନ ପାଇଁ ମଧ୍ୟ…

ଡ.ସତ୍ୟବ୍ରତ ସିବିଏସ୍‌ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟ ମନୋନୀତ

ଭୁବନେଶ୍ୱର, ୧୮।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆ ନିକଟସ୍ଥ ‘ଓଡିଏମ୍‌’ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ ବା ସିବିଏସ୍‌ଇ)ର ଦିଲ୍ଲୀ ଗଭର୍ନିଂ ବଡି…

କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍‌

ଭୁବନେଶ୍ୱର, ୧୮।୮ (ଅନୁରାଧା ମହାରଣା): ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍‌ ଦରମା ପାଇଥା’ନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମିକଙ୍କ ଏକ…

ରିଲାଏନ୍ସର ଡିଜିଟାଲ ଇଣ୍ଡିଆ ସେଲ୍‌

ନୂଆଦିଲ୍ଲୀ,୧୭।୮: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ବିକ୍ରୟ କାର୍ଯ୍ୟକ୍ରମ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି କାର୍ଯ୍ୟକ୍ରମ ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଛି। ଉକ୍ତ ସେଲ୍‌ ୨୦୨୪ ଅଗଷ୍ଟ ୧୮…

ମହିନ୍ଦ୍ରା ‘ଥାର୍‌ ରକ୍ସ’ର ଅନାବରଣ

ନୂଆଦିଲ୍ଲୀ,୧୭।୮: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ (ମହିନ୍ଦ୍ରା)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍‌ୟୁଭି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri